୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଳକ୍ ଅନ୍ତର୍ଗତ କୁଲୁସିଙ୍ଗ୍ ଗ୍ରାମପଞ୍ଚାୟତ ଅବସ୍ଥିତ ସାରାପ୍ ସିଂ ଗ୍ରାମରେ ଧାନ ତଳି ଘରା ଏବଂ ମାଣ୍ଡିଆ ମରୁଡ଼ି ହୋଇ ପଡିଛି । ଏହା କୃଷି ବିଭାଗ କେନ୍ଦ୍ର ଗୁଣପୁର ଅଧିକାରୀ ସୂଚନା ରହିଥାଉ କି ଏହାର କାର୍ଯ୍ଯକାରୀ କରିବା ନେଇ । ଗୁଣପୁର ଅଞ୍ଚଳରେ ପ୍ରବଳରୁ ଅତିରିକ୍ତ ହୋଇ ଗ୍ରାମ ଗ୍ରାମମାନଙ୍କରେ ବିଲ କେତ୍ରରେ ଧାନ ତଳି ଘରା,ମାଣ୍ଡିଆ ମରୁଡି ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଏହାର ତଦାରଖ ପ୍ରଶାସନ ଅଣଦେଖା ହେବାରୁ କୃଷକ ଆଜି ମୁଣ୍ଡ ଟେକୁ ନାହିଁ ।
କୃଷକମାନେ ଅଣ୍ଟା ବିଢିବା ଅପେକ୍ଷା ଆଜି କୃଷକ ମୁଣ୍ଡରେ ହାତ ଦେଇ ଦୁଃଖ ମଧ୍ୟରେ ରହିଛନ୍ତି । ଧାନ ବିହନ, ମାଣ୍ଡିଆ ବିହନ ଲଗାଇ କ୍ଷତି ହୋଇଛି, ଏହା ସତ୍ତ୍ବେ କ୍ଷତି ପୁରଣ ଭାବଦରେ ବିହନ ଯୋଗାଇବା ବ୍ୟବସ୍ଥା କରିବା ଗ୍ରାମାଞ୍ଚଳରେ ଭଦ୍ର ବ୍ୟକ୍ତିମାନେ ପ୍ରଶାସନ ତରଫରୁ ଗୁହାରି କରୁଛନ୍ତି ।
କୃଷକ ମାନଙ୍କୁ ଧାନ ବିହନ, ମାଣ୍ଡିଆ ବିହନ ଇତ୍ୟାଦି କୃଷି ବିଭାଗ କେନ୍ଦ୍ରରୁ କ୍ଷତି ଯୋଗାଇ ଦେଲେ ଅଞ୍ଚଳବାସୀ ପୁଣି ଥରେ ଧାନ ବିହନ,ମାଣ୍ଡିଆ ବିହନ ଇତ୍ୟାଦି ଅଣ୍ଟା ବିଢି କୃଷକ ଆଜୀବନ ବର୍ଷକ ଖାଦ୍ୟ ପରିବାର ସହ ବୋରଣ ପୋଷଣ ଚଳି ବଞ୍ଚିତ ହୋଇ ପାରିବେ ।