୨୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଗତ ଶନିବାର ଦିନ କାର୍ଯ୍ୟରତ ସାମ୍ବାଦିକ ଅଜୟ କୁମାର ସେଠୀ ଙ୍କ ହଠାତ୍ ଶରୀର ଅସୁସ୍ଥ ଥିବାରୁ ମେଡିକାଲ୍ ରାସ୍ତାରେ ଯାଉଥିବା ସମୟରେ ମହାଲକ୍ଷ୍ମୀ ମେଡିସିନ୍ ଷ୍ଟୋର ସାମ୍ନାରେ ନିଜ ସଂଘର କିଛି ଭାଇମାନେ ସେଠାରେ ଏକତ୍ର ବସି ଖୁସି ମନାଉ ଥିବାର ଦେଖିବାକୁ ମିଳିଥିଲା ।ବନ୍ଧୁମାନଙ୍କୁ ଦେଖି ସେଠାରେ ସାମିଲ୍ ହେବା ପାଇଁ ଆତ୍ମଵିଭୋର ହୋଇ ପଡିଥିଲେ, ସାମ୍ବାଦିକ ଅଜୟ କୁମାର।ଭାଵନା, ଭାବନାରେ ରହିଗଲା । ହଠାତ୍ ରୋଗ ସାଜିଲା ଭଗାରୀ।ଉପସ୍ଥିତ ବନ୍ଧୁ ତଥା ମାନ୍ୟତା ପ୍ରାତ ଟାଙ୍ଗୀ ମିଡିଆ ସଂଘ ପରିବାର ସମ୍ମୁଖରେ ଅସୁସ୍ଥ ଥିବା ପ୍ରତିନିଧିର ଅନର୍ଗଳ ବାନ୍ତି ହୋଇ ଅଚେତ୍ ଅବସ୍ଥା କରିଦେଇଥିଲା ।

ଉକ୍ତ ସଂଘର ପ୍ରମୂଖ କର୍ମକର୍ତ୍ତା ସରୋଜ କୁମାର ପାଇକରାୟ,ରାମ୍ ବାଵୁ, ମିଶ୍ର ଭାଇନା, କମଳ ସାର୍, ସାନ ଭାଇ ପ୍ରଶାନ୍ତ ଙ୍କ ସହିତ ସମାଜ ସେବୀ କାଳୁବାଵୁ ସମୂହ ଙ୍କ ସହଯୋଗରେ ନିକଟସ୍ଥ ଚାନ୍ଦପୁର ମେଡିକାଲ୍ ରେ ଭର୍ତ୍ତୀକରାଇ ତତ୍ କାଳୀନ ପରିସ୍ଥିରେ ସାଲାଇନ୍, ଇଞ୍ଜେସନ୍ ଦେବାରେ କିଛି ସମୟ ଭିତରେ ସୁସ୍ଥତା ଫେରିଥିଲା । ଯାହାହେଉ ଭଗବାନଙ୍କ ଆର୍ଶୀବାଦ ରେ ଗଢିତୋଳିଥିବା ଟାଙ୍ଗୀ ମିଡିଆପରିବାର ର ସଂଘଠକ ଶ୍ରୀ ପଦ୍ମନାଭ ବିଶ୍ୱାଳ,ଓ ସଂପାଦକ ମନୋଜ କୁମାର ପଟ୍ଟନାୟ୍ ଙ୍କ ନେତୂତ୍ୱ ତଥା ଶ୍ୟାନ୍ତୀ,ମୈତ୍ରୀ ର ପ୍ରତୀକ ରୂପେ ସାରା ଅଞ୍ଚଳରେ ଉଦୀୟମାନ ଭାବେ ଚର୍ଚ୍ଚିତ

ତାଙ୍କର ନୀତୀ,ଆଦର୍ଶ ,ଭ୍ରାତୃପ୍ରେମ ,ସାହାର୍ଯ୍ୟ ,ସହଯୋଗ ,ନିଃସ୍ୱାର୍ଥପରତା,ମହନୀୟ ଗୁଣ ଏହି ପରିବାର ର ପତିଟି ସଦସ୍ୟ ଙ୍କ କୋଣ ଅନୁକୋଣରେ ପରିଲକ୍ଷିତ ହୋଇ ଗୌରାବନ୍ନିତ ହୋଇଆସୁଅଛି । ଆଜି ଏହି ସୁସ୍ଥତାର ପରିଚୟ ପାଇଁ ଆଜିଏକମାତ୍ର ସଂଘ ପରିବାରର ନୀତୀ ଆଦର୍ଶ କୁ ନେଇ ସମ୍ଭବଯୋଗ୍ୟ । ଏହି ମହନୀୟତା ପାଇଁ ସାମ୍ଵାଦିକ ଅଜୟ ସେଠୀ ଙ୍କ ତରଫରୁ ପରିବାର ବର୍ଗ ଙ୍କ ଚୀର କମଳରେ କୃତଞ୍ଜ୍ୟତା ।














