ହୋମିଓପାତିକ ଡାକ୍ତର ବିଶ୍ୱଜିତ୍ ସ୍ୱାଇଁ ,ଗଣିଆ ର ଦୁଇ ସାମ୍ୱାଦିକ ଙ୍କ ନାମ ରେ ମିଥ୍ୟା ଅଭିଯୋଗ କରିଛନ୍ତି .
ସନ୍ଦୀପ ପାଣିଗ୍ରାହି ଙ୍କ ଫୋନ ପେ କୁ 500 ,500 କରି ଦୁଇ ଥର ସେ କଣ ପାଇଁ ଟଙ୍କା ଛାଡିଥିଲେ ,

୧୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ ଜିଲ୍ଲା /ଗଣିଆ :-> ଗଣିଆ ବ୍ଲକ ଅନ୍ତର୍ଗତ ବେଲାପଡ଼ା ଠାରେ ଥିବା ହୋମିଓପାତିକ ଚିକିତ୍ସାଳୟ ର ଡାକ୍ତର ବିଶ୍ୱଜିତ୍ ସ୍ୱାଇଁ ଦୁଇ ସାମ୍ୱାଦିକ ଙ୍କ ନାମ ରେ ମିଥ୍ୟା ଅଭିଯୋଗ କରିଛନ୍ତି, ଘଟଣା ଟି ହେଉଛି ବେଲପଡ଼ା ହୋମିଓ ପାଥିକ ଚିକିତ୍ସାଳୟ କୁ ଠିକ୍ ରେ ଡାକ୍ତର ଆସୁନଥିବା ବେଳେ ପିଅନ ଦ୍ଵାରା ମେଡିସିନ ଦିଆ ଯାଉଥିଲା, ଏହି ଖବର କୁ 07, 09.2023ରେ ପ୍ରସାରଣ କରା ଯାଇଥିଲା,
ଆଉ ଗୋଟେ ପଟେ ଦେଖିବାକୁ ଗଲେ 10.09.2023 ରେ ସନ୍ଦୀପ ପାଣିଗ୍ରାହି ଙ୍କ ଫୋନ ପେ କୁ 500 ,500 କରି ଦୁଇ ଥର ଟଙ୍କା ଛାଡିଥିଲେ, ତେବେ ସେ ଟଙ୍କା କଣ ପାଇଁ ଛାଡିଥିଲେ କୋଉଥି ପାଇଁ ଛାଡ଼ିଲେ କେଉଁ ଉଦ୍ଦେଶ୍ୟ ରେ ଛାଡ଼ିଲେ ଜଣା ନାହିଁ, ସେହି ତଥ୍ୟ କୁ ନେଇ ଡ଼ାକ୍ତର ଜଣକ ଦୁଇ ସାମ୍ୱାଦିକ ସନ୍ଦୀପ ପାଣିଗ୍ରାହି ଓ ମନୋରଞ୍ଜନ ମଲ୍ଲିକ ଙ୍କ ନାମ ରେ ଏତଲା ରୁଜୁ କରିଥିବା ଜଣା ପଡିଛି, ତେବେ ଏଠି ସେ ଡାକ୍ତର ଜଣକ ଏମିତି କେତେ ଜଣ ଙ୍କୁ ପଇସା ଦେଇ ବ୍ଲାକ ମେଲିଙ୍ଗ ର ଶିକାର କରିଏମିତି ମିଥ୍ୟା ଅଭିଯୋଗ ଆଣିଛନ୍ତି ନା ଆଜି ନୂଆ
ଆଉ ଗୋଟେ ପଟେ ଦେଖିବାକୁ ଗଲେ ଗାଁ ଗାଁ ରେ ଚର୍ଚା ହେଉଛି କି ଡାକ୍ତର ଜଣଙ୍କ ସରକାରୀ ଅଫିସର ହୋଇଥିଲେ ମଧ୍ୟ ଲୋକ ମାନଂକ ଠୁ ମେଡିସିନ ପ୍ରତି ଟଙ୍କା ନେଉଛନ୍ତି , ଆଉ ଯେବେଠୁ ଏ ଡ଼ାକ୍ତର ଜଣକ ଆସିଲେଣି ଲୋକ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିବା ଚର୍ଚ୍ଚା ହେଉଛି, ଦୁର୍ବ୍ୟବହାର ଶହ ଶାଳୀନତା ରକ୍ଷା କରୁନଥିବା ଚର୍ଚ୍ଚା ହେଉଛି .














