• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଧାନସଭା ଗୃହ କମିଟିର ନୟାଗଡ଼ ଗସ୍ତ 

Proprietor Abhimanyu Maharana by Proprietor Abhimanyu Maharana
September 14, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ବିଧାନସଭା ଗୃହ କମିଟିର ନୟାଗଡ଼ ଗସ୍ତ 
Share on FacebookShare on TwitterWhatsapp

୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :–> ଆଜି ମଧ୍ୟାହ୍ନ ୧୨ଘଟିକା ସମୟରେ ବିଧାନ ସଭା ଗୃହ କମିଟି (ସଦାଚାର) ଜିଲ୍ଲାସ୍ତରରେ ବୁକ ସର୍କୁଲାର-୪୭ ଏବଂ ଜିଲ୍ଲାର ୪ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ଉପରେ ଏକ ସମୀକ୍ଷା ବୈଠକ କମିଟିର ସ୍ଥାୟୀ ଅଧ୍ୟକ୍ଷ ଶ୍ରୀ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ ରାଜ୍ୟସ୍ତରୀୟ ଏକ ଭି.ସି.ରେ ବ୍ୟସ୍ତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲିପ କୁମାର ବଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୃହ କମିଟିକୁ ସ୍ୱାଗତ କରିବା ସହ ଅଧ୍ୟକ୍ଷ ଶ୍ରୀ ଶତପଥୀଙ୍କୁ ସଭା ପରିଚାଳନା କରିବା ନିମନ୍ତେ ଅନୁରୋଧ କରିଥିଲେ । ଶ୍ରୀ ଶତପଥୀ ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ବୁକ୍ ସର୍କୁଲାର-୪୭ ଉପରେ ବିଶଦ୍ ଭାବେ ବୁଝାଇଥିଲେ । ସେ କହିଥିଲେ ଯେ, ଦେଶ ବା ରାଜ୍ୟର ଗଣତନ୍ତ୍ର ଶାସନକୁ ସୁପରିଚାଳନା କରିବା ପାଇଁ ନିତି ନିର୍ଦ୍ଧାରଣ କରିବା,ନିତିକୁ କାର୍ଯ୍ୟକାରୀ କରିବା ଏବଂ ନିତିର ସମୀକ୍ଷା କରିବା – ଲେଜିସଲେଚର,ଏକଜିକ୍ୟୁଟିଭ ଏବଂ ଜୁଡୁସିଆରିର କାର୍ଯ୍ୟ ।

ସାଂସଦ ଓ ବିଧାୟକମାନେ ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଜନପ୍ରତିନିଧି । ତେଣୁ ଲୋକମାନଙ୍କ ନିକଟରେ ସେମାନେ ହିଁ ଉତ୍ତରଦାୟୀ । ସେମାନେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗକୁ ସମାଧାନ କରିବାରେ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପତ୍ର ମାଧ୍ୟମରେ ଯୋଗା ଯୋଗ କରିବେ । କାର୍ଯ୍ୟନିର୍ବାହୀମାନେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଠିକ୍ ସମୟରେ ସଠିକ୍ ତଥ୍ୟ ଦେଲେ ଜନସାଧାରଣଙ୍କୁ ସେମାନେ ଉତ୍ତର ଦେବାରେ ସୁବିଧା ହୁଏ । ଏହା ସହ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସୌଜନ୍ୟ ମୂଳକ ଯଥା ସମ୍ମାନ କରିବା ସଦାଚାର ସଂହିତାରେ ଉଲ୍ଲେଖ କରାଯାଇଛି । କେତେକ ଅଧିକାରୀ ଅଜ୍ଞାତ ବଶତଃ ଏ ସବୁ କରି ନ ଥାନ୍ତି । ଆଉ କେତେକ ଅଧିକାରୀ ଏହାକୁ ଅବଜ୍ଞା ବା ହେୟ ମନେ କରି କାର୍ଯ୍ୟକାରୀ କରି ନ ଥାନ୍ତି । ଶ୍ରୀ ଶତପଥୀ ଏହା ଉପରେ ଅତ୍ୟନ୍ତ ଗୁରୁତ୍ୱ ଦେଇ ଏହାକୁ ବାଧ୍ୟତା ମୂଳକ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ପରେ ପରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ସୂଚାରୁ କୁମାର ବଳ ଭି.ସି. ସାରି ବୈଠକରେ ଯୋଗ ଦେଇଥିଲେ ।

ଏହାପରେ ମାନ୍ୟବର ସଦସ୍ୟ ଶ୍ରୀ ପ୍ରଫୁଲ୍ଲ ସାମଲ ବିଗତ ଦିନରେ ଗ୍ରନ୍ଥାଗାର କମିଟିର ଅଧ୍ୟକ୍ଷ ଭାବରେ ନୟାଗଡ଼ ଜିଲ୍ଲା ଗସ୍ତ କରି ଦାସରଥି ପଟ୍ଟନାୟକ ପାଠାଗାର ଉପରେ ସମୀକ୍ଷା କରିଥିଲେ ଏବଂ ସ୍ଥାନୀୟ ଦାବି ମୁତାବକ ଏକ ଉଚ୍ଚସ୍ତରୀୟ ବୈଠକ ଏହି ପାଠାଗାର ଉପରେ ରାଜ୍ୟ ସ୍ତରରେ କରିଛନ୍ତି । ମାନ୍ୟବର ସଦସ୍ୟ ଶ୍ରୀ ଭୁପିନ୍ଦର ସିଂ ନିର୍ବାଚିତ ପ୍ରତିନିଧିମାନଙ୍କୁ କର୍ମଚାରୀମାନେ କିପରି ସୌଜନ୍ୟ ମୂଳକ ବ୍ୟବହାର କରିବେ , ପ୍ରତ୍ୟେକ କାର୍ଯ୍ୟାଳୟରେ ନୋଡାଲ ଅଧିକାରୀ ନିଯୁକ୍ତ ହେବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ ବୁକ୍ ସର୍କୁଲାର-୪୭ରେ ମଗାଯାଉଥିବା ତଥ୍ୟ ୧୫ଦିନ ମଧ୍ୟରେ ନିଶ୍ଚିତ ଦେବା ଉପରେ ପ୍ରାଧାନ୍ୟ ଦେଇଥିଲେ । ଏହାପରେ ମାନ୍ୟବର ସଦସ୍ୟ ଶ୍ରୀ ଅରବିନ୍ଦ ଢାଲି ବୁକ ସର୍କୁଲାର-୪୭ ଲେଜିସଲେଚର ଏବଂ ଏକଜିକ୍ୟୁଟିଭ୍ ମଧ୍ୟରେ ଏକ ସଂପର୍କର ସେତୁ । ମାନ୍ୟବର ସଦସ୍ୟ ଶ୍ରୀ ସ୍ୱରୁପ ଦାସ ମଧ୍ୟ ଶ୍ରୀ ଢାଲିଙ୍କ କଥାରେ ଏକମତ ହୋଇଥିଲେ ।

ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ କହିଲେ ଯେ, ଲୋକମାନଙ୍କର ସମସ୍ତ ଅଭିଯୋଗକୁ ଆମେ ପଂଜିକରଣ କରି ବିଧିବଦ୍ଧ ପଦକ୍ଷେପ ନେଇଥାଉ ଏବଂ ଏହା ଉପରେ ମଧ୍ୟ ସମୀକ୍ଷା କରିଥାଉ । ଏଥିରେ ଗୃହ କମିଟିର ଅଧ୍ୟକ୍ଷ ଶ୍ରୀ ଶତପଥୀ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଖୁସି ମଧ୍ୟ ହୋଇଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ କହିଲେ ଯେ, ବୁକ୍ ସର୍କୁଲାର-୪୭ରେ ଆସିଥିବା ସମସ୍ତ ପ୍ରଶ୍ନର ଉତ୍ତର ଠିକ୍ ସମୟରେ ପ୍ରଦାନ କରି ଏହାକୁ ଶତ ପ୍ରତିଶତ ସଫଳ କରିବେ ବୋଲି କହିଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ଜୈନ୍ ବୁକ୍ ସର୍କୁଲାର-୪୭ ଜିଲ୍ଲାର ସମସ୍ତ ଥାନାକୁ ଯୋଗାଇ ଦିଆଯାଇଛି ଏବଂ ଏହାର କାର୍ଯ୍ୟକାରୀ ଉପରେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version