୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆଙ୍କର :-> ନୟାଗଡ ଜ଼ିଲ୍ଲା ଦଶପଲ୍ଲା ବ୍ଲକ ଅତର୍ଗତ ଦଶପଲ୍ଲା ରାଜସ୍ୱ ବଙ୍ଗଳା ଠାରେ ସ୍କଟି ଓ ମାଲବାହି ବୋଝଇ ଟ୍ରକ ସ୍କଟି ର ପଛ ପଟୁ ଧକା ହେବାରୁ ସ୍କଟି ଚାଳକ ର ମୁର୍ତ୍ତୃ ଘଟିଛି ବୋଲି ବିଶେଷ ଶୃତ୍ରରୁ ଜଣାପଡିଛି, ଖବର ନେବାରେ ଜଣାଗଲାଯେ ମୁର୍ତ୍ତୃ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜ଼ିଲ୍ଲା ତାରାସିଂ ଥାନା ଅତର୍ଗତ ଗେରେଡା ଗ୍ରାମର ପିତାମ୍ବର ପଣ୍ଡା (ମିଟୁ )ବୋଲି ଜଣାପଡିଛି,

ସ୍କଟି ଵାଲା ମୁଖ୍ୟତଃ ନିଶା ସେବନ କରି ନିଜର ଭାରସାମ୍ୟ ହରାଇ ଗାଡି କୁ ନିୟଂତ୍ରଣ ହରାଇ ଗାଡିକୁ ନିୟଂତ୍ରଣ ବାହାରେ ଗାଡି ଚଳାଇ ଏଭଳି ମୁର୍ତ୍ତୃ ମୁଖରେ ପଡିବା ଏହା ଏକ ନିତିଦିନିଆ କଥା ହୋଇଗଲାଣି, ଏଥି ପ୍ରତି ସରକାର ଙ୍କ ର ନିଘା ନାହିଁ,ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଂଚି ଶବ ଜବତ କରିବା ସହିତ ଟ୍ରକ କୁ ମଧ୍ୟ ଜବତ କରି ତଦ ନ୍ତ ଜାରି ରଖିଛି,















