• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ, ସ୍ବାମୀ ଗିରଫ

Proprietor Abhimanyu Maharana by Proprietor Abhimanyu Maharana
September 14, 2023
in ଓଡ଼ିଶା, ଗଜପତି, ହୋମ୍
0
ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ, ସ୍ବାମୀ ଗିରଫ
Share on FacebookShare on TwitterWhatsapp

୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ପୁଣି ଆଉ ଏକ ନାରୀ ଯୌତୁକ ଜନିତ ଜୁଇରେ ପ୍ରାଣ ଗଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର ଉଦୟଗିରି କେ ଏମ ଭାଲିଆ ସାହି ଗ୍ରାମରେ । ଝିଅର ଅସ୍ବାଭାବିକ ମୃତ୍ୟୁକୁ ନେଇ ତାଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରକାଶ ଯେ, ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ନିବାସୀ ପି.ପାପାରାଓଙ୍କ କନ୍ୟା ଅନୀତା କୁମାରୀ (୨୯) ଗତ ଦୁଇବର୍ଷ ପୂର୍ବେ ଏହି ବ୍ଲକ ଅନ୍ତର୍ଗତ ଭୁଷୁକୁଡି ଗ୍ରାମର ଏସ୍. ଭୀମାରାଜୁ(୩୪)ଙ୍କୁ ବୈଦିକ ରିତୀରେ ବାହା ହୋଇଥିଲେ । ଭୀମାରାଜୁ ଯିଏକି ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ କେ.ଏମ୍.ଭାଲିଆସାହି ଠାରେ ଶିକ୍ଷକତା କରୁଥିଲେ । ମୃତ ଅନୀତାଙ୍କ ବାପା ପାପା ରାଓଙ୍କ କହିବା ପ୍ରକାରେ ବିବାହ ପର ଠାରୁ ଅନୀତାଙ୍କୁ ତାଙ୍କ ଶାଶୁ ଘରର ଲୋକେ ଏବଂ ନିଜର ଶିକ୍ଷକ ସ୍ବାମୀ ସହ ବିଭିନ୍ନ ନିର୍ଯ୍ୟାତନା ଦେଇ ଆସୁଥିଲେ ଅନୀତା ।

ପାପାରାଓଙ୍କ ଅଭିଯୋଗ ପ୍ରକାରେ ଅନୀତାଙ୍କୁ ତାଙ୍କ ଶାଶୁ ଘରର ଲୋକେ ଏବଂ ସ୍ବାମୀ ବିଭିନ୍ନ ସମୟରେ ଅଧିକା ଯୌତୁକ ଆଣିବା ପାଇଁ ଶାରରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ନିଜ ଝିଅଙ୍କ ଠାରୁ ଖବର ପାଇବା ଶୁଣି ଅନୀତାଙ୍କ ଶାଶୁ ଘରର ଲୋକ ଶଶୁର ଏସ୍. ଅଚ୍ୟୁତ ରାଓ ଶାଶୁ ଏସ୍. ତେଜେମା, ନଣନ୍ଦ ଦାରାପୁ ଚିନ୍ନମାଇ ଏବଂ ନିଜ ଜ୍ବାଇଁ ଭୀମରାଜୁଙ୍କୁ ବୁଝାସୁଝା କରି ଆସୁଥିବାର ପ୍ରକାଶ କରିଛନ୍ତି । ତେବେ ଗତକାଲି ସନ୍ଧ୍ୟା ପ୍ରାୟ ଛଅ ଘଣ୍ଟା କୋଡିଏ ମିନିଟରେ ଆର,.ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଥାଇ ଜୋଇଁପୁଅ ଜଣକ ମୋ ଝିଅର ମୃତ୍ୟୁ ଖବର ଦେଇଥିଲେ ବୋଲି କହିଛନ୍ତି । ଖବର ପାଇ ଆମ୍ଭ ସପରିବାର ଆର,ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଗଲାବେଳେ ଝିଅର ମୃତ ଶରୀର ଦେଖିଥିଲେ । ସେ ପରିଧାନ କରିଥିବା ମଙ୍ଗଳସୂତ୍ର ସହ ହାତରେ ଚୁଡି ନଥିବାର ପ୍ରକାଶ କରିଛନ୍ତି ।

ଏହା ସହ ଝିଅର ମୁଣ୍ଡରେ ଆଘାତ ଲାଗି ରକ୍ତ ବାହାରୁଥିବା ସେ ଲିଖିତ ଅଭିଯୋଗରେ ଜଣାଇଛନ୍ତି ଯେ, ଝିଅ ମୋର ଉଚ୍ଚଶିକ୍ଷିତ ଥିବାରୁ ସେ କେବେବି ଆତ୍ମହତ୍ୟା କରିପାରିବ ନାହିଁ । ତେଣୁ ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ନ୍ୟାୟ ପ୍ରାର୍ଥନା କରିଛନ୍ତି । ଏହା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରିଛନ୍ତି । ଅପରପକ୍ଷରେ ଗତକାଲି ଆର,.ଉଦୟଗିରି ଗୋଷ୍ଠି ଚିକିତ୍ସାଳୟରେ ମୃତ ଅନୀତାକୁ ବିଷ ଖାଇ ଥିବାକୁନେଇ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ଜଣାପଡିଛି । ତେବେ ମୃତ ଅନୀତାଙ୍କ ପରିବାର ବର୍ଗ ପହଞ୍ଚିବା ପରେ ଘଟଣାଟି ନୂଆ ମୋଡ ନେଇଥିଲା । ମଙ୍ଗଳବାର ସକାଳେ ମୃତ ଅନୀତାଙ୍କ ବାପା ପାପାରାଓ ଆର.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ପଠାଯାଇଥିଲା । ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିବାର ଜଣାପଡିଛି । ତେବେ ଭୀମାରାଜୁଙ୍କୁ ଆର,.ଉଦୟଗିରି ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଛି । ଏହାର ତଦନ୍ତ ଜାରି ରଖିଥିବା ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପରଦାଫାସ ହେବ ବୋଲି ଆର.ଉଦୟଗିରି ପୁଲିସ ସୂତ୍ରରୁ ପ୍ରକାଶ କରିଛନ୍ତି । ଏନେଇ ଆର,ଉଦୟଗିରି ଥାନାରେ ୧୧୦/୨୩ରେ ଏକ ମାମଲା ରୁଜୁ କରାଯାଇ ଦଫା ୪୯୮ଏ, ୩୦୨, ୩୦୪ବି, ୩୪୧, ୪ଡିପି ଆକ୍ଟ ପ୍ରକାରେ ତଦନ୍ତ ଜାରି ରହିଥିବାର ମଧ୍ୟ ଥାନା ସଆଇ (s i) ଦୁସ୍ମନ୍ତ କୁମାର ହେମନ୍ତ ପ୍ରକାଶ କରିଛନ୍ତି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Chief Minister warmly felicitates Silver Gandhi

Chief Minister warmly felicitates Silver Gandhi

October 8, 2026
ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

October 8, 2026
ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 8, 2026
ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

October 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Chief Minister warmly felicitates Silver Gandhi

Chief Minister warmly felicitates Silver Gandhi

October 8, 2026
ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

October 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version