• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯୁବ ସମାଜସେବୀ ବେଳପଡ଼ା ସରପଞ୍ଚଙ୍କ ପରଲୋକ – ସମବେଦନା ଜଣେଇଲେ ସାଂସଦ ବିଶି

Proprietor Abhimanyu Maharana by Proprietor Abhimanyu Maharana
August 1, 2023
in ଓଡ଼ିଶା, ବଲାଙ୍ଗିର, ହୋମ୍
0
ଯୁବ ସମାଜସେବୀ ବେଳପଡ଼ା ସରପଞ୍ଚଙ୍କ ପରଲୋକ – ସମବେଦନା ଜଣେଇଲେ ସାଂସଦ ବିଶି
Share on FacebookShare on TwitterWhatsapp

୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବେଳପଡ଼ା :-> ଯୁବ ସମାଜସେବୀ ତଥା ବେଳପଡ଼ା ସରପଞ୍ଚ ହରିଷ ବୁଡ଼େକଙ୍କ ହୃଦଘାତ ରେ ପରଲୋକ । କିଛି ଦିନ ହେଲା ହୃଦ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ଔଷଧ ସେବନ କରୁଥିଲେ । ଗତକାଲି ରାତିରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତୁରନ୍ତ ବେଳପଡ଼ା ସି.ଏଚ.ସି, କଣ୍ଟାବାଞ୍ଜି ଡାକ୍ତରଖାନା, ଭୀମଭୋଇ ମେଡିକାଲ କଲେଜ ବଲାଙ୍ଗୀର ପରେ ବୁର୍ଲା ଭୀମସାର ମେଡ଼ିକାଲ କଲେଜ ରେ ଚିକିତ୍ସିତ ଅବସ୍ଥାରେ ପ୍ରାଣବାୟୁ ଉଡ଼ି ଯାଇଥିଲା । ଆଜି ସକାଳୁ ପାର୍ଥିବ ଶରୀର ବେଳପଡ଼ା ଜନ୍ମ ମାଟିରେ ପହଞ୍ଚିବା ପରେ ହଜାର ହଜାର ଜନସାଧାରଣ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ତଥା ଜନସାଧାରଣ ଶେଷ ଦର୍ଶନ କରିଥିଲେ । ଶୋକାକୁଳ ପରିବେଶ ରେ ଆଜି ବେଳପଡ଼ା ପୁରା ସ୍ତବ୍ଧ ହୋଇଯାଇଥିଲା । ଦୁଃଖଦ ଖବର ଶୁଣି ଅଞ୍ଚଳରୁ ହଜାର ସଂଖ୍ୟାରେ ଜନସାଧାରଣ ଶେଷ ଦର୍ଶନ କରିବା ପାଇଁ ଭିଡ଼ ଜମେଇଥିଲେ ।

ସହରର ସମସ୍ତ ଦୋକାନ ବଜାର ବନ୍ଦ କରି ଶୋଭାଯାତ୍ରାରେ ସାମିଳ ହୋଇଥିଲେ । ସମସ୍ତ ଙ୍କ ମୁହଁରେ ଦୁଃଖ କେବଳ ଦୁଃଖ । ସମସ୍ତ ମୁହଁରେ କେବଳ ଗୋଟିଏ କଥା ଆପଣ ସମସ୍ତଙ୍କୁ ଛାଡ଼ି ଚାଲିଯିବେ ଆମ୍ଭକୁ ବିଶ୍ୱାସ ହେଉନି ଆଜ୍ଞା , ଆପଣଙ୍କର ଯେତେ ଅଧୁରା କାମ କିଏ ପୁରା କରବା ଆଜ୍ଞା, ବେଳପଡ଼ା କେ କିଏ ଏନ୍.ଏ. ସି. ବନାବା ଆଜ୍ଞା, ଅସହାୟ ମାନଙ୍କୁ କିଏ ୨୪ ଘଣ୍ଟା ସାହାଯ୍ୟ କରବା । ଜୁଆନ ମାନଙ୍କୁ କିଏ ରାସ୍ତା ଦେଖାବା ଆଜ୍ଞା, ସମସ୍ତ ଙ୍କୁ ଠକି ଦେଇ ଚାଲିଗଲେ ଆଜ୍ଞା, ଆମେ କାହାର ସାହାରା ନେମୁ, ଆମର ସୁଖେ ଦୁଃଖେ କିଏ ଠିଆ ହେବା ଆଜ୍ଞା ବୋଲି ବାହୁନି ବାହୁନି କାନ୍ଦୁଥାନ୍ତି ଜନସାଧାରଣ । ଏ ଖବର ସମସ୍ତ ଙ୍କୁ ଦୁଃଖିତ ଓ ମର୍ମାହତ କରିଦେଲା। ନିଜର ଜୀବନ କେ ଜଳାଞ୍ଜଳି ଦେଇ ଛାତ୍ର ଜୀବନରୁ ଯିଏ ୨୪×୭ ଅସହାୟ ମାନଙ୍କର ସାଥୀହେଇ, ଜୁଆନ ମାନଙ୍କୁ ବାଟ କଢ଼େଇ ଅଞ୍ଚଳକେ ଗୁଟେ ନୁଆଁ ଦିଶା ଦେଖାବାର ଲାଗି,ବେଳପଡ଼ା ବ୍ଲକର ସାମୁହିକ ବିକାଶ, ବେଳପଡ଼ା କେ ଏନ୍.ଏ. ସି. ବନାବାର ଲାଗି ଯିଏ ବହୁତ ବଡ଼ ସପନ ଦେଖି ଆଗକେ ଆଗକେ ଚାଳୁଥିଲେ ସେ ଅଧା ବାଟରୁ ସମସ୍ତଙ୍କୁ ଆଜି ଛାଡ଼ି ଚାଲିଗଲେ ।

ସେ କୋଶଳ ଆନ୍ଦୋଳନର ଆଗ ଧାଡ଼ିର ନେତା, ବେଳପଡ଼ା ସରପଞ୍ଚ ସଂଘର ସଭାପତି,ମହାନ ସଂଗ୍ରାମୀ ଯୁବନେତା ତଥା ବର୍ତ୍ତମାନ ବେଳପଡ଼ା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ହରିଷ ବୁଡେକ । ବର୍ତ୍ତମାନ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି । ଏ ଦୁଃଖଦ ଘଟଣା ରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ଅମର ଆତ୍ମାର ସଦଗତି କାମନା କରି ଶୋକାକୁଳ ପରିବାର କୁ ସମବେଦନା ଜଣାଇଛନ୍ତି । ସେହି ପରି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, କୋଶଳ ମୁକ୍ତି ମୋର୍ଚ୍ଚାର ଜନାର୍ଦନ ସିଂ,ସିପୁନ ଖମାରୀ ,ଜିତୁ ନାଏକ , ବେଳପଡ଼ା ବ୍ଲକ ସରପଞ୍ଚ ସଂଘର ସମସ୍ତ ସରପଞ୍ଚ ଅମର ଆତ୍ମାର ସଦଗତି କରି ସମବେଦନା ଜଣାଇଛନ୍ତି । ପରେ ଲାନ୍ଥ ନଦୀ ପାର୍ଶ୍ୱ ସ୍ୱର୍ଗଦ୍ୱାର ରେ ଶେଷକୃତ୍ୟ ସମ୍ପନ କରାଯାଇଥିଲା । ଶବ ସତ୍କାର ସମୟରେ ବାପା, ଭାଇ, ପରିବାର ଅନ୍ୟ ସଦସ୍ୟ ଙ୍କ ସହ ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version