No Result
View All Result
୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ମୋହନା ଜଗନ୍ନାଥ ମନ୍ଦିର ର ପୁନଃରୁଦ୍ଧାର ନିମନ୍ତେ ଭୂମି ପୂଜନ କରାଗଲା ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ 10ଲକ୍ଷ ଟଙ୍କା ର ଅନୁଦାନ ପ୍ରଦାନ କରିଥିବାରୁ ମୋହନା ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ସହ ସ୍ଥାନୀୟ ନେତୃବୃନ୍ଦ ଙ୍କୁ ମଧ୍ୟ୍ୟ ଧନ୍ୟବାଦ ଜଣାଉଛୁ |

ଏହି କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଯୋଗ ଦେଇଥିଲେ ତାଙ୍କୁ ଗ୍ରାମର ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର ଏବଂ ଗ୍ରାମବାସୀ ଉତ୍ତରୀୟ ଦେଇ ସ୍ବାଗତଂ କରିଥିଲେ ଅନ୍ୟ ମାନଙ୍କ ମାଧ୍ୟ୍ୟରେ ବ୍ଲକ ଅଧକ୍ଷ ରଞ୍ଜୀବ ଶବର,ଉପାଧ୍ୟକ୍ଷା ବାଲମୀନୀ ଅଧିକାରୀ, ଜିଲ୍ଲା ଉପ ସଭାପତି ଦଣ୍ଡାସୀ ସାହୁ, ସାଂସଦ ପ୍ରତିନିଧି ଭାସ୍କର ସାହୁ,

ଜିଲ୍ଲା ଯୁବ ଉପ ସଭାପତି ଫିରୋଜ ପଟ୍ଟନାୟକ,ଜିଲ୍ଲାପରିଷଦ ଚନ୍ଦ୍ରୁ ମଳିକ,SDC ମେମ୍ବର ରାଜୀବ ମଳିକ,ପ୍ରଶାନ୍ତ ବୀର, ବିଜେଡି ନେତା ନରତମ ପାତ୍ର, ସରୋଜ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଯୋଗେନ୍ଦ୍ର ସାହୁ, ୱାର୍ଡ ସଭ୍ୟା କୁନି ମିଶ୍ର,ପ୍ରତିମା ପଟ୍ଟନାୟକ, ଜିତି ବେହେରଦଳେଇ ଏବଂ ଗ୍ରାମର ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲୁ |

No Result
View All Result