୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡାଜିଲ୍ଲା :- କଫିଳାସ ହୋଟେଲ୍ ଛକ ଠାରେ ଯୁବକ ଜଣକ ସାଇକେଲ୍ ପିଟି ଦେଉଥିବା ଏବଂ ରାସ୍ତାରେ ଯାଉଥିବା ସ୍ତ୍ରୀ ମାଆ ମାନଙ୍କୁ ଦ୍ବ-ବ୍ୟବହାର କରିଥିବା ଦେଖା ଦେଇଛି । ମାଆମାନେ ମହା କ୍ରୋଦ୍ଧରେ ଉଲଙ୍ଗନ ଅବସ୍ଥା ଯୁବକଙ୍କୁ ମାରିବା ଉଦ୍ଦେଶ୍ୟରେ ରହିଥିଲେ,କିନ୍ତୁ ଠିକ୍ ସମୟରେ ଅକସ୍ମାତ୍ ଘଟଣା ସ୍ଥଳରେ ପୋଲିସ୍ ପ୍ରଶାସନ ଆସି ପହଞ୍ଚିଲେ ।
ସେହି ମାଆ ସ୍ତ୍ରୀ ଲୋକମାନଙ୍କୁ ପୋଲିସ୍ ବୁଝା,ସୁଜା କରିଥିଲେ । ପାଗଳ ବ୍ୟକ୍ତିର ଗତି,ବିଦ୍ଧିମୂଳକ ଏହାର କଣ ଅଛି କହି ମାଆମାନଙ୍କୁ ପୋଲିସ୍ ଏହାର ସମାଧାନ କରିଥିଲେ । ତାହା ପରେ ପାଗଳ ବ୍ୟକ୍ତି ତାଙ୍କରି ସ୍ଥାନ ପଥ ମଧ୍ୟରେ ଗମନ କରିଥିଲେ ।
ସେହି ସ୍ଥାନରେ ଥିବା ବ୍ୟକ୍ତି ମାନେ କହୁଥିଲେ,ଜିଲ୍ଲା ପ୍ରଶାସନ ତରଫରୁ ପାଗଳ ବ୍ୟକ୍ତି ମାନଙ୍କୁ ନିର୍ଦ୍ଦାରିତ ସମୟ ସୀମା ମଧ୍ୟରେ କାର୍ଯ୍ଯକାରୀ ଯୋତା ଶୀଘ୍ର ପାଗଳ ବ୍ୟକ୍ତି ମାନଙ୍କର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ କରାଇବା ନେଇ । ତେବେ ପାଗଳ ବ୍ୟକ୍ତି ମାନଙ୍କୁ ମାନବ ଜୀବନ ମଧ୍ୟରେ ବଞ୍ଚିତ ହୁଅନ୍ତି ବ୍ୟକ୍ତି ଜଣକ । ସୂଚନା ରହିଥାଉ କି,ପାଗଳ ବ୍ୟକ୍ତିମାନଙ୍କୁ ଚିକିତ୍ସାଳୟ କେନ୍ଦ୍ରରେ କେବେ ଏହାର ମୂଲ୍ଯବାନ୍ ଜୀବନ ପାଇବାର ବାଟ ପାଇ ପାରିବେ ପାଗଳ ବ୍ୟକ୍ତି ମାନେ ଜିଲ୍ଲା ପ୍ରଶାସନ ଦେଖିବାକୁ ବାକି ରହିଛି ।