• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାଟଣାଗଡ଼ ର ପବିତ୍ର ଭଲି ବ୍ଳକ ଛକ ରେ ବହୁଛି : ଜନକୃତ୍ୟ ହ୍ରଦ…ଏ..ବୁଆ…ଗାଧିବ ବଇଁଲେ ଗାଧିପକ

Proprietor Abhimanyu Maharana by Proprietor Abhimanyu Maharana
September 12, 2023
in ଓଡ଼ିଶା, ବଲାଙ୍ଗିର, ହୋମ୍
0
ପାଟଣାଗଡ଼ ର ପବିତ୍ର ଭଲି ବ୍ଳକ ଛକ ରେ ବହୁଛି  : ଜନକୃତ୍ୟ ହ୍ରଦ…ଏ..ବୁଆ…ଗାଧିବ ବଇଁଲେ ଗାଧିପକ
Share on FacebookShare on TwitterWhatsapp

୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼  :->  ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଐତିହ୍ୟ ସମ୍ପନ୍ନ ସହର ରେ ଥିବା ପ୍ରମୁଖ ବ୍ଳକ ଛକ ଏପରି ଏକ ଛକ ଯାହାକି ସାରା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ସୁଚର୍ଚ୍ଚିତ ଏବଂ ସୁପରିଚିତ । ଏହି ଛକ ବର୍ତ୍ତମାନ ଭଗବାନ ପ୍ରଶୁରାମ ଛକ ନାମରେ ନାମିତ ପାଇଁ ସୁପାରିଶ ହୋଇସାରିଛି । ଏହି ଛକ ରେ ଭଗବାନ ପ୍ରଶୁରାମ ଙ୍କ ଫଟୋ ଚିତ୍ର ହଟାଇ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କୁ ନେଇ ବହୁ ବାଦ ବିବାଦର ସମାଧନ ର କିଛି ମାତ୍ରା ରେ ବାଟ ଫିଟିଯାଇଥିବା ବେଳେ ଛକର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଭଗବାନ ପ୍ରଶୁରାମ ଓ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି କୁହାଯାଇଛି । ଅନ୍ୟ ପଟେ ଯେଉଁ ଛକ ଟି ଭଗବାନ ପ୍ରଶୁରାମ ଓ ପ୍ରବାଦ ପୁରୁଷ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇବ ସେ ପବିତ୍ର ଭଲି ଛକ ରେ ଜନକୃତ୍ୟ ହ୍ରଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ଯେ ଛକ ରୁ ପଦ୍ମପୁର ଯିବା ମୂଖ୍ୟ ରାସ୍ତାରେ ଅମୃତ ଧାରା ପାଖରେ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି । ଯାହାଫଲ ରେ ମୁଖ୍ୟରାସ୍ତା ରେ ଗାତ ହୋଇ ପାଣି ଜମା ହୋଇ ରାସ୍ତା ଖରାପ ହୋଇଯାଇଛି । ଏହି ରାସ୍ତା ରେ ମାଲ ବୋଝେଇ ବଡ଼ ବଡ଼ ଟ୍ରକ ,ବସ ଯାନବାହାନ ଚଲାଚଳ କରୁଥିବା ହେତୁ ଉକ୍ତ ସ୍ଥାନ ଟି ଆହୁରି ଖରାପ ହୋଇ ଯିବା ଆସିବାରେ ଦୁର୍ଘଟଣା ହେବାର ସମ୍ଭାବନା ସୃଷ୍ଟି କରୁଛି । ଏହି ସ୍ଥାନ କୁ ବାଇକ ରେ ପାର ହେବାକୁ ହେଲେ ମଦୁଆ ଯେଭଳି ହଲି ଝୁଲି ଡେନ୍ସ କଳା ଭଲି ଯାଇଥାଏ ଠିକ୍ ସେହି ଭଲି ବାଇକ ଚାଳକ ମାନେ ଯାଉଥିବା ଦେଖିବାକୁ ମିଳିଛି । ଏଠାରେ ଦୂର୍ଘଟଣା ର ସମ୍ମୁଖୀନ ହେଉଥିବା ନଜିର ରହିଛି ।ଅରପକ୍ଷେ ଛକ ରୁ ଅନିତି ଦୂରରେ ବ୍ଳକ କାର୍ଯ୍ୟାଳୟ ରହିଛି ।

ଏହି ରାସ୍ତା ଦେଇ ବାବୁ , ଅଧିକାରୀ ଓ ବିଭାଗୀୟ ଅଧିକାରୀମାନ ସହ ଜନପ୍ରତିନିଧି , ବିଧାୟକ ,ସାଂସଦ ନିତିଦିନ ଯିବାଆସିବା କରିଥାନ୍ତି ହେଲେ ରାସ୍ତା ଉପରେ ପାଣି ଜମି ଖାଲଖମା ର ଅବସ୍ଥା ତାଙ୍କ ଆଖିକୁ ଦେଖାଯାଉନାହିଁ । ଏହି ରାସ୍ତା ଦେଇ ନିଜ ଏସି ଲଗା ଗାଡିରେ ଗଲାବେଳେ ବାବୁ ଅଧିକାରୀ ,ଜନପ୍ରତିନିଧି ମାନେ ତ ମୋବାଇଲ ରେ ଦେଖାରେ ସବୁବେଳେ ବ୍ୟସ୍ତ ଆଉ ଏହି ସ୍ଥାନ କାହିଁକି ଦେଖିବେ ବୋଲି ସାଧରଣ ରେ ମତ ପ୍ରକାଶ ପାଇଛି । ବିଶେଷ୍ କରି ସାଇକେଲ ଓ ସ୍କୁଟି ରେ ଆସୁଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ଏହି ସ୍ଥାନ ପାର ହେବାକୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

କିଛି ଦିନ ତଳେ ସମାନ୍ୟ ସମେଣ୍ଟ ମିଶା କିଛି ମେଟାଲ ଉକ୍ତ ସ୍ଥାନ ରେ ବିଚ୍ଛାଇ ନାମ କୁ ମାତ୍ର ମରାମତି କରି ଦିଆ ଯାଇଥିଲା । ହେଲେ ଯେନ୍ ରାର୍ଢି କେ ସେ ଦୁଃଖ …ଘଏତା କରା କାଁଏ ସୁଖ.. ସଦୃଶ୍ୟ ହୋଇଛି । ଏଠାରେ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିବା ଲୋକେ ଏ ବୁଆ … ବ୍ଳକ ଛକ ରେ ବହୁଛେ ଜନକୃତ୍ୟ ହ୍ରଦ ଗାଧିବ ବଇଁଲେ ଜଲଦି ଗାଧିପକ ବୋଲି କହୁଥିବା ଶୁଣିବାକୁ ମିଳିଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲ ରେ ଦାବୀ ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version