୧୩ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବଲାଙ୍ଗିର :- ପାଟଣାଗଡ଼ ବଲାଙ୍ଗିର ଜିଲ୍ଲାପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପଡ଼ା ବ୍ଲକ ସରପଞ୍ଚ ସଂଘ ର ସଭାପତି ବେଲପଡ଼ା ପଞ୍ଚାୟତ ସରପଞ୍ଚ
ହରିଶ ବୁଡେକ ଓ କପାଣି ସରପଞ୍ଚ ଭୂମିସୂତା ଧରୁଆ ଆଜି ବେଲପଡ଼ା ନବୀନ ଧର୍ମଶାଳା ଠାରେ ପାଟଣାଗଡ ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ଙ୍କ ଉପସ୍ଥିତିରେ ବିଜୁଜନତା ଦଳରେ ସାମିଲ ହୋଇ ଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ଙ୍କ ବେଲପଡ଼ା ବ୍ଲକ ପ୍ରତିିନିଧି କୁମୁଦ ମହାକୁଡ ବେଲପଡ଼ା ବ୍ଲକ ଅଧ୍ଯକ୍ଷା ଟିନା କୁମ୍ଭାର, ସମେତ ବେଲପଡ଼ା ବ୍ଲକ ର ୨୨ ଜଣ ସରପଞ୍ଚ ଉପସ୍ଥିତ ଥିବାବେଳେ ବେଲପଡ଼ା ବ୍ଲକ ର ଅନେକ ସଦସ୍ୟ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।