• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଗଞ୍ଜାମରେ ବିକଳ୍ପ ଜୀବନଜୀବିକା ମାଧ୍ୟମକୁ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ପ୍ରୋତ୍ସାହନ – ଚାଷୀଙ୍କୁ ଅତିରିକ୍ତ ଆୟ ଯୋଗାଇବ ଦୁଗ୍ଧ ଏଟିଏମ୍‌ – ବ୍ରହ୍ମୁର

Proprietor Abhimanyu Maharana by Proprietor Abhimanyu Maharana
June 26, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଗଞ୍ଜାମରେ ବିକଳ୍ପ ଜୀବନଜୀବିକା ମାଧ୍ୟମକୁ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ପ୍ରୋତ୍ସାହନ – ଚାଷୀଙ୍କୁ ଅତିରିକ୍ତ ଆୟ ଯୋଗାଇବ ଦୁଗ୍ଧ ଏଟିଏମ୍‌ – ବ୍ରହ୍ମୁର
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୬ ଜୁନ୍ ଶୁକ୍ରବାର ) ଭୁବନେଶ୍ୱର :- ଗଞ୍ଜାମରେ ବିକଳ୍ପ ଜୀବନଜୀବିକା ମାଧ୍ୟମକୁ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ପ୍ରୋତ୍ସାହନ – ଚାଷୀଙ୍କୁ ଅତିରିକ୍ତ ଆୟ ଯୋଗାଇବ ଦୁଗ୍ଧ ଏଟିଏମ୍‌- ବ୍ରହ୍ମୁର, ଜୁନ୍ ୨୫, ୨୦୨୦: ଲୋକମାନଙ୍କୁ ସବୁ ସମୟରେ ସତେଜ ଦୁଗ୍ଧ ଯୋଗାଇବା ଲକ୍ଷ୍ୟରେ ରଥ ଯାତ୍ରା ଅବସରରେ ବ୍ରହ୍ମୁରଠାରେ ଏକ ୨୪ ଘଣ୍ଟିଆ ଦୁଗ୍ଧ ଏଟିଏମ୍ ଉଦ୍‌ଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମୁରର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିସରରେ ଅବସ୍ଥିତ ଏହି ଦୁଗ୍ଧ ଏଟିଏମ୍ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଓ ଗ୍ରେଟର ଗଞ୍ଜାମ ଗଜପତି ସମବାୟ ଦୁଗ୍ଧ ଉôାଦକ ସଂଘ (ଜିଜିଜିଏମ୍‌ୟୁ)ର ଏକ ମିଳିତ ଦକ୍ଷେ ।

ଏହି ଏଟିଏମ୍‌ରେ ଏକସଙ୍ଗେ ୫୦୦ ଲିଟର ଦୁଗ୍ଧ ରହିାରିବ । ପାର୍ଲରରେ ବିକାିବାକୁଥିବା ଦୁଗ୍ଧ ସ୍ଥାନୀୟ ଚାଷୀମାନଙ୍କଠାରୁ ସଂଗ୍ରହ କରାିବ । ଜିଲ୍ଲାରେ ଥିବା କୁୋଷଣ ସମସ୍ୟାର ସମାଧାନ ଲକ୍ଷ୍ୟରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ଼ ଓ ଟାଟା ଟ୍ରଷ୍ଟର ସହୋଗରେ ଏହି ଦୁଗ୍ଧକୁ ନିୟମାନୁାୟୀ ଭିଟାମିନ୍ ଏ ଓ ଡି ୁକ୍ତ କର।।ଇ ଜୀବାଣୁମୁକ୍ତ ମଧ୍ୟ କରାଯିବ । ଏହି ଦୁଗ୍ଧ ଏଟିଏମ୍‌ର ଉଦ୍‌ଘାଟନ ସମୟରେ ବ୍ରହ୍ମୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଓ ଗଞ୍ଜାମ ଜିଲ୍ଲ।।ଳ ତଥା ମାଜିଷ୍ଟ୍ରେଟ୍ ଶ୍ରୀ ବିଜୟ ଅମ୍ରୁତ କୁଲାଙ୍ଗେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଉପ-ଜିଲ୍ଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଓ ଏମ୍‌କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ଡଃ ସନ୍ତୋଷ କୁମାର ମିଶ୍ର ଏବଂ ଟିଏସ୍‌ଏଫ୍ ଟିମ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ଣ୍ଡା କହିଥିଲେ ଯେ, “ଏହା ବ୍ରହ୍ମୁର ସହରକୁ ୍ଲାଷ୍ଟିକ୍ ମୁକ୍ତ କରିବା ଦିଗରେ ମଧ୍ୟ ସହାୟକ ହେବ, କାରଣ କ୍ଷୀର ପ୍ୟାକେଟ୍ ବହୁମାତ୍ରାରେ ଜୈବିକ ଉାୟରେ ନଷ୍ଟ ହୋଇପାରୁନଥିବା ଭଳି ବର୍ଜ୍ୟ ସୃଷ୍ଟି କରିଥାଏ” । ଏହି ସ୍ୱତନ୍ତ୍ର ଉଦ୍ୟମକୁ ୍ରଶଂସା କରି ଶ୍ରୀ କୁଲାଙ୍ଗେ କହିଥିଲେ ଯେ, “ସ୍ଥାନୀୟ ଦୁଗ୍ଧ ଚାଷୀମାନଙ୍କର ରୋଜଗାରର ମାଧ୍ୟମ ବୃଦ୍ଧି କରିବା ଦିଗରେ ଜିଲ୍ଲା ପ୍ରଶାସନ ସହିତ ମିଶି ଟିଏସ୍‌ଏଫ୍ ପକ୍ଷରୁ ଅନେକ ପଦକ୍ଷେ ନିଆଯାଇଛି । ଏହା ଜିଲ୍ଲାର ସବୁଠାରୁ ୍ରତିଷ୍ଠିତ ହସ୍ପିଟାଲ ହୋଇଥିବାରୁ ଦୂରଦୂରାନ୍ତରୁ ବହୁ ଲୋକ ଏଠାରେ ଚିକିତ୍ସା ହେବାକୁ ଆସିଥାନ୍ତି । ତେଣୁ, ଏହି ଦୁଗ୍ଧ ପାର୍ଲର ଦ୍ୱାରା ହସ୍ପିଟାଲ କର୍ମଚାରୀଙ୍କ ବ୍ୟତୀତ ରୋଗୀ ଓ ସେମାନଙ୍କ ପରିଚାରକ ଲାଭାନ୍ୱିତ ହୋଇାରିବେ । ବର୍ତ୍ତମାନର ଏକ କଠିନ ପରିସ୍ଥିତିରେ ଏହା ବହୁ ଲୋକମାନଙ୍କ ପାଇଁ ବରଦାନ ସଦୃଶ ସାବ୍ୟସ୍ତ ହେବ” । ଟାଟା ଷ୍ଟିଲ ଚିଫ୍ (ସିଏସଆର) ଶ୍ରୀ ସୌରଭ ରୟ କହିଥିଲେ େ, “ଜିଜିଜିଏମ୍‌ୟୁ ସହ ମିଶି ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ।ଇଁ ଅତିରିକ୍ତ ରୋଜଗାରର ମାଧ୍ୟମ ସୃଷ୍ଟି କରିାରିଥିବାରୁ ଆମେ ଗର୍ବିତ । ଟିଏସ୍‌ଏଫ୍‌ରେ, ଆମେ ସର୍ବଦା ଏପରି ସହଭାଗିତାରେ ର୍କ୍ୟା କରୁଛୁ, ଯାହାଦ୍ୱାରା ସ୍ଥାନୀୟ ଲୋକମାନେ ଯଥାସମ୍ଭବ ଉପକୃତ ହୋଇପାରିବେ” ।

ଟାଟା ଷ୍ଟିଲ ଗେ।।ଳୁର ସିଏସ୍‌ଆର ଶାଖା କ୍ଷରୁ ୮ଟି ଦୁଗ୍ଧ ସମବାୟ ସଂସ୍ଥା ପରିଚାଳନା କରାଯାଉଛି । ୨୦୧୩ ମସିହାରେ ୧୦ଟି ଚାଷୀ ଓ ପ୍ରତିଦିନ ୬୦ଲିଟର କ୍ଷୀର ଉôାଦନ ସହିତ ଏହି ଯାତ୍ରାର ଆରମ୍ଭ ହୋଇଥିବାବେଳେ ଆଜି ଏଥିରେ ୩୫୪ ଜଣ ଚାଷୀ ଦିନକୁ ୍ରାୟ ୧୮୦୦ ଲିଟର କ୍ଷୀର ଉôାଦନ କରୁଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ସମବାୟ ସଂସ୍ଥାଗୁଡ଼ିକରୁ ପ୍ରାୟ ୨,୯୯,୭୯୩.୨ ଲିଟର କ୍ଷୀର ସଂଗ୍ରହ କରାଯାଇଛି । ଦୁଗ୍ଧ ଏଟିଏମ୍‌ରୁ ଚାଷୀମାନଙ୍କୁ ସିଧାସଳଖ ମିଳୁଥିବା ଲାଭ ଓ ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ୩ଟି ଦୁଗ୍ଧ ଏଟିଏମ୍ ସ୍ଥାନ କରିବାକୁ ଜିଜିଜିଏମ୍‌ୟୁ ସହିତ ମିଶି ୋଜନା ପ୍ରସ୍ତୁତ କର।।ଇଥିଲା । ଏହା ଦ୍ୱିତୀୟ ଦୁଗ୍ଧ ଏଟିଏମ୍ ହୋଇଥିବାବେଳେ ପ୍ରଥମଟି ଗତ ବର୍ଷ ଗେଟ୍ ବଜାର ରୋଡ଼ରେ ଉଦ୍‌ଘାଟିତ ହୋଇଯାଇଛି । ଖୁବ ଶୀଘ୍ର ଛତ୍ରୁର ସହରରେ ତୃତୀୟ ଦୁଗ୍ଧ ଏଟିଏମ୍‌ର ସ୍ଥାପନା କରାଯିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

March 8, 2026
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version