୨୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା -ଜଟଣୀ :-> ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଉଦ୍ୟମରେ ଇସ୍ରୋ ଦ୍ବାରା ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଅବସରରେ ଜଟଣୀ ନଗର ମଣ୍ଡଳ ତରଫରୁ ଧନ୍ୟବାଦ ଅର୍ପଣ ଉତ୍ସବ ପାଳନ କରାଯାଇଥିଲା ।
ଏଥିରେ ଜଟଣୀ ନଗର ମଣ୍ଡଳ ସଭାପତି ତିରୁପତି ଶତପଥି,ରାଜ୍ୟ ସ୍ୱଚ୍ଛ ଭାରତର ସଂଯୋଜୋକ ମହେଶ ମିଶ୍ର, ପ୍ରଶାନ୍ତ ପ୍ରଧାନ,ପ୍ରଦୀପ ଜେନା,ନାଗ ଭୂଷଣ ରାୟ,ରଘୁ ନାୟକ, ସିଦ୍ଧାର୍ଥ ପାତ୍ର,ଦିଲ୍ଲିପ ବିଶ୍ଵାଳ,ନଳନୀ ସ୍ୱାଇଁ,ଦେଵ ଯାଲି,ଗଦା ବରାଳ,ସନ୍ତୋଷ ଶାସ୍ତ୍ରୀ,ନାରାୟଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।














