• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାତୀୟ କ୍ରୀଡ଼ା ଦିବସ : ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟ ପରିସର ମଧ୍ୟରେ କ୍ରୀଡ଼ା ସଂସ୍କୃତିର ପ୍ରସାର ପାଇଁ ନୂତନ କାର୍ଯ୍ୟକ୍ରମମାନ ଆୟୋଜନ କରୁଛି

Proprietor Abhimanyu Maharana by Proprietor Abhimanyu Maharana
August 29, 2023
in ଓଡ଼ିଶା, ମହାନଗର, ହୋମ୍
0
ଜାତୀୟ କ୍ରୀଡ଼ା ଦିବସ : ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟ ପରିସର ମଧ୍ୟରେ କ୍ରୀଡ଼ା ସଂସ୍କୃତିର ପ୍ରସାର ପାଇଁ ନୂତନ କାର୍ଯ୍ୟକ୍ରମମାନ ଆୟୋଜନ କରୁଛି
Share on FacebookShare on TwitterWhatsapp

କମ୍ପାନି ଓଡ଼ିଶା ଓ ଛତିଶଗଡ଼ରେ ତୃଣମୂଳ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ କମ୍ପାନିରେ ଚାଲିଥିବା ପଦକ୍ଷେପରେ ଯୁବକମାନଙ୍କୁ ତୀରନ୍ଦାଜ, ହକି ଓ କରାଟେରେ ଜାତୀୟ ପୁରସ୍କାର ଲାଭ କରିବାକୁ ସଶକ୍ତ କରୁଛି .

୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବେଦାନ୍ତ ଆଲୁମିନିୟମ ଲିମିଟେଡ, ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ଓଡ଼ିଶାରେ ବିଭିନ୍ନ ପ୍ରକାର କ୍ରୀଡ଼ା ଯଥା ‘ସାଇକ୍ଲୋଥନ’ ଇନଡୋର ଗେମ ଟୁର୍ଣ୍ଣମେଂଟ ପରି କାର୍ଯ୍ୟକ୍ରମ ଆୟୋଜନ କରି ସ୍ଥାନୀୟ ଯୁବକ ଓ କର୍ମଚାରୀଙ୍କୁ ତୃଣମୂଳ ସ୍ତରୀୟ କ୍ରୀଡ଼ା ପାଇଁ ଉତ୍ସାହିତ କରୁଛି । ସାମଗ୍ରୀକ ଯୁବ ବିକାଶରେ କ୍ରୀଡ଼ାର ମୌଳିକ ଅବଦାନକୁ ସ୍ୱୀକୃତି ଦେଇ କଂପାନି ଇକୋ ସିଷ୍ଟମ ତଥା ତାଲିମପ୍ରାପ୍ତ ଭିତିଭୂମିକୁ ଯୁବ ଉତ୍ସାହୀଙ୍କ ପାଇଁ ଜାତୀୟ ମାନ୍ୟତା ହାସଲ ଲାଗି ପ୍ରୋତ୍ସାହିତ କରୁଛି, ବିଶେଷ କରି ତୀରନ୍ଦାଜ, ହକି ଓ କରାଟେ ପରି ବିଭାଗ ପାଇଁ ସମର୍ଥନ ଦେଉଛି ।

ଏହି ଅବସରରେ କମ୍ପାନି ଏହାର କର୍ମଚାରୀ ତଥା ଗୋଷ୍ଠୀ ସଦସ୍ୟଙ୍କ ପାଇଁ ଓଡ଼ିଶାରେ ଏହାର ଲାଞ୍ଜିଗଡ଼ରେ ଥିବା ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀରେ ଓ ଝାରସୁଗୁଡ଼ାରେ ମେଗା ଆଲୁମିନିୟମ ସ୍ମେଲଟରରେ ଆୟୋଜିତ ହୋଇଥିଲା । ସ୍ଥାନୀୟ ବିଧାନସଭାର ସଦସ୍ୟ ସୁଶ୍ରୀ ଦୀପାଳି ଦାସ ଓ ସୁନୀଲ କୁମାର ସତ୍ୟ, ସିଇଓ-ପାୱାର ବେଦାନ୍ତ ଲିମିଟେଡ-ଆଲୁମିନିୟମ ବିଜିନେସଙ୍କ ଉପସ୍ଥିତିରେ ଝାରସୁଗୁଡ଼ାରେ ଯୁବମଂଚ ପକ୍ଷରୁ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତୃଣମୂଳ କ୍ରୀଡ଼ା ପ୍ରତିପୋଷଣ ମଧ୍ୟ ବେଦାନ୍ତ ଆଲୁମିନିୟମର ଏକ ଅବିଛେଦ୍ୟ ଅଙ୍ଗ ଏବଂ କର୍ମଚାରୀ ଓ ଗୋଷ୍ଠୀର ଯୋଗଦାନ ପାଇଁ କମ୍ପାନି ଏହାର ପ୍ରତ୍ୟେକ କାର୍ଯ୍ୟରେ କ୍ରୀଡ଼ା କମିଟି ଗଠନ କରିଛି । ଲଞ୍ଜିଗଡ଼ ରିଫାଇନାରୀରେ ଥିବା କ୍ରୀଡ଼ା କମିଟି କର୍ମଚାରୀଙ୍କ ପାଇଁ ଇନଡୋର କ୍ରୀଡ଼ା ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଥିଲା । କମ୍ପାନିର ଖଣି ଭର୍ଟିକାଲ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଆନ୍ତଃ ସ୍କୁଲକ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଥିଲା ।

ଉଚ୍ଚକ୍ଷମତା ସଂପନ୍ନ କ୍ରୀଡ଼ା ସଂସ୍କୃତିର ଏକ ଇକୋ ସିଷ୍ଟମ ନିର୍ମାଣ କରିବାକୁ ବେଦାନ୍ତ ଆଲୁମିନିୟମ ଲକ୍ଷ୍ୟ ରଖିଛି । କଂପାନି ଝାରସୁଗୁଡ଼ାରେ ହକି ପ୍ରତିଭା ପ୍ରତିପୋଷଣ କରୁଛି ଏଥିପାଇଁ ଜିଲ୍ଲା ହକି ଚାମ୍ପିୟନଶିପ ଓ ଝାରସୁଗୁଡ଼ା ଜିଲ୍ଲା ଆଥଲେଟ ଆସୋସିଏସନ ସହ ମିଶି ଏକ ବନ୍ଧୁତ୍ୱତ୍ପୂର୍ଣ୍ଣ ହକି ଟୁର୍ଣ୍ଣମେଂଟ ଆୟୋଜନ କରିଛି ।ଲାଞ୍ଜିଗଡ଼ରେ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦିତା କରିବା ଲାଗି ସ୍ଥାନୀୟ ଗୋଷ୍ଠୀର ଯୁବକମାନଙ୍କ ପାଇଁ ଗୁଣାତ୍ମକ ଉପକରଣ ଓ ପ୍ରଶିକ୍ଷକଙ୍କ ଦ୍ୱାରା ଉପଯୁକ୍ତ ତାଲିମ ପ୍ରଦାନ କରାଯାଉଛି । ସଂପ୍ରତି ଲାଂଜିଗଡ଼ଠାରେ ଏସଏସଡି ହାଇସ୍କୁଲରେ ତୀରନ୍ଦାଜରେ ୪୦ରୁ ଅଧିକ ଛାତ୍ର ଓ କରାଟେରେ ୬୦ ଜଣ ଛାତ୍ରଙ୍କୁ କଂପାନି ପକ୍ଷରୁ ତାଲିମ ଦିଆଯାଉଛି । ୨୦୨୨ ରେ ଏହି କାର୍ଯ୍ୟକ୍ରମରେ ଛାତ୍ରମାନେ ୭୫ଟି ରାଜ୍ୟସ୍ତରୀୟ ଓ ୧୫ଟି ଜାତୀୟ ସ୍ତରୀୟ ପ୍ରତିଯୋଗିତତାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ୩୫ରୁ ଅଧିକ ପଦକ ଲାଭ କରିଥିଲେ ।

ଏହି ଅବସରରେ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟ କହିଛନ୍ତିଯେ ବେଦାନ୍ତ ଆଲୁମିନିୟମରେ ଆମେ ଏହା ବିଶ୍ୱାସ କରୁଯେ କ୍ରୀଡ଼ାର ପରିବର୍ତନ ଶକ୍ତି କେବଳ ଆମ ଯୁବକମାନଙ୍କ କ୍ୟାରିୟରକୁ ରୂପାନ୍ତର କରେ ନାହିଁ ବରଂ ସେମାନଙ୍କର ଉଲ୍ଲେଖନୀୟ ସଫଳତାକୁ ପ୍ରତିପାଦିତ କରେ । ଯୁବକ ମାନଙ୍କ ଭିତରେ ଲୁଚି ରହିଥିବା ଏହି କ୍ରୀଡ଼ା ପ୍ରତିଭାକୁ ସ୍ୱୀକୃତି ଓ ସମ୍ମାନ ଦେବା ପାଇଁ ଆମ ପକ୍ଷରୁ ଉଦ୍ୟମ ଜାରୀ ରହିଛି ।

ବେଦାନ୍ତ ଆଲୁମିନିୟମର ସାମାଜିକ ପ୍ରୟାସ ଏହାର କାର୍ଯ୍ୟକଳାପ ନିକଟରେ ସ୍ଥାନୀୟ ଗୋଷ୍ଠୀରେ ଶିକ୍ଷାଗତ ଓ ସ୍ୱାସ୍ଥ୍ୟସେବା ସ୍ଥିତିକୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଠାରୁ ତୃଣମୂଳ ସ୍ତରୀୟ କ୍ରୀଡ଼ା ଭିତିଭୂମିକୁ ସମର୍ଥନ କରିବା ଓ ଯୁବକମାନଙ୍କୁ ସେମାନଙ୍କ ପସନ୍ଦର କ୍ରୀଡ଼ାରେ ସେମାନଙ୍କ ଇଛା ପୂରଣ କରିବାକୁ ବେଦାନ୍ତ ସୁଯୋଗ ପ୍ରଦାନ କରୁଛି । କଂପାନି ଦ୍ୱାରା ଉପଯୁକ୍ତ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରାଯାଉଛି । କମ୍ପାନିର ପିପୁଲ ଅଫ ମେଟାଲ ସିରିଜରେ ପ୍ରଦର୍ଶିତ ହୋଇଥିବା ପ୍ରେରଣାଦାୟକ କାହାଣୀ ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

କଂପାନି ଏହି ପ୍ରୟାସ ଜାରୀ ରଖିବାକୁ ଓ ଭବିଷ୍ୟତ ପୀଢି ପାଇଁ କ୍ରୀଡ଼ା ଉତ୍ସାହୀଙ୍କୁ ସମର୍ଥନ କରି ଆସୁଛି । ଫଳସ୍ୱରୂପ ସ୍ଥାନୀୟ ଆଥଲେଟ ବହୁ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛନ୍ତି । ଜନଜାତୀୟ ଖେଳ ମହୋତ୍ସବ, ନ୍ୟାସନାଲ ଆର୍ଚ୍ଚେରୀ ପ୍ରତିଯୋଗିତା ପରି କାର୍ଯ୍ୟକ୍ରମ ଜରିଆରେ କ୍ରୀଡ଼ା ଉତ୍ସାହୀ ଯୁବକମାନେ ସଫଳତା ଅର୍ଜନ କରିଛନ୍ତି । ଭୁବନେଶ୍ୱରଠାରେ ଆୟୋଜିତ ଜନଜାତୀୟ ଖେଳ ମହୋତ୍ସବର ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଯୁବକମାନେ ପୁରସ୍କୃତ ହୋଇଛନ୍ତି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version