• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ ବୈଦ୍ୟୁତିକ ଫର୍କଲିଫ୍ଟ ଫ୍ଲିଟର କାର୍ଯ୍ୟରେ ବ୍ୟବହାରକୁ ବିସ୍ତାର କରିଛି

Proprietor Abhimanyu Maharana by Proprietor Abhimanyu Maharana
July 8, 2023
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ ବୈଦ୍ୟୁତିକ ଫର୍କଲିଫ୍ଟ ଫ୍ଲିଟର କାର୍ଯ୍ୟରେ ବ୍ୟବହାରକୁ ବିସ୍ତାର କରିଛି

PRIMO | Aluminium-Landscape mailers - 1

Share on FacebookShare on TwitterWhatsapp

 ଏଥିରେ ଭାରତର ସର୍ବପ୍ରଥମ ୧୦ଟନ୍ ବୈଦ୍ୟୁତିକ ଫର୍କଲିଫ୍ଟ ଅନ୍ତର୍ଭୁକ୍ତ, ଓଡ଼ିଶାର ଝାରସୁଗୁଡାରେ କମ୍ପାନୀର କାର୍ଯ୍ୟରେ ନିୟୋଜିତ କରିଛି ।

 ଇଭି ଫର୍କଲିଫ୍ଟ ଫ୍ଲିଟଗୁଡିକ ବର୍ତମାନ କମ୍ପାନୀର ବାଲକୋ (ଛତିଶଗଡ) ଏବଂ ଲାଞ୍ଜିଗଡ (ଓଡିଶା) ୟୁନିଟରେ ବ୍ୟବହୃତ ହୋଇଛି ।

PRIMO | Aluminium-Landscape mailers – 2

୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭାରତରେ ଆଲୁମିନିୟମର ସର୍ବବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ବର୍ତମାନ ଭାରତର ସର୍ବବୃହତ ବୈଦ୍ୟୁତିକ ଲିଥିୟମ-ଆୟନ ଫର୍କଲିଫ୍ଟର ବ୍ୟବହାର କରିଛି ଏବଂ ମୋଟ ୪୪ ଟି ୟୁନିଟ୍ ବର୍ତମାନ ଓଡିଶା ଏବଂ ଛତିଶଗଡରେ ଏହାର କାର୍ଯ୍ୟରେ ନିୟୋଜିତ ହୋଇଛି । କମ୍ପାନୀ ନିକଟରେ ଭାରତର ପ୍ରଥମ ୧୦ ଟନ୍‌ ଇଲେକ୍ଟ୍ରିକ୍ ଲିଥିୟମ୍‌-ଆୟନ ଫର୍କଲିଫ୍ଟକୁ ଏହାର ମେଗା ଆଲୁମିନିୟମ୍ ସ୍ମେଲଟର ଝାରସୁଗୁଡା, ଓଡିଶାରେ ମଧ୍ୟ ନୟୋଜିତ କରିଛି । ଏଥିସହ ଏହା ପ୍ରଥମ ଥର ପାଇଁ ଓଡିଶାର ଲାଞ୍ଜିଗଡରେ ଥିବା ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀରେ ଏବଂ ଛତିଶଗଡର କୋରବା ଠାରେ ଅବସ୍ଥିତ ଭାରତର ପ୍ରତିଷ୍ଠିତ ଆଲୁମିନିୟମ୍ ଉତ୍ପାଦକ ୩- ଟନ୍ ଏବଂ ୫ ଟନ୍ ଇଲେକ୍ଟ୍ରିକ୍ ଫର୍କଲିଫ୍ଟର ମଧ୍ୟ ବ୍ୟବହାର କରିଛି ।

ଏହି ଗତି ବେଦାନ୍ତ ଆଲୁମିନିୟମ୍ ର କାର୍ଯ୍ୟର ସ୍ଥାୟୀ ପ୍ରକୃତିକୁ ବଢାଇଥାଏ । ଗିୟର (ଜେମିନି ଇକ୍ୟୁପମେଂଟ ଆଣ୍ଡ ରେଂଟାଲସ ପ୍ରା.ଲି) ଭାରତ ଏବଂ ଟାରନ୍ ଲିଫ୍ଟ ଆଣ୍ଡ ମୁଭ୍ ସହଯୋଗରେ ନିଆଯାଇଛି, ଯାହାକି ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ଏହାର ଶିଳ୍ପ ଯାନବାହାନ ଚଳାଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ସେମାନଙ୍କର ଦ୍ରୁତ ଏବଂ ନିରାପଦ ବ୍ୟାଟେରୀ ଚାର୍ଜିଂ କ୍ଷମତା ସହିତ ଫର୍କଲିଫ୍ଟଗୁଡିକ କାର୍ଯ୍ୟକ୍ଷମ ଦକ୍ଷତାକୁ ଉନ୍ନତ କରିବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଇନ୍ଧନ ଖର୍ଚ୍ଚ ହ୍ରାସ କରିବାରେ ମହତ୍ୱପୂର୍ଣ ଅବଦାନ ପ୍ରଦାନ କରିଥାଏ ତତସହିତ ୨୦୫୦ ସୁଦ୍ଧା ନିଟ୍ ଶୂନ କାର୍ବନ ନିର୍ଗମନ ଲକ୍ଷ୍ୟରେ ବେଦାନ୍ତ ଆଲୁମିନିୟମ୍‌ର ଲକ୍ଷ୍ୟ ପୂରଣ କରିବାକୁ ଏକ ଗୁରୁତ୍ୱପୂଣ୍ଣ ଭୁମିକା ଗ୍ରହଣ ମଧ୍ୟ କରିଛି । ଇଲେକ୍ଟ୍ରିକ୍ ଲିଥିୟମ୍‌-ଆୟନ ଫର୍କଲିଫ୍ଟର ବ୍ୟବହାର କମ୍ପାନୀର କାର୍ବନ ଫୁଟ୍ ପ୍ରିଂଟକୁ ଯଥେଷ୍ଟ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

 ଗ୍ରୀନ୍‌ହାଉସ୍ ଗ୍ୟାସ୍ ନିର୍ଗମନର ଏକ ସମ୍ଭାବ୍ୟ ହ୍ରାସ ବାର୍ଷିକ ପ୍ରାୟ ୧,୬୦୦ ଟନ୍‌ ସିଓ୨ ସହ ସମାନ । କେବଳ ୧୦ ଟନ୍ ଫର୍କଲିଫ୍ଟ ବର୍ଷକୁ ୮୫ ଟନ୍ ସିଓ୨/ ଯାନବାହାନରେ ନିର୍ଗମନକୁ ହ୍ରାସ କରେ ।

 ବର୍ଷକୁ ୫.୧ ଲକ୍ଷ ଲିଟରରୁ ଅଧିକ ସଂଚୟ ସହିତ ଡିଜେଲ ବ୍ୟବହାରକୁ ଯଥେଷ୍ଟ ହ୍ରାସ କରିଥାଏ ।

କମ୍ପାନୀ ୨୦୩୦ ସୁଦ୍ଧା ଏହାର ହାଲୁକା ମୋଟର ଯାନ (ଏଲଏମଭି) ଫ୍ଲିଟର ୧୦୦% ଏବଂ ୨୦୩୫ ସୁଦ୍ଧା ୭୫% ଖଣି ଫ୍ଲିଟର ଡିକାର୍ବୋନାଇଜ୍ କରିବାକୁ ପ୍ରତିଶ୍ରୁତି ଦେଇଛି । ଆର୍ôଥକବର୍ଷ୨୩ରେ ବେଦାନ୍ତ ଆଲୁମିନିୟମ୍ ଘରୋଇ ଉତ୍ପାଦନ ଶିଳ୍ପ ପାଇଁ ଏକ ଅଗ୍ରଦୂତ ଭାବରେ ଝାରସୁଗୁଡାସ୍ଥିତ କାରଖାନାରେ ୨୭ଟି ଫର୍କଲିଫ୍ଟ ବ୍ୟବହାର କରି ବିଶ୍ୱର ଝରଦ୍ଭଗ୍ଦସଗ୍ଧସଙ୍ଖସଗ୍ଧଚ୍ଚ: ଚଙ୍କଭକ୍ଷସମ (ଉ୪) ବୃହତମ ଆଲୁମିନିୟମ୍ ସ୍ମେଲଟରମାନଙ୍କ ମଧ୍ୟରେ ଉଭା ହୋଇଛି । ଏହା ସେହି ସମୟରେ ଦେଶର ସର୍ବବୃହତ ଇଭି ଫର୍କଲିଫ୍ଟ ଫ୍ଲିଟ ଭାବରେ ଉଭା ହୋଇଥିଲା ଏବଂ କମ୍ପାନୀ ଏହାର ପ୍ଲାଂଟଗୁଡିକର ଫ୍ଲିଟ ଆକାରକୁ ଚଳିତ ବର୍ଷ ୪୪ୟୁନିଟକୁ ବୃଦ୍ଧି କରିଛି, ପ୍ରଥମ ଫ୍ଲିଟର ଫଳସ୍ୱରୂପ ମହତ୍ୱପୂର୍ଣ୍ଣ ଡିକାର୍ବୋନାଇଜେସନ୍ ଲାଭ ଦ୍ୱାରା ଏହା ଉତ୍ସାହିତ ହୋଇଛି ।

କାର୍ଯ୍ୟରେ ଉନ୍ନତ ନିରାପତା ଏବଂ ଦକ୍ଷତା ନିଶ୍ଚିତ କରିବାକୁ, ଏହି ଫର୍କଲିଫ୍ଟଗୁଡିକ ଆଓଟି- ଆଧାରିତ ‘ସ୍ମାର୍ଟ ଫ୍ଲାଇଟ୍ ମ୍ୟାନେଜମେଂଟ ସିଷ୍ଟମ୍ ସହିତ ସକ୍ଷମ ହୋଇଛି । ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଫର୍କଲିଫ୍ଟ କାର୍ଯ୍ୟଦକ୍ଷତାର ରିଅଲ-ଟାଇମ ମନିଟରିଂ ପାଇଁ ଅନୁମତି ଦେଇଥାଏ, ଭବିଷ୍ୟବାଣୀ ରକ୍ଷଣାବେକ୍ଷଣକୁ ସକ୍ଷମ କରିଥାଏ ଏବଂ ସାଇଟରେ ସର୍ବୋଚ୍ଚ ସୁରକ୍ଷାମାନକୁ ନିଶ୍ଚିତ କରିଥାଏ । ଅଧିକନ୍ତୁ, ସେଗୁଡିକ ଫରୱାର୍ଡ ଏବଂ ରିଭର୍ସ କ୍ୟାମେରା ସହିତ ସଜ୍ଜିତ ହୋଇଛି, ଅପରେଟରମାନଙ୍କ ପାଇଁ ସମ୍ପୂର୍ଣ୍ଣ ଦୃଶ୍ୟମାନତା, ରେଡ୍‌- ଜୋନ୍ ଲାଇଟ୍ ଏବଂ ନୀଳ ସ୍ପଟ୍ ଲାଇଟ୍ ଯାହା ଫର୍କଲିଫ୍ଟ ଚାରିପାଖରେ ଏକ ସୁରକ୍ଷିତ ଅପରେଟିଂ ଜୋନ୍ ସୃଷ୍ଟି କରିଥାଏ, ଏବଂ ବର୍ଦ୍ଧିତ ନିରାପତା ପାଇଁ ଟର୍ନ କରିବା ସମୟରେ ଏକ ସ୍ୱୟଂଚାଳିତ ହ୍ରାସ ଯନ୍ତ୍ରକୌଶଳର ବ୍ୟବହାର କରାଯାଇଥାଏ ।

ମୂଳ ଉତ୍ପାଦନ କାର୍ଯ୍ୟରେ ଲିଙ୍ଗଗତ ବିବିଧତା ବୃଦ୍ଧି ଦିଗରେ ଏହାର ପ୍ରୟାସ, କମ୍ପାନୀ ମହିଳା ଏବଂ ଟ୍ରାନ୍ସଜେଣ୍ଡର ପ୍ରଫେସନାଲମାନଙ୍କୁ ଏହି ଟପ୍‌-ଅଫ୍‌-ଲାଇନ୍ ଫର୍କଲିଫ୍ଟ ଚଳାଇବାରେ ବିଶେଷଜ୍ଞ ଭାବରେ ତାଲିମ ଦେଉଛି । ଏହି ବିକାଶର ମହତ୍ୱ ବିଷୟରେ ନିଜର ମତବ୍ୟକ୍ତ କରି ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଆଲୁମିନିୟମ୍ ବ୍ୟବସାୟ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମେରେ ଆମେ ଆମର ସ୍ଥିରତା ପ୍ରଦର୍ଶନକୁ ବଢାଇବା ପାଇଁ ଅଭିନବ ଅଭ୍ୟାସ ଅନୁସନ୍ଧାନ ଏବଂ ପ୍ରୟୋଗ ଜାରି ରଖିଛୁ ଏବଂ ଆଲୁମିନିୟମର ସର୍ବୋତମ ଗୁଣ ମଧ୍ୟ ଉତ୍ପାଦନ କରୁଛୁ । ଆମେ ଇଏସଜି ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ, ଯାହା ଆମର ସମସ୍ତ ବ୍ୟବସାୟ ପ୍ରୟାସର ମୂଳଦୁଆ ସୃଷ୍ଟି କରେ ।

ଅଗ୍ରଣୀ ବୈଷୟିକ ପ୍ରଦାନକାରୀଙ୍କ ସହିତ ଆମର ସହଭାଗୀତା ଆମକୁ ଶିଳ୍ପରେ ସ୍ଥାୟୀ ସାମଗ୍ରୀ ପରିଚାଳନା ଅଭ୍ୟାସକୁ ଅଗ୍ରଗତି କରିବାକୁ ସକ୍ଷମ କରିଛି । ଭାରତର ପ୍ରଥମ ୧୦ ଟନ୍ ଇଲେକ୍ଟ୍ରିକ୍ ଲିଥିୟମ୍‌- ଆୟନ ଫର୍କଲିଫ୍ଟର ଶୁଭାରମ୍ଭ ଏକ ନେଟ୍ ଜିରୋ ଭବିଷ୍ୟତର ପରିବର୍ତନକୁ ତ୍ୱରାନ୍ୱିତ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ ଅଟେ । ବେଦାନ୍ତ ଆଲୁମିନିୟମ ସହ ସହଭାଗିତା ଉପରେ ନିଜର ମତ ପ୍ରକାଶ କରି ଗିଅର ଇଣ୍ଡିଆର କାର୍ଯ୍ୟନିର୍ବାହୀ ସଭାପତି ଶ୍ରୀ ଭରୁଣ ଚୋପ୍ରା କହିଛନ୍ତି ଯେ ସେମାନଙ୍କ ସ୍ଥିରତା ଯାତ୍ରାରେ ବେଦାନ୍ତ ଆଲୁମିନିୟମ ସହ ଭାଗିଦାରୀ ହୋଇ ଆମେ ଆନନ୍ଦିତ । ଗିଅର ସ୍ଥାୟୀ ସାମଗ୍ରୀ ନିୟନ୍ତ୍ରଣ ସମାଧାନର ଅଗ୍ରଣୀ, ବେଦାନ୍ତ ଆଲୁମିନିୟମ୍‌ର ଡିକାର୍ବୋନାଇଜେସନ୍ ଯାତ୍ରାରେ ଅଂଶୀଦାର ହୋଇଥିବାରୁ ଗର୍ବିତ ।

ଭାରତର ପ୍ରଥମ ୧୦ ଟନ୍ ଇଲେକ୍ଟ୍ରିକ୍ ଲିଥିୟମ୍‌-ଆୟନ ଫର୍କଲିଫ୍ଟର ବ୍ୟବହାର ବେଦାନ୍ତ ଝାରସୁଗୁଡା ଏବଂ ବାଲକୋରେ ନିୟୋଜିତ ଜିରୋ ଏମିସନ୍ ଲିଥିୟମ୍‌-ଆୟନ ଫର୍କଲିଫ୍ଟଷ୍ଟାର ୪୧ ଟି ୟୁନିଟ୍‌ର ଏକ ଅଂଶ । ପରିଷ୍କାର ଏବଂ ଦକ୍ଷ ବୈଦୁତିକ ଗତିଶୀଳତା ଏବଂ ସାମଗ୍ରୀ ନିୟନ୍ତ୍ରଣ ସମାଧାନକୁ ଅଗ୍ରଗତି କରିବା ପାଇଁ ଏହା ଆମର ସହଭାଗୀ ପ୍ରତିବଦ୍ଧତାକୁ ଆଲୋକିତ କରେ । ଝରଦ୍ଭଗ୍ଦସଗ୍ଧସଙ୍ଖସଗ୍ଧଚ୍ଚ: ଚଙ୍କଭକ୍ଷସମ (ଉ୪) ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍‌ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା ।

ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version