୧୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ରାୟଗଡା ଜିଲ୍ଲା ର ପଦ୍ମପୁର,ଝୁମୁରିଗୁଡା,ଗୁଣପୁର ନିର୍ବାଚନ ଚୟନ ହାଇଯାଇଛି କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ଦଣ୍ଡାସୀ ସାହୁ ଙ୍କ ନେତୃତ୍ଵ ରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଧରମା ସାହୁ ଯୋଗ ଦେଇଥିଲେ । ଉପଦେଷ୍ଟା ଯୋଗୀ ସାହୁ ଯୋଗ ଦେଇଥିଲେ ।
ପୂର୍ବତନ ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ନିର୍ବାଚନ ଅଧିକାରୀ ହିସାବରେ ଦାୟିତ୍ଵ ତୁଲାଇଥିଲେ ଏଥିରେ ୫ଟି ଗ୍ରାମ ପରିଷଦ ଓ ୧ ଆଞ୍ଚଳିକ ପରିଷଦ ଗଠନ କରାଗଲା । ଏହି ସଭା କାର୍ଯ୍ୟ ରେ ୧୦୦୦ ରୁ ଜାତି ଭାଇ ସଦସ୍ୟ ଯୋଗ ଦେଇଥିଲେ । ଭଲ ଭାଇ ବେହେରା ,ସଭାପତି,ସମ୍ପାଦକ ଓ କର୍ମକର୍ତା ଯୋଗ ଦେଇଥିଲେ ।














