୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଜିଲ୍ଲା ପର୍ଯ୍ୟବେକ୍ଷକ, ଛାମୁଆ ସଂଗଠନର ସଭାପତି ଉପସ୍ଥିତରେ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶା ବିକାଶର ପ୍ରସ୍ତୁତି, ଜନସାଧାରଣଙ୍କ ସେବା ଓ ସଙ୍ଗଠନ ନେଇ ଆଲୋଚନା କରିଥିଲେ ।

ଗାନ୍ଧୀ ଜୟନ୍ତୀରୁ ଦଳର ପଦଯାତ୍ରା ସମ୍ପର୍କରେ ଆଲୋଚନା ସମ୍ଭାବନା କାର୍ଯ୍ୟ ଖସଡ଼ା, ବିରୋଧୀଙ୍କ ଅପପ୍ରଚାରକୁ କାଉଣ୍ଟର ନେଇ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରତାପ ଜେନା ଯୋଗ ଦେଇଥିଲେ ।














