• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ଆଲୁମିନିୟମ ଏହାର ଟିମ ମଧ୍ୟରେ କାର୍ଯ୍ୟରତ ପିତାମାତାଙ୍କୁ ସମର୍ଥନ କରିବା ପାଇଁ ପ୍ରଗତିଶୀଳ ପଦକ୍ଷେପ ଗ୍ରହଣ କରିଛି

Proprietor Abhimanyu Maharana by Proprietor Abhimanyu Maharana
July 26, 2023
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ବେଦାନ୍ତ ଆଲୁମିନିୟମ ଏହାର ଟିମ ମଧ୍ୟରେ କାର୍ଯ୍ୟରତ ପିତାମାତାଙ୍କୁ ସମର୍ଥନ କରିବା ପାଇଁ ପ୍ରଗତିଶୀଳ ପଦକ୍ଷେପ ଗ୍ରହଣ କରିଛି
Share on FacebookShare on TwitterWhatsapp

ଦୂରବର୍ତି ଅଂଚଳରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମେଟ୍ରୋ ସହର ପରି ଜୀବନ ଯାପନ କରିପାରିବେ

୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଯଦି ଆପଣଙ୍କ ଚାକିରୀ ନିକଟତମ ମେଟ୍ରୋ ସହରଠାରୁ ଦୂରରେ ଥାଆନ୍ତା ଏଥିରେ ଆପଣ କେତେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତେ । ମେଟ୍ରୋ ସହର ପରି ସେଠାରେ ସବୁ ପ୍ରକାର ସୁବିଧା ମିଳିପାରିବ କି? ସେଠାରେ ଭଲ ସ୍କୁଲ, ଡାକ୍ତରଖାନା ଓ ଅନ୍ୟାନ୍ୟ ସବୁଧା ଅଛିକି? ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାକୁ ସୁନିଶ୍ଚିତ କରିପାରିଛି । କଂପାନି ବିଶ୍ୱସ୍ତରୀୟ ପ୍ଲାଂଟ ପରିଚାଳନା କରି କର୍ମଚାରୀଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ଆବଶ୍ୟକତା ଗୁଡ଼ିକୁ ପୂରଣ କରିଛି । ଏହାର ପ୍ଲାଂଟ ଅର୍ଦ୍ଧ ସହରୀ ଗ୍ରାମାଂଚଳ ଓଡ଼ିଶାର ଝାରସୁଗୁଡ଼ା ଓ କଳାହାଣ୍ଡି ତଥା ଛତିଶଗଡ଼ର କୋରବା ଠାରେ ଅବସ୍ଥିତ । ଝରସୁଗୁଡ଼ା ବିଶ୍ୱର ବୃହତ ଏକକ ଅବସ୍ଥାନ ଆଲୁମିନିୟମ ସ୍ମେଲଟିଂ ଅପରେଶନ ହୋଇଥିବା ବେଳେ କଳାହାଣ୍ଡିର ଲାଂଜିଗଡ଼ରେ ଏହାର ଆଲୁମିନା ରିଫାଇନାରୀ ରହିଛି । ବାଲକୋ ଭାରତର ଆଇକନିକ ଆଲୁମିନିୟମ ଉତ୍ପାଦକ ଓ ଏହା ବେଦାନ୍ତର ସହାୟକ କଂପାନି ଭାବେ କୋରବାରେ ରହିଛି ।

ବେଦାନ୍ତର ଏହି ସବୁ ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଉତ୍କୃଷ୍ଟ ଆବାସିକ ଟାଉନସିପ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ସବୁ ରହିଛି । ଏହା ବ୍ୟତୀତ କର୍ମଚାରୀଙ୍କ ଜୀବନକୁ ଉନ୍ନତ କରିବା ଲାଗି କଂପାନି ପକ୍ଷରୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । କ୍ରମାଗତ ଭାବେ କର୍ମଚାରୀ କୈନ୍ଦ୍ରିକ ଆଭିମୁଖ୍ୟ ମାଧ୍ୟମରେ କଂପାନି ଏକ ସଂସ୍କୃତି ପ୍ରତିପାଦନ କରୁଛି ଯାହା କେବଳ ପିତାମାତା ନୁହଁନ୍ତି ସାରା ପରିବାରକୁ ସମର୍ଥନ କରିଥାଏ । କଂପାନିରେ ମଧ୍ୟ ପତି ପତ୍ନୀ ନିଯୁକ୍ତି ସୁବିଧା ପ୍ରଦାନ କରିଛି । କର୍ମଚାରୀମାନେ ବୃତିଗତ କ୍ଷେତ୍ର ତଥା ବ୍ୟକ୍ତିଗତ କ୍ଷେତ୍ରରେ ସମୃଦ୍ଧ ହେବା ଲାଗି ପରିବେଶ ମାନଦଣ୍ଡ ଅନୁଯାୟୀ ଏହା କର୍ମଚାରୀଙ୍କୁ ସ୍ୱତନ୍ତ୍ର ସୁବିଧାମାନ ଯୋଗାଇ ଦେଉଛି । କର୍ମଚାରୀଙ୍କ ପାଲାମାନଙ୍କ ପାଇଁ କଂପାନିର ପରିସରରେ ଓ ଟାଉନସିପରେ ଡେ କେୟାର ସେଂଟର, କ୍ରେଚ, ବିଦ୍ୟାଳୟ, କେଳ ପଡ଼ିଆ, ପାଠାଗାର ସୁବିଧା ରହିଛି । ବେଦାନ୍ତ ପରିଚାଳିତ ସ୍କୁଲ ଗୁଡ଼ିକର ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳୁଛି । ଲାଂଜିଗଡ଼ରେ ଥିବା ଡିଏଭି ବେଦାନ୍ତ ଇଂଟରନ୍ୟାସନାଲ ସ୍କୁଲ ଆର୍ଥିକ ବର୍ଷ ୨୩ରେ ବିଦ୍ୟାଳୟର ଟପରମାନେ ଯଥାକ୍ରମେ ଦଶମ ଓ ଦ୍ୱାଦଶ ମାନଦଣ୍ଡରେ ୯୭% ଓ ୯୨.୬% ମାର୍କ ରଖିଛନ୍ତି ।

ଏହା ବ୍ୟତୀତ ବିଦ୍ୟାଳୟରେ କରାଟେ, ତୀରନ୍ଦାଜ ଖେଳ ପ୍ରତି ପ୍ରୋତ୍ସାହନ ସହ ସଉରା କଳା ସଂସ୍କୃତିର ବିସ୍ତାର ପାଇଁ କଂପାନି ଶିକ୍ଷା ବ୍ୟବସ୍ଥା ଯୋଗାଉଛି । କଂପାନି ପିଲାମାନଙ୍କ ପାଇଁ ଗ୍ରାଷ୍ମକାଳୀନ କ୍ରୀଡ଼ା ଶିବିର ଆୟୋଜନ କରିଥାଏ ଓ ଏଥିରେ ୫୦୦ରୁ ଅଧିକ ପିଲା ଯୋଗଦାନ କରିଥାନ୍ତି । ଏହା ବ୍ୟତୀତ ପିଲାମାନଙ୍କୁ ମଧ୍ୟ ଦକ୍ଷତା ଜ୍ଞାନ କୌଶଳ ଉପରେ ଶିକ୍ଷା ଦିଆଯାଇଥାଏ । ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟ ପରିସରରେ ଡାକ୍ତରଖାନା ଦ୍ୱାରା ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରଦାନ କରିଥାଏ । ସଂପ୍ରତି ଟାଉନସିପ ମଧ୍ୟରେ ଏକ ପୁର୍ନବାସ କେନ୍ଦ୍ର ପ୍ରତିଷ୍ଠା କରିଛି ଯାହା ସମସ୍ୟା ଥିବା ପିଲାମାନଙ୍କୁ ସେବା ଯତ୍ନ ଯୋଗାଇଥାଏ । ଏହାର ଚିକିତ୍ସା କେନ୍ଦ୍ର ଗୁଡ଼ିକ ସଂପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ହବ ଭାବେ ଉଭା ହୋଇଛି ପ୍ରତିବର୍ଷ ୬୦୦୦୦ରୁ ଅଧିକ ରୋଗୀ ଏଠାକୁ ଚିତ୍କିତ୍ସା ପାଇଁ ଆସିଥାନ୍ତି । ମାନବ ପୁଞ୍ଜିକୁ ଏହାର ସବୁଠାରୁ ବଡ଼ ସଂପଦ ବୋଲି ବିବେଚନା କରି ବେଦାନ୍ତ ଆଲୁମିନିୟମ ପିତାମାତାଙ୍କୁ ସମର୍ଥନ କରିବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଛି । କଂପାନିରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟି ସହିତ ଶିଶୁ ଯତ୍ନ ପାଇଁ ନମନୀୟ କାର୍ଯ୍ୟ କାର୍ଯ୍ୟ ସମୟ ସୁବିଧା ଓ କ୍ରେଚ ପରି ସୁବିଧା ସୁନିଶ୍ଚିତ କରୁଛି । ଏହି ପଦକ୍ଷେପ ଗୁଡ଼ିକୁ ଉଲ୍ଲେଖ କରି ଶ୍ରୀ ସୁନିଲ ଗୁପ୍ତା, ସିଓଓ ବେଦାନ୍ତ ଲିମିଟେଡ- ଆଲୁମିନିୟମ ବିଜିନେସ କହିଛନ୍ତିଯେ- ବିଶ୍ୱ ପିତାମାତା ଦିବସ ଅବସରରେ ଆମେ ପିତାମାତାଙ୍କୁ ଗୁରୁତ୍ୱ ଦେଉଛୁ । ପିତାମାତା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଓ ଆମେ କର୍ମକ୍ଷେତ୍ରରେ ମଧ୍ୟ ଏହାକୁ ପାଳନ ଓ ସମର୍ଥନ କରିବା ଉଚିତ । ଏଥିପାଇଁ ଆମେ ଏକ ସହାୟକ ଇକୋ ସିଷ୍ଟମ ରଖିଛୁ ।

ଆମର କର୍ମଚାରୀ ଓ ସେମାନଙ୍କ ପରିବାରକୁ ସଶକ୍ତ କରିବା ଲାଗି ଆମେ ନିରନ୍ତର ପ୍ରୟାସ କରୁଛୁ । ବାଲକୋର ସିଇଓ ତଥା ନିର୍ଦ୍ଦେଶକ ଶ୍ରୀ ରାଜେଶ କୁମାର କହିଛନ୍ତିଯେ ଆମେ ଏକ ପରିବଶେ ସୃଷ୍ଟି କରିଛୁ ଯେଉଁଠାରେ ନମନୀୟ କାର୍ଯ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରି କର୍ଯ୍ୟଭାରକୁ ଅଧିକ ଉତ୍ସାହିତ କରି କାର୍ଯ୍ୟ ସନ୍ତୁଳନତା ଉପରେ ଅଧିକ ଧ୍ୟାନ ଦିଆଯାଇଥାଏ । ସଂପ୍ରତି ଆନ୍ତର୍ଜାତୀୟ ପରିବାର ଦିବସ ମେ ୧୫ରେ ପାଳନ କରାଯାଇଥିବା ଗର୍ବିତ ପରିବାର ପଦକ୍ଷେପ ଅନୁଯାୟୀ ଓଡ଼ିଶା ଓ ଛତିଶଗଡ଼ରେ ଶହ ଶହ କର୍ମଚାରୀ ପରିବାର ସମ୍ମିଳନୀ ଆୟୋଜିତ ହୋଇଥିଲା ଝାରସୁଗୁଡ଼ାର ପ୍ଲାଂଟକୁ ଏହି ସବୁ ପରିବାର ସଦସ୍ୟମାନେ ବୁଲି ଦେଖିପାରିବେ ଓ ସୁବିଧା ଗୁଡ଼ିକୁ ଅନୁଭବ କରିପାରିବେ । ଏହି ପ୍ରୟାସକୁ କଂପାନି କାର୍ଯ୍ୟ କରିବାକୁ ଏକ ମହାନ ସ୍ଥାନ ଭାବରେ ସ୍ୱୀକୃତି ଦେଇଛି ।

କଂପାନିର ଏହୀ କର୍ମଚାରୀ ହୀତୈଷୀ କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡ଼ାକୁ ୬ ଥର ଓ ବାଲକୋକୁ ୪ଥର ପ୍ରମାଣପତ୍ର ମିଳିଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍‌ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version