• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତୀୟ ଡାକ ବିଭାଗ ସହ ଯୋଗିତାରେ ମିଲେଟସ୍‍ ଉପରେ ଏକ ସ୍ୱତବ ଡାକ ଟିକଟ ଉନ୍ମୋଚନ କଲା ଆଇଟିସି

Proprietor Abhimanyu Maharana by Proprietor Abhimanyu Maharana
July 29, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଭାରତୀୟ ଡାକ ବିଭାଗ ସହ ଯୋଗିତାରେ ମିଲେଟସ୍‍ ଉପରେ ଏକ ସ୍ୱତବ ଡାକ ଟିକଟ ଉନ୍ମୋଚନ କଲା ଆଇଟିସି
Share on FacebookShare on TwitterWhatsapp

ଆନ୍ତର୍ଜାତିକ ମିଲେଟସ୍‍ ବର୍ଷ ଏବଂ ଦେଶବ୍ୟାପୀ ଶ୍ରୀ ଅନ୍ନ ସମ୍ପର୍କରେ ସଚେତନତା ସୃଷ୍ଟି ପ୍ରୟାସକୁ ପାଳନ କରୁଛି – ଭାରତରେ ମିଲେଟ୍‍ ଚାଷ ଏବଂ ଆହରଣ ସମ୍ପର୍କରେ ପ୍ରଶିକ୍ଷିତ, ସଶକ୍ତ ଏବଂ ଉତ୍ସାହିତ କରିବାକୁ ନିଜ ପ୍ରୟାସ ମଜଭୁତ କରିବା ଲକ୍ଷ୍ୟ ରଖିଛି

୨୮ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-  ଭାରତର ଅନ୍ୟତମ ଅଗ୍ରଣୀ ବହୁଧା ବ୍ୟବସାୟିକ ଉଦ୍ୟୋଗ ସମୂହ ଆଇଟିସି ଲିମିଟେଡ, ଭାରତ ସରକାରଙ୍କ ସଂଚାର ମବଣାଳୟର ଡାକ ବିଭାଗ ସହଯୋଗିତାରେ ଆଜି ନୂଆଦିଲ୍ଲୀ ଠାରେ ଏକ ସ୍ୱତବ ଡାକଟିକଟ ଉନ୍ମୋଚନ କରିଛି । ଆନ୍ତର୍ଜାତିକ ମିଲେଟସ୍‍ ବର୍ଷ ପାଳନ ନିମନ୍ତେ ଆଇଟିସିର ମିଶନ ମିଲେଟ୍‍ସ୍‍ ଇନିସିଏଟିଭ୍‍ର ଅଂଶଭାବରେ ଏହି ସ୍ୱତବ ଡାକ ଟିକସ ଶ୍ରୀ ଅନ୍ନ ଏବଂ ଦେଶବ୍ୟାପୀ ମିଲେଟସ୍‍ ସମ୍ପର୍କରେ ସଚେତନତା ସୃଷ୍ଟି ପ୍ରୟାସକୁ ପାଳନ କରୁଛି । ସ୍ୱତବ ଡାକଟିକଟକୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମବୀ ଶ୍ରୀ କୈଳାସ ଚୌଧାରୀ ଆଜି ଭାରତ ସରକାରଙ୍କ ସଂଚାର ମବଣାଳୟର ଡାକବିଭାଗର ଚିଫ୍‍ ପୋଷ୍ଟମାଷ୍ଟର ଜେନେରାଲ ସୁଶ୍ରୀ ମଞ୍ଜୁକୁମାର ଏବଂ ନୂଆଦିଲ୍ଲୀ ସ୍ଥିତ ଆଇଟିସି ଏଗ୍ରିବିଜିନେସ୍‍ ଗ୍ରୁପ୍‍ ହେଡ୍‍ ଶ୍ରୀଏସ୍‍.ଶିବକୁମାରଙ୍କ ଉପସ୍ଥିତି ରେ ଉନ୍ମୋଚନ କରିଥିଲେ ।

ଭାରତବାସୀଙ୍କୁ ଭଲ ଖାଇବା ଏବଂ ସ୧ାନନୀୟ ପ୍ରଧାନମବୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ମିଲେଟସ୍‍ ସମ୍ପର୍କରେ ସଚେତନତା ସୃଷ୍ଟି ଦିଗରେ ସହାୟତା କରିବାକୁ ଆଇଟିସି ପ୍ରତିବଦ୍ଧ ରହିଛି । ଡାକଟିକଟ ଗୁଡିକ ବିଶ୍ୱସ୍ତରରେ ଏକ ସ୧ାନର ବିଷୟ ହୋଇଛି ଯାହା ଜନସାଧାରଣ, ମୁହୂର୍ତ୍ତ ଗୁଡିକ ଅଥବା ମହାନ ସାଂସ୍କୃତିକ ମୂଲ୍ୟବୋଧକୁ ଅମର କରିଦିଏ । ଭାରତ ସରକାରଙ୍କ ସଂଚାର ମବଣାଳୟ ଅଧୀନସ୍ଥ ଡାକବିଭାଗ ଦ୍ୱାରା ଉନ୍ମୋଚନ କରାଯାଇଥିବା ଆଇଟିସି ମିଶନ୍‍ ମିଲେଟ୍‍ସ୍‍ ଟିକଟ ଶ୍ରୀ ଅନ୍ନର ଗୁରୁତ୍ୱ କୁ ଉପସ୍ଥାପନ କରୁଛି ଏବଂ ଭାରତରେ ମିଲେଟସ୍‍ ଚାଷ ଓ ଆହରଣ ନିମନ୍ତେ ପ୍ରଶିକ୍ଷିତ କରିବା, ସଶକ୍ତ ଏବଂ ଉତ୍ସାହିତ କରିବା ଦିଗରେ ଆଇଟିସିର ଯାତ୍ରାରେ ଏକ ମାଇଲଖୁଣ୍ଟ ହୋଇଛି । ସ୍ୱତବ ଆଇଟିସି ମିଶନ୍‍ ମିଲେଟ୍‍ସ୍‍ ଡାକଟିକଟ କୃଷକ ମାନଙ୍କର ଉଲ୍ଲେଖନୀୟ ଭୂମିକାକୁ ସ୍ୱୀକୃତି ଦେବା ସହିତ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଏବଂ ସୁସ୍ୱାଦୁ ମିଲେଟ୍‍-ଭିତ୍ତିକ ଖାଦ୍ୟ ଓ ବ୍ୟଞ୍ଜନ ଗୁଡିକ ସହିତ ଦୀର୍ଘସ୍ଥାୟୀ କୃଷିକୁ ସଂଯୁକ୍ତ କରୁଛି ।

ଏହି ଟିକଟରେ କରାଯାଇଥିବା ଉପସ୍ଥାପନା ଏକ ଚିତ୍ର ଜରିଆରେ ହୋଇଛି ଯାହା ଆଇଟିସିର ଏଗ୍ରି ବ୍ୟବସାୟ ଡିଭିଜନ, ଖାଦ୍ୟ ବ୍ୟବସାୟ ଡିଭିଜନ ଏବଂ ଆଇଟିସି ହୋଟେଲ ଗୁଡିକ ପକ୍ଷରୁ ଦୀର୍ଘସ୍ଥାୟୀ ମିଲେଟସ୍‍ ଚାଷ ସହିତ ଉପଭୋକ୍ତା ମାନଙ୍କୁ ସ୍ୱାସ୍ଥ୍ୟକର ମିଲେଟସ୍‍ ର ସ୍ୱାଦ ଚାଖିବା ନିମନ୍ତେ ନିଆଯାଉଥିବା ପଦକ୍ଷେପର ଏକ ସାମଗ୍ରିକ ଏବଂ ସହକ୍ରିୟାତ୍ମକ ପ୍ରୟାସକୁ ବର୍ଣ୍ଣନା କରୁଛି । ଆଇଟିସିରେ ଡି ଟୁ ଇଟ୍‍ ଖାଦ୍ୟ ଉତ୍ପାଦ, କୁକିଜ୍‍, ନୁଡଲସ୍‍, ଭର୍ମିସେଲି, ଚକୋଷ୍ଟିକ୍ସ, ସ୍ନାକ୍ସ ଏବଂ ମଲ୍‍ଟି ମିଲେଟମିକ୍ସ ଏବଂ ମାଣ୍ଡିଆ ଅଟାଭଳି ମୁଖ୍ୟ ଖାଦ୍ୟାନ୍ନ ସମେତ ସମସ୍ତ ଭୋଜନ ନିମନ୍ତେ ପାରମ୍ପରିକ ତଥା ଆଧୁନିକ ଢାଞ୍ଚାରେ ବହୁ ବିଧ ମିଲେଟ୍‍-ଭିତ୍ତିକ ଉତ୍ପାଦ ବିକଶିତ କରିଛି । ଆଇଟିସି ହୋଟେଲ ସମୂହ ମଧ୍ୟ ସେଗୁଡିକ ରଖାଦ୍ୟ ତାଲିକାରେ ସ୍ୱତବ ମିଲେଟ୍‍ ଭିତ୍ତିକଖାଦ୍ୟକୁ ପ୍ରସ୍ତୁତ ଓ ସାମିଲ କରିଛନ୍ତି । ଏହି ଡାକଟିକଟରେ କୃଷିକ୍ଷେତ୍ରରୁ ଆଇଟିସିର ଖାଦ୍ୟ ଉତ୍ପାଦନ କାରଖାନା ପର୍ଯ୍ୟନ୍ତ ମିଲେଟସ୍‍ର ଯାତ୍ରାଏବଂ ପରିଶେଷରେ ଆଇଟିସି ହୋଟେଲ ଗୁଡିକରେ ସେଫ୍‍ ମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ପୁଷ୍ଟିକର ଖାଦ୍ୟରେ ତାହାକୁ ସାମିଲ କରାଯିବା ବିଷୟକୁ ଧରି ରଖିଛି । ମୃତ୍ତିକାରଙ୍ଗ ଗୁଡିକ ସହିତ ଅଙ୍କା ଯାଇଥିବା ଛବି ଶ୍ରୀ ଅନ୍ନ ଏବଂ ଏହାର ବିବିଧ ଫାଇଦାକୁ ପାଳନ କରୁଛି ।

ଏହି କାର୍ଯ୍ୟକ୍ରମରେ ମଧ୍ୟ ଆଇଟିସିର ସୀମିତ-ସଂସ୍କରଣ ଡିଜିଟାଲ ସଂଗ୍ରହଯୋଗ୍ୟ ଟିକଟ ଗୁଡିକ ଜରିଆରେ ଉପଭୋକ୍ତା ମାନେ ମିଲେଟ୍‍ ସପକ୍ଷବାଦୀ ହେବା ସକାଶେ ସେମାନଙ୍କୁ ଉତ୍ସାହିତ କରିବାକୁ ଆଇଟିସିର ପ୍ରୟାସ ଶୁଭାରମ୍ଭ ହୋଇଥିଲା । ଡାକଟିକଟ ଗୁଡିକ ସମ୍ପ୍ରତି ଐତିହ୍ୟ ସ୍ମାରକୀର ଏକ ଅଂଶ ବିଶେଷ ହୋଇଛି ଯାହାର ବିପୁଳ ସଂଗ୍ରାହ୍ୟ ମୂଲ୍ୟ ରହିଛି । ଏହି ଡିଜିଟାଲ ଟିକଟ ଜରିଆ ରେ ଉପଭୋକ୍ତା ମାନେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଜରିଆ ରେମିଲେଟସ୍‍ ସମ୍ପର୍କରେ ସଚେତନତା ପ୍ରସାର କରିବାକୁ ଆଇଟିସି ଏକ ସୁଯୋଗ ଯୋଗାଇ ଦେଉଛି । ଏହାର ଜଳବାୟୁ ସହନଶୀଳତା ବୈଶିଷ୍ଟ୍ୟ ସହିତ ପୋଷକ-ଭରପୂର ଗୁଣ ଗୁଡିକ ବିକାଶଶୀଳ ରାଷ୍ଟ୍ର ଗୁଡିକରେ ଅଣୁ ପୋଷକ ଅଭାବ ଦୂରକରିବାରେ ସହାୟକ ହୋଇପାରିବ । ଡିଜିଟାଲ ସଂଗ୍ରାହ୍ୟ ଟିକସ ମଧ୍ୟ ଉପଭୋକ୍ତାଙ୍କ ୁସେମାନଙ୍କ ଦୈନନ୍ଦିନ ଭୋଜନ ଏବଂ ଜଳଖିଆରେ ମିଲେଟ୍‍ସ୍‍କୁ ଆପଣେଇବା ନିମନ୍ତେ ସକ୍ରିୟ ଭାବରେ ସେମାନଙ୍କର ସମର୍ଥନ ଦେବା ଦିଗରେ ସେମାନଙ୍କୁ ସମର୍ଥ କରାଉଛି ।

ଏହି ସମ୍ପୂର୍ଣ୍ଣ ନୂତନ ପ୍ରୟାସ ମିଲେଟସ୍‍ ସମ୍ପର୍କରେ ପ୍ରଶିକ୍ଷିତ କରାଇବା ଏବଂ କୃଷକମାନଙ୍କୁ ସଶକ୍ତ କରିବା ସହିତ ମିଲେଟ୍‍କୁ ଖାଦ୍ୟ ଭାବରେ ଆହରଣ କରିବାକୁ ଉତ୍ସାହିତ କରିବା ନିମନ୍ତେ ଆଇଟିସିର ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ଅଗ୍ରଗାମୀ ପଦକ୍ଷେପ ହୋଇଛି । ଉପଭୋକ୍ତା ମାନେ ଜଣେ ଜଣେ ମିଲେଟ୍‍ ସପକ୍ଷବାଦୀ ହେବା ଏବଂ ମିଲେଟ୍‍ସ୍‍ର ସକ୍ରିୟ ସମର୍ଥକେ ହବା ନିମନ୍ତେ ୱେବ୍‍ସାଇଟ ଙ୍ଗଙ୍ଗଙ୍ଗ.ଭରଗ୍ଧଗ୍ଧରକ୍ସଙ୍ଗସଗ୍ଧଷଜ୍ଞସକ୍ଷକ୍ଷରଗ୍ଧଗ୍ଦ.ମକ୍ଟଜ୍ଞ କୁ ଦେଖି ପାରିବେ । ଚଳିତବର୍ଷ ଆରମ୍ଭରେ ଆଇଟିସି ମିଲେଟସ୍‍କୁ ମୁଖ୍ୟ ସ୍ରୋତକୁ ଆଣିବା ନିମନ୍ତେ ତାହାରମିଶନ୍‍ ମିଲେଟସ୍‍ ପ୍ରୟାସ ଆରମ୍ଭ କରିଥିଲା । ଆଇଟିସିର ମିଶନ୍‍ରେ ସ୍ୱାସ୍ଥ୍ୟ ଓ ଦୀର୍ଘସ୍ଥାୟିତ୍ୱ ଅନ୍ତର୍ନିବିଷ୍ଟ ହୋଇଥିବା ବେଳେ ଏହା କୃଷକମାନଙ୍କୁ ମିଲେଟ୍‍ ଚାଷ ବୃଦ୍ଧିକରିବା ସହିତ ଖାଦ୍ୟ ଓ ଆତିଥ୍ୟ କ୍ଷେତ୍ରକୁ ସକ୍ରିୟ ଭାବରେ ପ୍ରଶିକ୍ଷିତ ଓ ସଶକ୍ତ କରିଛି ଏବଂ ଉପଭୋକ୍ତାମାନଙ୍କୁ ସେମାନଙ୍କ ଦୈନନ୍ଦିନ ଖାଦ୍ୟରେ ମିଲେଟସ୍‍କୁ ଏକ ଅଶ ଭାବରେ ଗ୍ରହଣକରିବାକୁ ସମର୍ଥ କରାଉଛି ।

ଆଇଟିସି ମଧ୍ୟ ଆମର ଶତାବ୍ଦୀ ପୁରାତନ କୃଷକ ନିୟୋଜନ ତାସହିତ ଡିଜିଟାଲ ଅଗ୍ରଗାମିତାକୁ ସ୧ିଶ୍ରିତ କରୁଥିବା ଏକ ସମନ୍ୱିତ ‘ଫିଜିଟାଲ୍‍’ ପାରିବେଶିକ ବ୍ୟବସ୍ଥା ଆଇଟିସି ଏମ୍‍ଏଏଆର୍‍ଏସ୍‍ ସାହଚର୍ଯ୍ୟରେ ଏଫପିଓ ଗୁଡିକ ରେମିଲେଟ୍‍ ଚାଷକୁ ପ୍ରୋତ୍ସାହିତ କରୁଛି । ଆମର କୃଷି ବ୍ୟବସାୟ ହାଇଦରାବାଦସ୍ଥିତ ଇଣ୍ଡିଆନ ଇନ୍‍ଷ୍ଟିଚ୍ୟୁଟ ଅଫ ମିଲେଟସ୍‍ ରିସର୍ଚ୍ଚ (ଆଇଆଇଏମ୍‍ଆର) ଅଂଶୀଦାର ବ୍ୟବସ୍ଥାରେ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଦୁଇଟି ପିପିପି ପ୍ରକଳ୍ପ କାର୍ଯ୍ୟକାରୀ କରିଛି । ଭାରତ ସମଗ୍ର ବିଶ୍ୱରେ ସର୍ବବୃହତ ମିଲେଟସ୍‍ ଉତ୍ପାଦନକାରୀ ଏବଂ ଦ୍ୱିତୀୟ ବୃହତ୍‍ ରପ୍ତାନିକାରୀ ରାଷ୍ଟ୍ର ହୋଇଥିବା ବେଳେ୨୦୨୩ ଜୁଲାଇ ୨୫ରେ ଡାକ ଟିକଟ ଉନ୍ମୋଚନ ଅବସରରେ କେନ୍ଦ୍ର ରାଷ୍ଟ୍ରମବୀ ଶ୍ରୀକୈଳାସ ଚୋଧାରୀ ଭାରତ ସରକାରଙ୍କ ପକ୍ଷରୁ ଶ୍ରୀ ଅନ୍ନକୁ ପ୍ରୋତ୍ସାହିତ କରିବା ଦିଗରେ ଭାରତ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଗୁଡିକସମ୍ପର୍କରେ ଆଲୋକପାତ କରିଥିଲେ ।

ଭାରତର ସ୧ାନନୀୟ ପ୍ରଧାନମବୀଙ୍କ ନେତୃତ୍ୱ ଅଧୀନରେ କେନ୍ଦ୍ରକୃଷି ଓ କୃଷକ କଲ୍ୟାଣ ମବଣାଳୟ ଆନ୍ତର୍ଜାତିକ ମିଲେଟସ୍‍ ବର୍ଷ-୨୦୨୩ ପାଳନ, ଜି୨୦ କୃଷିମବି ସ୍ତରୀୟ ବୈଠକ (ଏଏମ୍‍ଏମ୍‍) ଆୟୋଜନ, ଆଇସିଏଆର୍‍-ଆଇଆଇଏମ୍‍ଆର ହାଇଦରାବାଦକୁ ଗ୍ଲୋବାଲ ସେଣ୍ଟର ଅଫ ଏକ୍ସଲେନ୍ସ ଅନ୍‍ ମିଲେଟସ୍‍ (ଶ୍ରୀ ଅନ୍ନ) ଭାବରେ ପୁନଃମାନ୍ୟତା ପ୍ରଦାନ, ୨୦୧୮ ଏପ୍ରିଲରେ ମିଲେଟ୍‍କୁ ଏକ ପୁଷ୍ଟିକର ଲଘୁଶସ୍ୟ ଭାବରେ ବିଜ୍ଞପ୍ତି ପ୍ରକାଶ କରିବା ଏବଂ ପୋଷଣ ମିଶନ୍‍ ଅଭିଯାନରେ ଏହାକୁ ସାମିଲ କରିବା ଭଳି ଏକାଧିକ ପଦକ୍ଷେପ ଗ୍ରହଣକ ରିଛନ୍ତି । ଶ୍ରୀ ସୁନିଲ ଶର୍ମା, ଡେପୁଟି ଡାଇରେକ୍ଟର ଜେନେରାଲ, ଭାରତୀୟ ଡାକ କହିଥିଲେ, “ବିଶ୍ୱସ୍ତରରେ ଡାକଟିକଟ ଗୁଡିକ ସମୁଦାୟ ରାଷ୍ଟ୍ରରେ ହେଉଥିବା ପ୍ରଗତିଶୀଳ ପରିବର୍ତ୍ତନର ସାଂସ୍କୃତିକ ଦୃଷ୍ଟିରୁ ଉଲ୍ଲେଖନୀୟ ମୁହୂର୍ତ୍ତ ଗୁଡିକୁ ସଂରକ୍ଷିତ କରି ରଖିଥାଏ । ଆଇଟିସି ସହିତ ମିଶି ଉନ୍ମୋଚନ କରାଯାଇଥିବା ସ୍ୱତବ ଟିକଟ ବିଶ୍ୱର ସର୍ବୋତ୍ତମ ଖାଦ୍ୟ- ମିଲେଟସ୍‍କୁ କେବଳ ଜାତୀୟ ନୁହେଁ, ତାହା ସହିତ ବିଶ୍ୱସ୍ତରରେ ମୁଖ୍ୟସ୍ରୋତକୁ ଆଣିବା ତଥା ତାହାର ପୁନରୁଦ୍ଧାର ଯାତ୍ରାରେ ଏକ ମାଇଲଖୁଣ୍ଟ ହୋଇଛି ।

ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇଛି ଏବଂ ରାଷ୍ଟ୍ରର ସାମୂହିକ ପ୍ରୟାସକୁ ଏକତ୍ର ଉପସ୍ଥାପନ କରୁଛି ।” ଉନ୍ମୋଚନ ଅବସରରେ ପ୍ରକାଶକରି ଶ୍ରୀଏସ୍‍ ଶିବକୁମାର, ଗ୍ରୁପ୍‍ ହେଡ୍‍, ଏଗ୍ରି ବିଜିନେସ୍‍, ଆଇଟିସି ଲିମିଟେଡ କହିଥିଲେ, “ମିଲେଟ୍‍ସ୍‍ କୁ ମୁଖ୍ୟସ୍ରୋତକୁ ଆଣିବା ନିମନ୍ତେ ସରକାରଙ୍କ ଅଗ୍ରାଧିକାରତାକୁ ସମର୍ଥନ କରି ଆଇଟିସିପକ୍ଷରୁ ‘ଆଇଟିସି ମିଶନ ମିଲେଟସ୍‍’ ନାମରେ ଏକ ଉତ୍ସର୍ଗୀକୃତ ପ୍ରୟାସ କାର୍ଯ୍ୟକାରୀ କରାଯାଉଛି ଯାହା ମୁଖ୍ୟତଃ ତିନିଟି ବିଷୟ ଆଧାରିତ । ଏଥିରେ ରହିଛି ନବସୃଜନ ସମର୍ଥିତ ‘ଗୁଡ୍‍-ଫର୍‍-ୟୁ’ ଖାଦ୍ୟ ବର୍ଗମାଳାର ବିକାଶ, ଏକ ଦୀର୍ଘସ୍ଥାୟୀ କୃଷି ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ତାହା ସହିତ ମୂଲ୍ୟଯୁକ୍ତ ତଥା ବଜାର ସଂଯୋଗକୁ ପରିବର୍ଦ୍ଧିତ କରିବା ଉପରେ ସ୍ୱତବ ଗୁରୁତ୍ୱ ଦେଇ ଏକ ଦମ୍‍ଦାର ମିଲେଟ୍‍ସ୍‍ କୃଷିମୂଲ୍ୟ ଶୃଙ୍ଖଳାସୃଷ୍ଟି । ଏଥି ସହିତ ପୋଷକତତ୍ତ୍ୱ ଦୃଷ୍ଟିରୁ ଏକ ଉନ୍ନତ୍ତତର ଖାଦ୍ୟ ବିକଳ୍ପ ଭାବରେ ମିଲେଟସ୍‍ର ଫାଇଦା ସମ୍ପର୍କରେ ଉପଭୋକ୍ତାଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ସ୧ାନଜନକ ଡାକଟିକଟ ଭାରତୀୟ ଡାକ ସହିତ ମିଳିତ ଭାବରେ ଉନ୍ମୋଚନ କରାଯାଇ ଥିବାବେଳେ ଏହା ସଚେତନତାରେ ବୃଦ୍ଧି ଘଟାଇବାକୁ ଆଇଟିସିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଏବଂ ମିଲେଟସ୍‍ର ଏକ ବୃହତ୍ତର ବଜାର ସୃଷ୍ଟି ନିମନ୍ତେ ଆମର ସାମୂହିକ ଆକାଂକ୍ଷାକ ୁଉପସ୍ଥାପନ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026
 Pattamundai set to host Birth Anniversary of Baraha Samal 

 Pattamundai set to host Birth Anniversary of Baraha Samal 

June 14, 2026

Recent News

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026
 Pattamundai set to host Birth Anniversary of Baraha Samal 

 Pattamundai set to host Birth Anniversary of Baraha Samal 

June 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version