• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲୁଡୁ ଆଶ୍ରମ ସ୍କଲରେ କିଛି ଅଭିଭାବକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
September 19, 2023
in ଓଡ଼ିଶା, ଗଜପତି, ହୋମ୍
0
ଲୁଡୁ ଆଶ୍ରମ ସ୍କଲରେ କିଛି ଅଭିଭାବକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ
Share on FacebookShare on TwitterWhatsapp

୧୮ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ମେରାପଲ୍ଲୀ ପଞ୍ଚାୟତ ନିକଟସ୍ଥ ଲୁଡୁ ଆଶ୍ରମ ସ୍କୁଲ ପରିସରରେ ଅନୁସୁଚିତ ଜନଜାତି ପିଲାମାନଙ୍କର ଅଭିଭାବକଙ୍କ ଉପସ୍ଥିତିରେ ଆମେ ଜାଣିବା ଆମେ କିଣିବା କାର୍ଯ୍ୟକ୍ରମଟି ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଓ ବେ ସରକାରୀ ଅଅନୁଷ୍ଠାନ ମାନଙ୍କ ପାଇଁ କିଛି ସ୍ବତନ୍ତ ପରିଚୟ ସୃଷ୍ଟି ନିମନ୍ତେ ଷ୍ଟଲ୍ ମାଧ୍ୟମରେ କିଛି ନୂଆ ନୂଆ ସୂଚନା ସହ କିଛି ନୂଆ ଫଳ ପନିପରିବା ଏବଂ କିଛି ମଞ୍ଜି ଜାତୀୟ ପଦାର୍ଥ ମଧ୍ୟ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀଣୀ ସୁଶ୍ରୀ ମମତା ରାଣୀ ପରିଡା, WEO ଶୁଭ ଦର୍ଶନୀ ବେହୁରୀ ଏବଂ ମୁଖ୍ୟବକ୍ତା ଭାବେ ସିଆରସି ଅଜୟ ପ୍ରଧାନ, ଅଗ୍ରିକଲଚର୍ କାର୍ଯ୍ୟକାରିଣୀ ଭୁମିକା ରାଣୀ ପଣ୍ଡା, ମେରାପଲ୍ଲୀ ପଞ୍ଚାୟତ ସରପଞ୍ଚ ଭଜ ସୁନ୍ଦର ଜାନି, ସମିତିସଭ୍ୟା ଟିନି ମଳିକ,

ସ୍କୁଲ ସଭାପତି ରବିନ୍ଦ୍ର ମଳିକ ଯୋଗ ଦେଇଥିଲେ ଏବଂ ଆଶ୍ରମର ପ୍ରଧାନ ଶିକ୍ଷକ ଶିକ୍ଷୟତୀ ବବିତା ମାଳି ଓ ଛାତ୍ରଛାତ୍ରୀଙ୍କ କିଛି ଅଭିଭାବକଙ୍କ ସହତି ଅନ୍ୟାନ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଯୋଗରେ ଦ୍ବିପ ପ୍ରଜଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୩ଶହରୁ ଉଦ୍ଧ୍ବ ଜନଗହଳି ଦେଖି ବାକୁ ମିଳିଥିଲା । ଏହି କାର୍ଯ୍ୟରେ ଗିତ ନାଚ ସହ ପିଲାମାନଙ୍କ ଭବିଷ୍ୟତ ବାଣୀ ସୁଣିବାକୁ ମିଳିଥିଲା । ପିଲାମାନେ କିଛି ମନ୍ତ୍ୟବ୍ୟ ରଖିଥିଲେ ଆପଣ ମାନଙ୍କର ଅତୀତର ଫଳାଫଳ କିନ୍ତୁ ଆସନ୍ତାକାଲି ଆମ୍ଭେ କେଉଁଠାରେ ରହିବୁ ତାହା ଆଜି ଆପଣଙ୍କର କାର୍ଯ୍ୟର ଫଳାଫଳ ହେବଂ ଏହି ବାକ୍ୟଟି ଆମର ପୂଜା ପିତାମାତା ଓ ଗୁରୁଜୀ ଗୁରୁମାଙ୍କୁ ମନ ପକାଇ କହି ଅଛୁ । କାରଣ ମଣିଷର ଦୁଇଟି ଆଖି ନଥିଲେ ଦୀନିଆକୁ ଦେଖାପାରୀବା ନାହିଁ । ସେହିପରି ଗୁରୁ ହେଉଛନ୍ତି ଆମର ଦୁଇଟି ଆଖି ଏମାନଙ୍କ ବିନା ଅମର ଜୀବନ ଅନ୍ଧ କାରମୟା ବର୍ତମାନ ଏହି ବୈଠକରେ ଆମ ସହିତ ବିଦ୍ୟାଳୟ ଓ ହଷ୍ଟେଲ ସହିତ ଆମ୍ଭ ସୁ ସମ୍ପର୍କ ଓ ଅଭିଜ୍ଞତା ବିଷୟରେ କିଛି କହିବାକୁ ସୁଯୋଗ ଦେଇଥିବାରୁ ଆମ ଛାତ୍ରଛାତ୍ରୀ ଧନ୍ୟ ମନେ କରୁଅଛୁ ।

ଏହି ବିଦ୍ୟାଳୟ ଓ ହଷ୍ଟେଲ ୪୦ ଛାତ୍ର ଓ ୧୧୦ ଛାତ୍ରୀ ଶିକ୍ଷାରତ କରିଆସୁଛନ୍ତି । ଆମ୍ଭେ ଏହି ୧ରୁ୮ମ ବର୍ଷ ଭିତରେ କେତେକ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଆମ୍ଭମାନଙ୍କୁ ସୁପରିଚାଳନ କରିଆସୁଥିଲେ । ବର୍ତମାନ ଆମର ପ୍ରଧାନଶିକ୍ଷୟିତ୍ରୀ, ଶିକ୍ଷକମାନେ ଓ ମାଗଣା, ନାନୀମାନେ , MATRON/ ANM ଦିଦି ଆମର ସବୁ ଦାୟତ୍ବ ତୁଲାଇବା ସହ ଆମକୁ ନିଜ ପଇଅଝଇଅ ବୋଲି ସେବା କରି ଆସୁଅଛନ୍ତି । ଏହା ସହିତ ଆମକୁ ସରକାରଙ୍କ ତରଫରୁ ଅନେକ ସବୁ ସୁଯୋଗ ମଧ୍ୟ ମାନ୍ୟବର ମୁଖ୍ୟମନ୍ତୀଙ୍କ ଦ୍ବାରା ଯୋଗାଇ ଦିଆଯାଉଛି ।

୧. ସରକାରଙ୍କ ଦ୍ବାରା ଆମ୍ଭମାନଙ୍କ ପାଇଁ ପ୍ରତିବର୍ଷ ଦୁଇଟି ଯୁଗଳ ସ୍କୁଲ ୟୁନିଫର୍ମ, ଗୋଟିଏ ଯୋଡା ଜୋତା ସହ ମୌଜା, l ‘d card, cap, Track pant ଓ Tshirt ଯୋଗାଉଛନ୍ତି ।

୨. ଆମ୍ଭମାନଙ୍କ ପାଇଁ ପାଠ୍ୟପୁସ୍ତକ, ବିଦ୍ୟାଳୟ, ହଷ୍ଟେଲଗୁଡିକରେ ବହିର୍ଭୂତ କର୍ଯ୍ୟକଳାପକୁ ପ୍ରୋତ୍ସହିତ କରିବାପାଇଁ କ୍ରୀଡା ଉପକରଣ ମଧ୍ୟ ଯୋଗାଇ ଦିଆଯାଉଛି ।

୩. ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ ମାଗଣାରେ ଖଟ, ବେଡସିଟ, କମ୍ବଳ, ମଶାରୀ, ଖାଇବା ଟ୍ର ଇତ୍ୟାଦି ପ୍ରଦାନ କରାଯାଇଛି ।

୪. ମାଗଣ ଖାଦ୍ୟ ପାଇଁ PMS ମାଧ୍ୟମରେ ବାଳକ ମାନଙ୍କ ପାଇଁ ବାଷିକ ୧୦, ୫୦୦ ଟଙ୍କା ଓ ବାଳିକାମାନଙ୍କ ପାଇଁ ” ମୁଖ୍ୟମନ୍ତୀ ମେଧାବୀ ଛାତ୍ରଛାତ୍ରୀ ପ୍ରୋତ୍ସାହନ ଯୋଜନା” ଅଧୀନରେ ଅଧୀନରେ ବ୍ୟବହୁତ ହେଉଥିବା ଖର୍ଚ ସରକାର ବହନ କରୁଛନ୍ତି । ପ୍ରତ୍ୟେକ ବାଳିକା ଅନ୍ତେବାସୀଙ୍କ ପାଇଁ ପ୍ରତିମାସରେ Cosmetic ମଧ୍ୟ ଦିଆଯାଉଛି । ଆମ ବିଦ୍ୟାଳୟରେ Agua guard ଓ RO ମାଧ୍ୟମରେ ସୁରକ୍ଷିତ ପାନୀୟଜଳ ଯୋଗାଣ କରାଯାଉଅଛି ।

୫. ଆମ୍ଭମାନଙ୍କର ତୁରନ୍ତ ଏବଂ ଠିକ୍ ସମୟରେ ଚିକିତ୍ସା ପାଇଁ ଆମର ପ୍ରଧାନଶିକ୍ଷୟିତ୍ରୀ, Matron ଦିଦି , ANM ଦିଦି ଅଛନ୍ତି । ଠିକ୍ ସମୟରେ ହଷ୍ଟେଲ ପରିଦର୍ଶନ କରି ଆମକୁ ସେବା କରୁଥିବାରୁ ଆମେ ସେମାନଙ୍କୁ ଆମ ତରଫରୁ ହୃଦୟର ସହ ନମସ୍କାର ଜଣାଉଛୁ ।

୬. ଏହା ସହ ପ୍ରତି ହଷ୍ଟେଲରେ LED TV, ଆମ୍ଭମାନଙ୍କର ଶିକ୍ଷାର ଦକ୍ଷତା ବଢାଇବା ପାଇଁ Smart Library room ମଧ୍ୟ ସରକାରଙ୍କ ଦ୍ବାରା ଆୟୋଜନ କରାଯାଇଅଛି ।

୭. ଏହିପରି ଅନେକ ସୁବିଧା ସୁଯୋଗ ମାଗଣରେ ପାଇଥିବା ଯୋଗୁଁ ଓ ଆମ୍ଭମାନଙ୍କୁ ଭଲଭାବେରେ ସେବା କରି ଆସୁଥିବାରୁ ଅନୁଷ୍ଠାନର ସମସ୍ତ କର୍ମ କତ୍ତା ମାନଙ୍କୁ ଆମ୍ଭେ ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ବୋଲି ଆଶ୍ରମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କିଛି ବାଣି ଶୁଣିବାକୁ ମିଳିଥିଲା ।

କିନ୍ତୁ ଆମ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ରୁ ଅବ୍ୟବସ୍ଥା କରିଛନ୍ତି ବୋଲି ସରକାରଙ୍କୁ ଗୋଟି ଅନୁରୋଧ ଯେ ଆମ ମାନଙ୍କର ସୁର ଖିତ ପାଇ ଗେଟ ଏବଂ ପାଚେରିର ଅସୁବିଧା ହେଉଛି ବୋଲି ବୈଠକରେ କିଛି ଉପସ୍ଥାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହଷ୍ଟେଲର ଷ୍ଟାପ୍ ଶିକ୍ଷକ/ ଶିକ୍ଷୟିତୀ ଉଜେନ ନାୟକ, ସଞ୍ଜିବ ରାଓ, ସୁନିତା ଶବର, ସସ୍ମିତା ବେହେରା, ANM ସନ୍ତୋ ସିନି ବେହେରା, metron ମୋମତା ବିରୋ, CCA ଶୁଶୀଳା ମଣ୍ଡଳ, ସୁନୀତା ମଳିକ,ସଞ୍ଜୟ ମଳିକ, ସହଯୋଗ ସମ୍ପାଦନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

Panchaa Comes Home: Ramraj Cotton Revives Odisha’s Santhali Weave and Transforms the Livelihoods of Mayurbhanj’s Tribal Women Weavers Through a Contemporary Dhoti

August 12, 2026
ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

August 12, 2026
ବୁଧବାର ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ବୁଧବାର ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

August 12, 2026
ପର୍ଯ୍ୟଟକଙ୍କ ସୁନାଚେନ୍ ଛିନଟାଇ : ଅଭିଯୁକ୍ତ କୁ ମାଡ଼ିବସିଲା ପୋଲିସ

ପର୍ଯ୍ୟଟକଙ୍କ ସୁନାଚେନ୍ ଛିନଟାଇ : ଅଭିଯୁକ୍ତ କୁ ମାଡ଼ିବସିଲା ପୋଲିସ

August 12, 2026

Recent News

ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

Panchaa Comes Home: Ramraj Cotton Revives Odisha’s Santhali Weave and Transforms the Livelihoods of Mayurbhanj’s Tribal Women Weavers Through a Contemporary Dhoti

August 12, 2026
ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

August 12, 2026
ବୁଧବାର ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ବୁଧବାର ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

August 12, 2026
ପର୍ଯ୍ୟଟକଙ୍କ ସୁନାଚେନ୍ ଛିନଟାଇ : ଅଭିଯୁକ୍ତ କୁ ମାଡ଼ିବସିଲା ପୋଲିସ

ପର୍ଯ୍ୟଟକଙ୍କ ସୁନାଚେନ୍ ଛିନଟାଇ : ଅଭିଯୁକ୍ତ କୁ ମାଡ଼ିବସିଲା ପୋଲିସ

August 12, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

Panchaa Comes Home: Ramraj Cotton Revives Odisha’s Santhali Weave and Transforms the Livelihoods of Mayurbhanj’s Tribal Women Weavers Through a Contemporary Dhoti

August 12, 2026
ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

August 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version