No Result
View All Result
୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା :-> ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ବାଗଦୋର ପଞ୍ଚାୟତ ମାଲପଡ଼ା ଅଙ୍ଗନବାଡି କେନ୍ଦ୍ର କୁ ନିମ୍ନ ମନ ର ଖାଦ୍ୟ ଯୋଗାଣ ଅଭିଯୋଗ ରେ ନିରପକ୍ଷ ତଦନ୍ତ କରି କାର୍ଯାନୁଷ୍ଠାନ ଦାବୀ ହେଉଛି । ଏନେଇ କୋଷଲ ମୁକ୍ତିମୋର୍ଚା ପକ୍ଷରୁ ବେଲପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୋରେନ ଙ୍କୁ ଏକ୍ ଦାବିପତ୍ର କରାଯାଇଛି ।

ଖାଦ୍ୟ ଯୋଗାଣ କରିଥିବା ସତ୍ୟ ସାଇ ସ୍ଵଂୟ ସହାୟତା ଗୋଷ୍ଠୀ ବିରୋଧରେ ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କୋଷଲ ମୁକ୍ତି ମୋର୍ଚା ତରଫରୁ ଚେତାବନୀ ଦିଆଯାଇଛି । ଏହି ଦାବୀ ପ୍ରଦାନ ବେଳେ କୋଷଲ ମୁକ୍ତି ମୋର୍ଚା ର ଅସୀମ ପଟେଲ, ଜିତୁ ନାଏକ, ସିପୁନ୍ ଖମାରି ଓ ପ୍ରମୂଖ କୋଷଲ ସଂଗ୍ରାମି ଉପସ୍ଥିତ ଥିଲେ ।

No Result
View All Result