No Result
View All Result
୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି ଓ ବିଭିନ୍ନ ସମସ୍ୟା କୁ ନେଇ ଦୂର୍ବାର ଆନ୍ଦୋଳନ କରିବା ପାଇଁ ପିସିସି ସଭ୍ୟ ଯଜ୍ଞଶ୍ଵର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ପାଟଣାଗଡ ଗୋକୁଳ ରେଷ୍ଟୁରାଣ୍ଟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।

ଯେହେତୁ ପାଟଣାଗଡ଼ ଉପଖଣ୍ଡ ରେ ସମସ୍ତ୍ ପ୍ରକାର୍ ଭିତ୍ତିଭୂମି ରହିଛ। ଆସନ୍ତା ଏକ୍ ମାସ ମଧ୍ୟରେ ଜିଲ୍ଲା ଦାବୀ ପାଇଁ କ୍ରିୟାନୁଷ୍ଠାନ କମିଟି ଗଠନ କରିବାକୁ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଯଜ୍ଞଶ୍ୱର ବାବୁ ଏକ୍ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମାନ୍ୟତା ଦାବି ପାଇଁ ଏକ୍ ଦାବିପତ୍ର ମୁଖ୍ୟ ମନ୍ତ୍ରୀ ଙ୍କୁ ଦେବା କୁ ସ୍ଥିରକରାଯାଇଛି।


No Result
View All Result