• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ୟାମ ମେଟାଲିକ୍ ପକ୍ଷରୁ ଓଡ଼ିଶାର ସମ୍ବଲପୁରରେ ୫୦ ମେଗାୱାଟ ବିଶିଷ୍ଟ କ୍ୟାପ୍ଟିଭ୍ ଫ୍ଲୋଟିଂ ସୌର ଶକ୍ତି ସୁବିଧା ସ୍ଥାପନ କରାଯାଇଛି

Proprietor Abhimanyu Maharana by Proprietor Abhimanyu Maharana
July 23, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଶ୍ୟାମ ମେଟାଲିକ୍ ପକ୍ଷରୁ ଓଡ଼ିଶାର ସମ୍ବଲପୁରରେ ୫୦ ମେଗାୱାଟ ବିଶିଷ୍ଟ କ୍ୟାପ୍ଟିଭ୍ ଫ୍ଲୋଟିଂ ସୌର ଶକ୍ତି ସୁବିଧା ସ୍ଥାପନ କରାଯାଇଛି
Share on FacebookShare on TwitterWhatsapp
  • ଓଡ଼ିଶାରେ ଶ୍ୟାମ ମେଟାଲିକ୍ ଆଣ୍ଡ ଏନର୍ଜି ଲିମିଟେଡ୍ (ଏସଏମଇଏଲ) ଦେଶର ପ୍ରଥମ ନିମ୍ନ ଅଙ୍ଗାରକାମ୍ଳ ପାଦଚିହ୍ନ ଧାରଣକାରୀ ଧାତୁ ଉତ୍ପାଦନକାରୀ ସଂସ୍ଥା ଭାବରେ କାର୍ଯ୍ୟ କରିବା ସହିତ ଉତ୍ପାଦନ ମଧ୍ୟ କରିବ ।

୨୩ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- କୋଲକାତାରେ ସ୍ଥିତ ଏକ ଅଗ୍ରଣୀ ଇଂଟିଗ୍ରେଟେଡ୍ ଧାତୁ ଉତ୍ପାଦନକାରୀ କମ୍ପାନୀ ଶ୍ୟାମ ମେଟାଲିକ୍ ଆଣ୍ଡ ଏନର୍ଜି ଲିମିଟେଡ୍ (ଏସଏମଇଏଲ) ଓଡିଶାରେ ୫୦ ମେଗାୱାଟ କ୍ୟାପ୍ଟିଭ୍ ଫ୍ଲୋଟିଂ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରୁଛି । ଏହି ପଦକ୍ଷେପ ସହିତ ଶ୍ୟାମ ମେଟାଲିକ୍ ଓଡିଶା ରାଜ୍ୟରେ ପ୍ରଥମ ଧାତୁ ଉତ୍ପାଦନକାରୀ ସଂସ୍ଥା ହେବାକୁ ଲକ୍ଷ୍ୟ ରଖିବା ସହିତ ଅଙ୍ଗାରକାମ୍ଳ ପାଦଚିହ୍ନକୁ କମକରିବାକୁ ସକ୍ଷମ ହୋଇଛି ଯାହା ପରିବେଶ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । ଶ୍ୟାମ ମେଟାଲିକ୍ ଆଣ୍ଡ ଏନର୍ଜି ଲିମିଟେଡ୍ ବିକାଶଶୀଳ ଓଡିଶା ସହିତ ସମନ୍ୱିତ ହୋଇଛି ଏବଂ ଏହାର ଫ୍ଲାଗସିପ୍ କମ୍ପାନୀ ମାଧ୍ୟମରେ ଭାରତର ସର୍ବୋଚ୍ଚ ଲୁହା ଏବଂ ଇସ୍ପାତ ଉତ୍ପାଦକ ଭାବରେ ପରିଚିତ ହେବାକୁ ମନୋନୀତ ହୋଇଛି । ରେଙ୍ଗାଲୀ, ସମ୍ବଲପୁରରେ କମ୍ପାନୀର ଇଂଟିଗ୍ରେଟେଡ୍ ଇସ୍ପାତ ସୁବିଧା ୩ ଏମଟିପିଏ ର ମୋଟ ଇସ୍ପାତ ଉତ୍ପାଦନ କ୍ଷମତା ସହିତ ୧୫୮ ମେଗାୱାଟ ପାୱାର ପ୍ଲାଂଟ ଏବଂ ୩.୦ ଏମଟିପିଏ ପେଲେଟ ପ୍ଲାଂଟ ରହିଛି 

ଆଜି ପର୍ଯ୍ୟନ୍ତ କାରଖାନାର ମୋଟ ବିନିଯୋଗ ୩୦୦୦ କୋଟିରୁ ଅଧିକ ଏବଂ ଏଥିରେ ୧୦,୦୦୦ ରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି । କମ୍ପାନୀର ନିବେଶ ବୋର୍ଡ ବର୍ତମାନ ସରକାରଙ୍କ ସହାୟତାକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି । ୨୦୨୫ ସୁଦ୍ଧା ୦.୫ ଜିଡବ୍ଲୁ ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ଏବଂ ପରବର୍ତୀ ୩-୫ ବର୍ଷ ମଧ୍ୟରେ ୨ ଜିଡବ୍ଲୁ କ୍ଷମତା ବୃଦ୍ଧି ପାଇଁ କମ୍ପାନୀ ଯୋଜନା କରୁଛି । ପ୍ରକଳ୍ପ ବିଷୟରେ ସୂଚନା ଦେଇ ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରିଜ ଭୂଷଣ ଅଗ୍ରୱାଲ କହିଛନ୍ତି ଯେ, ପରିବେଶର ପରିବର୍ତନ ତଥା ବିଶ୍ୱବ୍ୟାପୀ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମେ ପରିବେଶ ତଥା ସାମାଜିକ ଦାୟିତ୍ୱ ପ୍ରାପ୍ତ ପ୍ରଯୁକ୍ତିବିଦ୍ୟା ଏବଂ ପଦକ୍ଷେପ ପାଇଁ ବିନିଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ଓଡିଶା ରାଜ୍ୟରେ ବ୍ୟବସାୟ କରିବାର ସହଜ ମନୋଭାବ ଏବଂ ସହଜତା ଦ୍ୱାରା ଆମେ ଗଭୀର ଭାବରେ ଉତ୍ସାହିତ ଅଟୁ, ତେଣୁ କମ୍ପାନୀ ଅଧିକ ପୁଞ୍ଜି ବିନିଯୋଗ ପାଇଁ ନିଷ୍ପତି ନେଇଛି ଏବଂ ବର୍ତମାନ ହିରାକୁଦ୍ ଜଳଭଣ୍ଡାରରେ ଫ୍ଲୋଟିଂ ସୋଲାର ଜେନେରେସନ୍ କ୍ଷମତା ବିଶିଷ୍ଟ ୫୦ ମେଗାୱାଟ (୭୨ ମେଗାୱାଟ ଡିସି) ସହିତ ଏକ କ୍ୟାପ୍ଟିଭ୍ ଗ୍ରୀନ୍ ଏନର୍ଜି ପ୍ରୋଜେକ୍ଟ ସ୍ଥାପନ କରିବାକୁ ୪୫୦ କୋଟି ଟଙ୍କା ଧାର୍ଯ୍ୟ କରିଛି । ଆମେ ୫୦ ମେଗାୱାଟ ଭାସମାନ ସୌର ବିଦ୍ୟୁତ୍ ଉତ୍ପାଦନ ପାଇଁ ଗ୍ରୀଡ୍ ସଂଯୋଗ ସହିତ ହିରାକୁଦ୍ ଜଳଭଣ୍ଡାରରେ ୨୫୦ ଏକର ଜମି ଦବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରୁଛୁ । ଏହାଛଡା ଆମର କମ୍ପାନୀର ସିଏସ୍‌ଆର୍ ରଣନୀତି ଅନୁସରଣ କରି ଆମେ ପୁରୀର ଜଗନ୍ନାଥ ମନ୍ଦିରରେ ସୌର ଆଲୋକ ସ୍ଥାପନ କରିବାପାଇଁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିଛୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

August 3, 2026
ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

August 3, 2026
ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

August 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

August 3, 2026
ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

August 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version