• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କମିଟି ଗଠନ କରିବାକୁ ଯାଇଥିଲେ ବହିଷ୍କୃତ କର୍ମକର୍ତ୍ତା : ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଛତ୍ରଭଙ୍ଗ ହେଲେ

Proprietor Abhimanyu Maharana by Proprietor Abhimanyu Maharana
July 8, 2023
in ଓଡ଼ିଶା, କଳାହାଣ୍ଡି, ହୋମ୍
0
କମିଟି ଗଠନ କରିବାକୁ ଯାଇଥିଲେ ବହିଷ୍କୃତ କର୍ମକର୍ତ୍ତା : ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଛତ୍ରଭଙ୍ଗ ହେଲେ
Share on FacebookShare on TwitterWhatsapp

୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :- ପଦବୀର ଦୁରୁପଯୋଗ, ଆର୍ଥିକ ଅନିୟମିତତା, ସଂଗଠନର ଉପବିଧିକୁ ବେଖାତିର କରି ଗୁପ୍ତବୈଠକ ଆୟୋଜନ କରି ନିଜକୁ ନିଜେ ଆତ୍ମଘୋଷିତ କର୍ମକର୍ତ୍ତା ବୋଲି ଘୋଷଣା କରିବା ଯୋଗୁଁ ପୂର୍ବତନ ସଭାପତି ଧନଞ୍ଜୟ ଦୀପ, ସାଧାରଣ ସଂପାଦକ ଯତୀନ୍ଦ୍ର କର ଓ କୋଷାଧ୍ୟକ୍ଷ ଚୈତନ୍ୟ ବେମାଲଙ୍କୁ ବହିଷ୍କାର କରିଥିଲା ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ । ତେବେ ବହିଷ୍କୃତ ହେବାପରେ ବି ସେମାନଙ୍କ ପଦପଦବୀ ମୋହ ଛାଡ଼ିନାହିଁ ଓ ସେମାନେ ନିଜକୁ ନିଜେ ଆତ୍ମଘୋଷିତ ସଭାପତି, ସଂପାଦକ ବୋଲି ପରିଚୟ ଦେଇ ବୁଲୁଛନ୍ତି । ଏହିପରି ଭାବେ ଆଜି ନର୍ଲା ବ୍ଲକର ବାଗପୁରଠାରେ ଏକ ଗୁପ୍ତ ବୈଠକ କରି ନର୍ଲା ବ୍ଲକ କମିଟି ଗଠନ କରିବାକୁ ସେମାନେ ଉଦ୍ୟମ କରୁଥିବାବେଳେ ଲୋକଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି ।

ଏପରିକି ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ହୋଇ ଆତ୍ମଘୋଷିତ କର୍ମକର୍ତ୍ତାମାନେ ଛତ୍ରଭଙ୍ଗ ଦେଇଥିବା ଏବେ ନର୍ଲା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାଯୋଗ୍ୟ ନର୍ଲା ବ୍ଲକରେ ୨୬ଟି ପଞ୍ଚାୟତ ଥିବାବେଳେ ବ୍ଲକ ଅଞ୍ଚଳରେ ଦ୍ବିତୀୟ ବୃହତ୍ତମ ଜନଗୋଷ୍ଠୀ ଭାବେ ଅନୁସୂଚିତ ଜାତିର ଲୋକେ ରହିଛନ୍ତି । ସେହିପରି ଭାବେ ଏଇ ବୃହତ୍ତମ ଜନଗୋଷ୍ଠୀର ପ୍ରତିନିଧିତ୍ବ କରୁଥିବା ସଂଗଠନଗୁଡ଼ିକର ସଂଗଠନ ହେଉଛି ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ । ତେବେ ବ୍ଲକର କୌଣସି ପଞ୍ଚାୟତର କର୍ମକର୍ତ୍ତାଙ୍କୁ ସୂଚନା ନଦେଇ ହାତଗଣତି କିଛିଲୋକଙ୍କୁ ନେଇ ବହିଷ୍କୃତ କର୍ମକର୍ତ୍ତାମାନେ ଆଜି ଫେଡେରେସନର ପୂର୍ଣ୍ଣାଙ୍ଗ ବ୍ଲକ କମିଟି ଗଠନ କରିବାକୁ ହୀନ ଉଦ୍ୟମ କରୁଥିବାବେଳେ ଏହାକୁ ଜୋରଦାର ବିରୋଧ କରାଯିବା ଦେଖିବାକୁ ମିଳିଥିଲା ।

ଏପରିକି ବହିଷ୍କୃତ କର୍ମକର୍ତ୍ତାମାନେ ନିଜ ବିରୋଧରେ ହୋଇଥିବା ଅଭିଯୋଗର ଜବାବ ଦେଇ ପାରିନଥିବାବେଳେ କେଉଁ ଅଧିକାର ବଳରେ ଆଉ ଏକ ବ୍ଲକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଲେ ବୋଲି ଲୋକେ ପ୍ରଶ୍ନ କରିଥିଲେ । ସେହିପରି ଜିଲ୍ଲାର ଦ୍ବିତୀୟ ବୃହତ୍ତମ ଜନସଂଖ୍ୟାକୁ ଧୋକା ଦେଇ ନିଜର ଦୁଇବର୍ଷିଆ କାର୍ଯ୍ୟକାଳ ପୁରିଯିବା ପରେ ବି ବେନିୟମ ଭାବେ ପଦପଦବୀକୁ ମାଡ଼ି ବସିବାକୁ ଚକ୍ରାନ୍ତ କରିବା, ସଂଗଠନକୁ ଭାଗଭାଗ କରିବାକୁ ପୂର୍ବତନ ସଭାପତି, ପୂର୍ବତନ ସାଧାରଣ ସଂପାଦକ ଓ ଦୁଇ ତିନିଜଣ ପୂର୍ବତନ କର୍ମକର୍ତ୍ତା ମନ୍ଦ ଉଦ୍ୟମ ଜାରି ରଖିବାକୁ ନେଇ ବ୍ଲକର ଅନେକ କର୍ମକର୍ତ୍ତା ଜୋରଦାର ବିରୋଧ କରିଥିଲେ । ଏପରିକି ସଂଗଠନ ନାଁରେ ବ୍ୟକ୍ତିଗତ ଭାବେ ଅର୍ଥ ଆଦାୟ ଓ ହରିଲୁଟକୁ ନିନ୍ଦା କରିଥିଲେ ବ୍ଲକ ସଂଗଠନର କର୍ମକର୍ତ୍ତା ।ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ବହିଷ୍କୃତ କର୍ମକର୍ତ୍ତା କାନମୁଣ୍ଡ ଆଉଁସି ଫେରିଯିବାକୁ ବାଧ୍ୟ ହୋଇଥିଲେ ।

ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ହୋଇ ଆତ୍ମଘୋଷିତ ସଂଗଠନର କର୍ମକର୍ତ୍ତାମାନେ ଛତ୍ରଭଙ୍ଗ ଦେବାପରେ ସେମାନଙ୍କ ଦ୍ବାରା କମିଟି ଗଠନର ହୀନ ଉଦ୍ୟମ ଫସର ଫାଟିବା ଦେଖିବାକୁ ମିଳିଥିଲା । ଏଥିଯୋଗୁଁ ବହିଷ୍କୃତ ଓ ଆତ୍ମଘୋଷିତ ସଂଗଠନର ପୂର୍ବତନ ସଭାପତି ଧନଞ୍ଜୟ ଦୀପ, ପୂର୍ବତନ ସାଧାରଣ ସଂପାଦକ ଯତୀନ୍ଦ୍ର କର, ଜୟପ୍ରକାଶ ଜାଲ, ବିଜୟରାଜ ଶିଖା, ତେଜରାଜ ବେହେରା, ଗିରିଜା ବେହେରା, ବୃନ୍ଦାବନ ନାଗ ପ୍ରମୁଖଙ୍କୁ ବେଶ୍ ହଟହଟା ହେବାକୁ ପଡ଼ିଥିଲା । ତେବେ ଏନେଇ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଜିଲ୍ଲା ସାଧାରଣ ସଂପାଦକ ସୂର୍ଯ୍ୟନାରାୟଣ କୁମାରଙ୍କ ମତାମତ ନିଆଯିବାରୁ ସେ କହିଛନ୍ତି ଯେ, ଫେଡେରେସନର ଉପବିଧିକୁ ଅସମ୍ମ୍ନାନ କରି ନିଜର ଦୁଇବର୍ଷିଆ କାର୍ଯ୍ୟକାଳ ପୁରିଯିବାପରେ ବି ସଂଗଠନକୁ କୌଣସି ହିସାବପତ୍ର ନଦେବା,

ସମାନ୍ତରାଳ ଗୋଷ୍ଠୀ ଗଠନ ଓ ନିଜକୁ ଆତ୍ମଘୋଷିତ କର୍ମକର୍ତ୍ତା ଘୋଷଣା କରିବା ସହିତ ପଦବୀର ଦୁରୁପଯୋଗ ଅଭିଯୋଗ ହେବାରୁ ପ୍ରଥମେ କାରଣ ଦର୍ଶାଅ ନୋଟିସ୍ ପରେ ଜିଲ୍ଲାର ୧୩ଟି ବ୍ଲକ, ତିନୋଟି ଏନ୍ଏସି ଓ ଗୋଟିଏ ମ୍ୟୁନସିପାଲିଟିର ସମସ୍ତ ସଦସ୍ୟ, ସଦସ୍ୟାଙ୍କ ମତାମତ କ୍ରମେ ସେମାନଙ୍କୁ ବହିଷ୍କାର କରାଯାଇଛି ।ଏହାସତ୍ତ୍ବେ ସେମାନେ ବେଆଇନ ଭାବେ ପଦପଦବୀ ଓ ଫେଡେରେସନର ନାଁ ଓ ବ୍ୟାନର ବ୍ୟବହାର କରୁଥିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଖୁବ୍ ଶୀଘ୍ର ଫେଡେରେସନର କ୍ଷମତାପ୍ରାପ୍ତ କାର୍ଯ୍ୟକାରୀ କମିଟି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ କହିଛନ୍ତି ।ସେହିପରି ବହିଷ୍କୃତ କର୍ମକର୍ତ୍ତାମାନେ ସମାଜରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାର ପ୍ରଚାରପ୍ରସାର କରିବା ସହିତ ଲୋକଙ୍କୁ ବିଭ୍ରାନ୍ତ କରୁଥିବାରୁ ସେମାନଙ୍କଠାରୁ ସମସ୍ତେ ଦୂରେଇ ରହିବାକୁ ଫେଡେରେସନ ତରଫରୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version