୧୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା ଜିଲ୍ଲା ;- ଗୁଣପୁର ବ୍ଲକ୍ ଅନ୍ତର୍ଗତ ଫୁଟ୍ଟାସିଙ୍ଗ୍ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ବରେଈ ଗ୍ରାମରୁ ନାମ-ବିରତ ରଇତ । ବରେଈ ଗ୍ରାମରୁ ସ୍କୁଲକୁ ପ୍ରତ୍ୟେକ ଦିନ ଯିବା ଆସିବା କରୁଥିବା ବେଳେ ଶିଶୁର ଆଜି ଅଚାନକ ଭାବେ ସାଇକେଲ ଚୋରି ହୋଇଛି । ସେ ସ୍କୁଲ ପାଠ୍ୟ ଶାଳା ଅଧ୍ୟୟନ କକ୍ଷ ଗୃହରେ ରହିଥିବା ସମୟରେ ସାଇକେଲ ଟେକି ନେଇ ଯାଇଛନ୍ତି ।
ଶ୍ରେଣୀ କକ୍ଷରୁ ବାହାରକୁ ଆସି ଦେଖିବା ମାତ୍ରକେ ସାଇକେଲ ଅକସ୍ମାତ୍ ଘଟଣାସମୂହ ଦେଖା ଯାଉ ନାହିଁ । ଛାତ୍ର ବିକଳ ହୋଇ ହାଇସ୍କୁଲର ଚତୁଃପାର୍ଶ୍ବରେ ଦେଖୁଛି ପାଇ ପାରୁ ନାହିଁ । ଏହା ପରେ ଠିକ୍ ସନ୍ଧ୍ୟା ସମୟରେ ଛାତ୍ରର ଅଭିଭାବକଙ୍କ ସହ ସ୍କୁଲର ଚତୁଃପାର୍ଶ୍ବରେ ଏବଂ କୋଣ ଅନୁ-କୋଣରେ ଭୂଲି ଭୂଲି ଦେଖୁଛନ୍ତି ପାଇ ପାରୁ ନାହାଁନ୍ତି । ଛାତ୍ର ଆଜି ବିକଳରେ ସ୍କୁଲ ଯିବାରେ ବହୁତ କଷ୍ଟ କର ହୋଇ ମନ ଦୁଃଖରେ ଭାଙ୍ଗି ପଢିଛନ୍ତି ଛାତ୍ର ।