• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ମୋରେପେନ୍ ଲ୍ୟାବ୍‌ସ୍ ଏହାର ଶୁଦ୍ଧ ଲାଭ ଓ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଛି

Proprietor Abhimanyu Maharana by Proprietor Abhimanyu Maharana
June 27, 2020
in Uncategorized, ଓଡ଼ିଶା, କରୋନା, ଦେଶ, ହୋମ୍
0
ମୋରେପେନ୍ ଲ୍ୟାବ୍‌ସ୍ ଏହାର ଶୁଦ୍ଧ ଲାଭ ଓ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଛି
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୭ ଜୁନ୍ ଶନିବାର ) ଭୁବେନଶ୍ୱର :- ମୋରେପେନ୍ ଲାବ୍ରୋଟୋରିଜ୍ ଲିମିଟେଡ୍ ୨୦୧୯-୨୦ ଆର୍ଥିକ ବର୍ଷରେ ୧୬.୪୩% ବୃଦ୍ଧି ସହ ୩୩.୫୮ କୋଟି ଟଙ୍କାର ମୋଟ ଶୁଦ୍ଧ ଲାଭ ହାସଲ କରିଛି । ଏହି ସମୟରେ କମ୍ପାନୀର ମୋଟ ଶୁଦ୍ଧ ରାଜସ୍ୱ ୧୧.୭% ବୃଦ୍ଧି ହୋଇ ୮୬୨.୫୫ କୋଟି ଟଙ୍କା ରହିଛି । ତେବେ ଗତ ଆର୍ଥିକ ବର୍ଷରେ କମ୍ପାନୀର ଶୁଦ୍ଧ ଲାଭ ୨୮.୮୪ କୋଟି ଟଙ୍କା ଥିବା ବେଳେ ଶୁଦ୍ଧ ରାଜସ୍ୱ ୭୭୨.୨୧ କୋଟି ଟଙ୍କା ରହିଥିଲା । ୨୦୧୯-୨୦ରେ କମ୍ପାନୀର ଏବିଡଟା (ଏକତ୍ରିତ) ୯.୬% ବୃଦ୍ଧି ହୋଇ ୭୮ କୋଟି ଟଙ୍କା ରହିଥିବା ବେଳେ ମୋଟ ନଗଦ ଲାଭ ୧୦% ବୃଦ୍ଧି ହୋଇ ୭୬.୦୨ କୋଟି ଟଙ୍କାରେ ପହଂଚିଛି । ଏଥିସହିତ ଏହି ଅବଧିରେ ଟିକସ ପୂର୍ବବର୍ତୀ ମୋଟ ଲାଭ (ପିବିଟି) ୩୪%ର ଚମତ୍କାର ଅଭିବୃଦ୍ଧି ସହିତ ୩୯.୧୧ କୋଟି ଟଙ୍କା ରହିଛି ଯାହା ଏହାର ପୂର୍ବ ବର୍ଷର ସମାନ ଅବଧିରେ ୨୯.୧୮ କୋଟି ଟଙ୍କା ଥିଲା । ୪ର୍ଥ ତ୍ରୈମାସିକ ଓ ୨୦୧୯-୨୦ ଆର୍ଥିକ ବର୍ଷର ଫଳାଫଳକୁ ନେଇ ବୋର୍ଡ ମିଟିଙ୍ଗ୍ ପରେ କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସୁଶିଲ ସୁରି ଏସମ୍ପର୍କରେ ଘୋଷଣା କରିଥିଲେ । ସେ କହିଥିଲେ, ବିଶ୍ୱବ୍ୟାପୀ କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଜଟିଳ ବାଣିଜ୍ୟିକ ପରିସ୍ଥିତି ସତ୍ୱେ କମ୍ପାନୀ ଭଲ ଅଭିବୃଦ୍ଧି ହାସଲ କରିପାରିଛି ।

ଏହି ସମୟରେ କମ୍ପାନୀର ଓଟିସି ଉତ୍ପାଦ ଡିଭିଜନ ସୁରକ୍ଷିତ ରହିବା ପାଇଁ ଗ୍ରାହକଙ୍କୁ ସଶକ୍ତ କରିବା ଓ ତଳ ସ୍ତରରେ କୋଭିଡ୍‌-୧୯ ବିରୋଧରେ ଲଡିବା ପାଇଁ ଏକ ବ୍ୟାପକ ରେଞ୍ଜର ବ୍ୟକ୍ତିଗତ ସ୍ୱଚ୍ଛତା ଓ କୋଭିଡ୍ ସୁରକ୍ଷା ଉତ୍ପାଦ ଯେପରିକି ନନ୍‌-କଂଟାକ୍ଟ ଇନ୍‌ଫ୍ରାରେଡ୍ ଥର୍ମୋମିଟର୍‌, ଅକ୍ସିମିଟର, ହ୍ୟାଣ୍ଡ ସାନିଟାଇଜର୍ (ଉଭୟ ଜେଲ୍ ଓ ରବ୍ ଆକାରରେ), ଆଂଟି- ବ୍ୟାକ୍ଟେିରିଆଲ ହ୍ୟାଣ୍ଡୱାଶ, ଆଂଟିବ୍ୟାକ୍ଟେରିଆଲ ସ୍ପ୍ରେ, ଆଂଟି- ବ୍ୟାକ୍ଟେରିଆଲ ସାବୁନ, ଡିସ୍‌ଇନ୍‌ଫେକ୍ଟାଂଟ୍ ସଲ୍ୟୁସନ୍ସ, ଏନ୍‌-୯୫ ଓ ୩-ପ୍ଲାଏ ଫେସ୍‌ ମାସ୍କ, ନାଇଟ୍ରାଇଲ୍ ଗ୍ଲୋଭ୍‌, ପିଲାମାନଙ୍କ ପାଇଁ ଭିଟାମିନ୍‌-ସି ଗମିଜ୍‌, ମଲ୍ଟିଭିଟାମିନ୍ସ, ଚୱନପ୍ରାସ ଓ କର୍‌କ୍ୟୁମିନ୍ ଟାବ୍‌ଲେଟ୍ ଆଦି ଲଂଚ୍ କରାଯାଇଛି । ମୋରେପେନ୍ ଡବ୍ଲ୍ୟୁଏଚ୍‌ଓର ଫର୍ମୂଲା ଅନୁଯାୟୀ ୧୦୦ ଏମ୍‌ଏଲ୍‌ରୁ ଆରମ୍ଭ କରି ୫ ଲିଟର୍‌ର ବଲ୍କ ପ୍ୟାକ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ୟାକ୍ ସାଇଜ୍‌ରେ ଏହାର ହ୍ୟାଣ୍ଡ ସାନିଟାଇଜର୍‌ଗୁଡିକୁ ଲଂଚ୍ କରିଥିଲା । କମ୍ପାନୀର ଆଂଟି-ବ୍ୟାକ୍ଟେରିଆଲ ଡିସ୍‌ଇନ୍‌ଫେକ୍ଟାଂଟ୍ ସଲ୍ୟୁସନ୍ସ ଓ ସ୍ପ୍ରେଗୁଡିକୁ ଯେକୌଣସି ପ୍ରକାରର ଛୋଟ ଓ ବଡ ଚଟାଣର ୱାଶିଂ, କ୍ଲିନିଙ୍ଗ୍ ଓ ଡିସ୍‌ଇନ୍‌ଫେକ୍ଟିଂ ପାଇଁ ବ୍ୟବହାର କରିହେବ । କମ୍ପାନୀର ବୋର୍ଡ ମିଟିଙ୍ଗ୍‌ରେ ଫିନିସ୍‌ଡ ଡୋସେଜେସ୍ ବିଜ୍‌ନେଓ ଏବଂ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ବର୍ଗରେ ଅନ୍‌ଲାଇନ୍ ବ୍ୟବସାୟ ପାଇଁ ନୂତନ ପଦକ୍ଷେପ ଉପରେ ଧ୍ୟାନ ଦେବା ଲାଗି ଦୁଇଟି ସମ୍ପୂର୍ଣ୍ଣ ମାଲିକାନା ବିଶିଷ୍ଟ ସହାୟକ ସଂସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

September 23, 2026
Odisha named among India’s most pronounced drought hotspots as extremes spread along the eastern coast: 52-year study

ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ

September 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

September 23, 2026
Odisha named among India’s most pronounced drought hotspots as extremes spread along the eastern coast: 52-year study

ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ

September 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version