• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମିଛୁଆ କନିଷ୍ଠ ଯନ୍ତ୍ରୀଙ୍କର ଅଧପାନ୍ତରିଆ କାମ : କହିଲେ କହୁଛନ୍ତି ମାପିକି ଦେଖ

Proprietor Abhimanyu Maharana by Proprietor Abhimanyu Maharana
August 5, 2023
in ଓଡ଼ିଶା, ଗଜପତି, ବରଗଡ଼, ହୋମ୍
0
ମିଛୁଆ କନିଷ୍ଠ ଯନ୍ତ୍ରୀଙ୍କର ଅଧପାନ୍ତରିଆ କାମ : କହିଲେ କହୁଛନ୍ତି ମାପିକି ଦେଖ
Share on FacebookShare on TwitterWhatsapp

ଦୀର୍ଘ ଦିନ ହେଲା ରାସ୍ତାରେ ଖାଲଖମା ସୃଷ୍ଟି ହେଉଥିଲେ ହିଁ ପୂର୍ତ୍ତ ବିଭାଗ ଆବଶ୍ୟକୀୟ ମରାମତି ତଥା ରକ୍ଷଣାବେକ୍ଷଣ କରୁନଥିବାର, ଆର.ଉଦୟଗିରି ପ୍ରାୟ ୧୮କିମିରୁ ଉର୍ଦ୍ଧ ରାସ୍ତାର ବିଭିନ୍ନ ସ୍ଥାନରେ ଗାତ ତଥା ଖାଲଖମା ସୃଷ୍ଟି ହୋଇଥିବା  ଦେଖିବାକୁ ମିଳିଛି ।

ଏହି ରାସ୍ତାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କାମ ହେଉଛି ।

ରାସ୍ତା ଖାଲଖମା : କତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନି ।

୪ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ନୁଆଗଡ ବ୍ଳକର ସମ୍ବଲପୁର ରୁ ଆର,ଉଦୟଗିରି ରାସ୍ତା ଖାଲଖମାରେ ପରିଣତ ହେବାରେ ଲାଗିଛି । ବିଶେଷ କରି ନୂଆଗଡ ବ୍ଲକର ଆର,ଉଦୟଗିରି ଗ୍ରାମ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଥିବା ରାଜ୍ୟ ରାଜପଥ ଦିନକୁ ଦିନ ଖାଲଖମାରେ ପରିଣତ ହେଉଥିବାର ପରିଲିକ୍ଷିତ ହୋଇଛି । ଦୀର୍ଘ ଦିନ ହେଲା ଏପରି ରାସ୍ତାରେ ଖାଲଖମା ସୃଷ୍ଟି ହେଉଥିଲେ ହିଁ ପୂର୍ତ୍ତ ବିଭାଗ ଆବଶ୍ୟକୀୟ ମରାମତି ତଥା ରକ୍ଷଣାବେକ୍ଷଣ         କରୁନଥିବାର ଅଭିଯୋଗ ହୋଇଛି । ଏନ, ଝାଲରସିଂ ଗ୍ରାମ ମୁଖ୍ୟରାସ୍ତାରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଏହି ଗର୍ତ୍ତ ଲାଗି ବିଭିନ୍ନ ସମୟରେ ଦୁର୍ଘଟଣାମାନ ହେଉଥିବାର ଅଞ୍ଚଳବାସୀ ଜଣାଇଛନ୍ତି ।

ତେବେ ଏପରି ଏହି ଗ୍ରାମ ଠାରୁ ଆର, ଉଦୟଗିରି ପ୍ରାୟ ୧୮କିମିରୁ ଉର୍ଦ୍ଧ ରାସ୍ତାର ବିଭିନ୍ନ ସ୍ଥାନରେ ଗର୍ତ୍ତ ତଥା ଖାଲଖମା ସୃଷ୍ଟି ହୋଇଛି । ସ୍ଥାନେ ସ୍ଥାନେ ରାଜ୍ୟରାଜପଥ ଦବି ଯିବା ସହ କେଉଁ ଠାରେ ପିଚୁ ଉଠିଯିବା ଆଦି ଦୃଷ୍ଟିଗୋଚର ହେଉଛି । ଏହି ରାସ୍ତାଟି ଏପରି ଦୀର୍ଘ ଦିନ ହେଲା ରହିଥିଲେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏପରି ଖାଲଖମା ରାସ୍ତା ଯୋଗୁଁ ଦୈନନ୍ଦିନ ପଥଚାରୀମାନେ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବେଳେ ମୋଟର ଗାଡି ଆଦି ଭାଙ୍ଗୁଥିବାର ବହୁ ନଜିର ରହିଛି ପ୍ରକାଶ ଯେ, ଏହି ରାସ୍ତାଟି ବ୍ରହ୍ମପୁର ସହର ସମେତ ଆନ୍ଦ୍ରା ଓ ରାୟଗଡ ଜିଲାର ବିଭିନ୍ନ ସହର ତଥା ଗ୍ରାମ ଏବଂ ଗଜପତି ବିଭିନ୍ନ ଗ୍ରାମାଞ୍ଚଳର ସମ୍ବଲପୁର ଅଟେ ।

ରାସ୍ତା ନିର୍ମାଣ ନେଇ ଅଞ୍ଚଳର ଜନପ୍ରତିନିଧି ବହୁବାର ସମିତି ବୈଠକ ଅଭିଯୋଗ ପରେ ଗତବର୍ଷ କିଛି ରାସ୍ତା ମରାମତି କାମ କରାଯାଇଥିଲା ଏହି କାମ ଠିକ୍ ଭାବେରେ ନ ହୋଇଥିବାରୁ ସେହି ରାସ୍ତା କାମରୁ ନଷ୍ଟ ହେବାକୁ ଗଲାଣି । ଏହି ରାସ୍ତାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖଚ୍ଚ କରି କାମ ହେଉଛି । ଏହି ଯନ୍ତୀଙ୍କ ନିଜଲୋକମାଙ୍କୁ ଜେଇ କାମ ଦେଉଛନ୍ତି । ଏହି କାମ ହେବା ସମୟରେ ବିଭାଗ୍ୟ ଯନ୍ତୀମାନଙ୍କୁ ଦେଖିବାକୁ ମିଳୁନି ଯାହାଫଳରେ କାମ ହେବାର ଅଳ୍ପ ଦିନ ପରେ ରାସ୍ତା ପିଚୁ ଉଠି ରାସ୍ତା ସାରା ବଡ ବଡ ଗାତ ହୋଇଯାଉଛି ।

ଏହି ବିଭାଗ ଆର,ଉଦୟଗିରିରେ ଏହାର ସବ୍ ଡିବିଜନ୍ ଅଫିସ ରହିଛି ଏଥିରେ ୩ଟି ସେସନ ରହିଛି । ଏହି ସବ୍ ଡିବିଜନ୍ ଅଫିସରେ ଜଣେ ସହକାରୀ ନିର୍ବାହୀ ଯନ୍ତୀ ଓ ନୁଆଗଡ ବ୍ଳକର ଖଜୁରିପଦା, ଆର,ଉଦୟଗିରି ଓ ରାମଗିରି ଏହି ୩ଟି ସେଷନ୍ ଦାୟତ୍ବରେ ରାମଗିରି ସେଷନ୍ କନିଷ୍ଠ ଯନ୍ତୀ ରାଜ କରୁଛନ୍ତି ତାହାସହ ୨ଜଣ ପିଅନ ନେଇ ଏହି ସବ୍ ଡିବିଜନ୍ ଅଫିସ ଚାଲୁଛି ।

ଯେତବେଳେ ଅଫିକି ଗଲେ ପିଅନ ଦେଖିବାକୁ ମିଳୁଛି । ବହୁଦିନ ଖାଲି ପଡିଥିବା ବିଭାଗର ନିର୍ବାହୀ ଯନ୍ତୀ କିଛି ମାସ ତଳେ ଆସି ଦାଇତ୍ବ ନେଇଛନ୍ତି ସେ ଅଧିକ ସମୟ ଏଠାରେ ନରହି ନିଜ ଗ୍ରାମରେ ରହନ୍ତି । ଅଫିସର ସମସ୍ତ ଦାୟତ୍ବ କନିଷ୍ଠ ଯନ୍ତୀ ନିଦେଶ କାମ ହୁଏ ବୋଲି ସାଧାରଣରେ ଖର୍ଚ୍ଚ ହେଉଛି । ପ୍ରତିବର୍ଷ ଏହି ସବ୍ ଡିବିଜନ୍ ଅଫିସକୁ ରାସ୍ତା ମରାମତି, ପୂଣ୍ଣଉଧାର କୋଠା ଘର ମରାମତି ଓ ନୂତନ କୋଠା ଘର କାମ ପାଇଁ କୋଟି କୋଟି ଟଙ୍କା ଆସୁଛି ।

ଏହି ବିଭାଗ ଦ୍ବାରା ୫- ଟିରେ ଆର,ଉଦୟଗିରି ବ୍ଳକ ଛେଳିଗଡ ଆଦର୍ଶ ନୁଆଗଡ ବ୍ଳକର ପରିମଳ ଆଦର୍ଶ ରାୟଗଡା ବ୍ଳକ ଆଦର୍ଶ ବିଦ୍ୟାଳୟ ପୂନ୍ନଉଧାର କାମ ଗୁଡିକୁ ଯନ୍ତୀ ତାଙ୍କର କିଛି ଠିକାଦାରଙ୍କୁ କାମ କରିବା ଦେଇଥିବା ଅଭିଯୋଗ ହେଉଛି । ଏହି ୩ଟି ଆଦର୍ଶ ବିଦ୍ୟାଳୟ ଗୁଡିକରେ କାମ ହେଥିଲେ ମଧ୍ୟ ବିଭାଗ୍ୟ ଯନ୍ତୀ ଦେଖିବାକୁ ମିଳୁନି ଠିକାଦାର ନଜଇଛା କାମ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି ଏହି କାମ କିପରି ହେଉଛି ଏହାର ତଦାରଖ କରିବାକୁ ଯନ୍ତୀ ଆଶନ୍ତି ନାହିଁ ।

ଆର,ଉଦୟଗିରି ରୁ ରଙ୍ଗମାଟି ଓ ଏନ, ଝାଲରସିଂ ରୁ ସମ୍ବଲପୁର ରାସ୍ତା ଅତିକଦର୍ଯ୍ୟ ହୋଇଛି ଏହି ରାସ୍ତା କାମ କରିବାକୁ ନୁଆଗଡ ବ୍ଳକ ଉପାଧ୍ୟକ୍ଷ ନିରିମିୟା ରଇତ,ସମ୍ବଲପୁର ସରପଞ୍ଚ ସ୍ବାମୀ ଜିସାୟ ଗମାଙ୍ଗ, ପୂର୍ବତନ ସରପଞ୍ଚ ଜଗନ୍ନାଥ ଗମାଙ୍ଗ, ନଏବ ସରପଞ୍ଚ ଜୁରାମ ରଇତ ଦାବି କରିଛନ୍ତି ଏହାସହ ଏହି ବିଭାଗ ଦ୍ବାରା କରାଯାଇଥିବା ସମସ୍ତ କାମ ଗୁଡିକୁ ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରିବାକୁ ଦାବି କରିଛନ୍ତି ।

ଏହି ବିଷୟ ନେଇ ପୂତ୍ତବିଭାଗ କନିଷ୍ଠ ମାନସରଞ୍ଜନ କରଙ୍କ ସହ ଯୋଗାଯୋଗ କରି ଆର, ଉଦୟଗିରି ରୁ ସମ୍ବଲପୁର କେତେ କିଲୋମିଟର ହେବ ଏବଂ ସେଥିମଧ୍ୟରୁ କେତେ ରାସ୍ତା କାମ ହୋଇଛି ବୋଲି ପଚାରିବାରୁ ସେ କରିଥିଲେ ମୁଁ କୌଣସି ତଥ୍ୟା ଦେଇପାବି ନାହିଁ ତୁମର ଯଦି ଦରକାର ରାସ୍ତା ଯାଇ ମାପିକି ଦେଖ ରାସ୍ତାରେ କେତେ କାମ ହୋଇଛି ବୋଲି କହିଥିଲେ । ୩ଟା ସେଷନ୍ ଜଣେ ଦାୟତ୍ବ ରିହିଥିବା ଜେଇ ସାମ୍ବାଦିକଙ୍କୁ ତଥ୍ୟା ଦେବା ବଦଳେ ଏହିପରି ଅବାନ୍ତରି ଉତ୍ତର ଦେଉଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

March 7, 2026
ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

March 7, 2026
ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

March 7, 2026
ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ

ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

March 7, 2026
ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version