• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୩ କୋଟି ଆକ୍ଟିଭା ବିକ୍ରି ମାଇଲଖୁଂଟ ପାଳନ

Proprietor Abhimanyu Maharana by Proprietor Abhimanyu Maharana
June 27, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୩ କୋଟି ଆକ୍ଟିଭା ବିକ୍ରି ମାଇଲଖୁଂଟ ପାଳନ

30 Million _ Happy Customers

Share on FacebookShare on TwitterWhatsapp

୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହାର ଏକ ନମ୍ବର ବିକ୍ରି ହେଉଥିବା ସ୍କୁଟର ବ୍ରାଣ୍ଡ୍ ଆକ୍ଟିଭା ଭାରତୀୟ ଦୁଇଚକିଆ ଯାନ ଶିଳ୍ପରେ ୩ କୋଟି ବିକ୍ରି ସହ ଆଉ ଏକ ଐତିହାସିକ ମାଇଲଖୁଂଟ ହାସଲ କରିଛି । ଏଚ୍‌ଏମ୍‌ଏସ୍‌ଆଇର ଏହି ଉଲ୍ଲେଖନୀୟ ଉପଲ୨ି ଭାରତୀୟ ସ୍କୁଟର ବଜାରରେ ଏହାର ଆଧିପତ୍ୟ ଓ ଭାରତରେ ଭରସାଯୋଗ୍ୟ ଶ୍ରେଷ୍ଠ ମାନର ଦୁଇଚକିଆ ଗମନାଗମନ ସୁବିଧା ପ୍ରଦାନ କରିବାର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି । ହୋଣ୍ଡା ଆକ୍ଟିଭାକୁ ୨୦୦୧ରେ ବଜାର ପ୍ରବେଶ କରାଯାଇଥିଲା ଏବଂ ତାହା ଭାରତୀୟ ଦୁଇଚକିଆ ବଜାରକୁ ସମ୍ପୂର୍ଣ୍ଣ ବଦଳାଇବା ସହ ଦୈନନ୍ଦୀନ ଗମନାଗମନ ଅନୁଭୂତିରେ ରୂପାନ୍ତରଣ ଆଣି ବହୁ ଲୋକଙ୍କ ଜୀବନରେ ଉନ୍ନତି ଆଣିଥିଲା । ଉନ୍ନତ ପ୍ରଯୁକ୍ତି, ଉତ୍କୃଷ୍ଟ ପ୍ରଦର୍ଶନ ଓ ଅତୁଳନୀୟ ଭରସା ପାଇଁ ହୋଣ୍ଡା ଆକ୍ଟିଭା ସର୍ବଦା ଭାରତର ପ୍ରଥମ ପସନ୍ଦ ହୋଇରହିଛି ।

ଏହାର ୨୨ ବର୍ଷର ଯାତ୍ରାରେ ଆକ୍ଟିଭା ବ୍ରାଣ୍ଡ୍ ଅନେକ ମାଇଲଖୁଂଟ ହାସଲ କରି ଅତୁଳନୀୟ ସଫଳତା ଆଡ଼କୁ ଅଗ୍ରସର ହୋଇଛି । ଆକ୍ଟିଭା ପ୍ରତି ଭାରତୀୟଙ୍କ ଭଲ ପାଇବାକୁ ନେଇ ପ୍ରତିବର୍ଷ ତାହା ଉଲ୍ଲେଖନୀୟ ଭାବେ ଆଗକୁ ବଢ଼ୁଛି । ୨୦୦୩-୦୪ରେ ସ୍କୁଟର କ୍ଷେତ୍ରରେ ଆକ୍ଟିଭା ଅପ୍ରତିଦ୍ୱନ୍ଦ୍ୱୀ ଅଗ୍ରଣୀ ଭାବେ ଉଭା ହୋଇଥିଲା । ପୁନ୧⁄୨, ପରବର୍ତୀ ୨ ବର୍ଷରେ ଏହା ୧୦ ଲକ୍ଷ ଗ୍ରାହକ ମାଇଲଖୁଂଟକୁ ଅତିକ୍ରମ କରିଥିଲା । ଟେକ୍ନୋଲୋଜିର ଶକ୍ତି ଓ ଆଗକୁ ବଢ଼ିବାର ଭାବନା ନେଇ ଆକ୍ଟିଭା ବ୍ରାଣ୍ଡ୍ ମାତ୍ର ୧୫ ବର୍ଷରେ (୨୦୧୫ରେ) ୧ କୋଟି ଗ୍ରାହକ ହାସଲ କରିଥିଲା । ସ୍କୁଟରର ଚାହିଦା ବଢ଼ିବା ସହ ଆକ୍ଟିଭା ବ୍ରାଣ୍ଡ୍ ଭାରତରେ ସ୍କୁଟର ବଜାରକୁ ଚଳଚଂଚଳ କରି ଚଜଋଝଝ ଜଋଖଋଇଝଋ ଭାରତୀୟ ପରିବାରର ସବୁଠୁ ପସନ୍ଦ ଗାଡ଼ି ଭାବେ ଉଭା ହୋଇଥିଲା । ବ୍ରାଣ୍ଡ୍‌ର ଲୋକପ୍ରିୟତା ଏଭଳି ଥିଲା ଯେ ମାତ୍ର ୭ ବର୍ଷରେ (୨୦୨୩) ତାହା ୨ କୋଟି ଗ୍ରାହକ ଯୋଡ଼ିଥିଲା । ଏ ସଂକ୍ରାନ୍ତରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ର ସଭାପତି, ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “ହୋଣ୍ଡା ଆକ୍ଟିଭା ଅତୁଲ୍ୟ ଯାତ୍ରାକୁ ନେଇ ଆମେ ଅତ୍ୟନ୍ତ ଗର୍ବିତ ।

ମାତ୍ର ୨୨ ବର୍ଷରେ ୩ କୋଟିର ମାଇଲଖୁଂଟ ହାସଲ କରିବା ହେଉଛି ଆମ ପ୍ରତି ଗ୍ରାହକଙ୍କ ଅତୁଟ ସମର୍ଥନ ଓ ଆଉ ଉପରେ ସେମାନଙ୍କ ରହିଥିବା ଭରସାର ପ୍ରତିଫଳନ । ଏଚ୍‌ଏମ୍‌ଏସ୍‌ଆଇ ଆମ ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ମୂଲ୍ୟ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି ।’’ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ସ୍କୁଟର ବିପ୍ଳବକୁ ଆଗକୁ ବଢ଼ାଇବା ପ୍ରତି ଆମର ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ଏହି ମାଇଲଖୁଂଟ ସୁଦୃଢ଼ କରୁଛି ଏବଂ ଆକ୍ଟିଭା ବ୍ରାଣ୍ଡ୍ ଓ ଏଚ୍‌ଏମ୍‌ଏସ୍‌ଆଇ ଉପରେ ଭରସା ପ୍ରକଟ କରିଥିବା ୩ କୋଟି ଭାରତୀୟଙ୍କୁ ଆମେ ଧନ୍ୟବାଦ ଜଣାଉଛୁ । ଶୁଭାରମ୍ଭ ହେବା ପରଠାରୁ ଗ୍ରାହକମାନଙ୍କ ପରବର୍ତିତ ଆବଶ୍ୟକତା ଅନୁସାରେ ଉନ୍ନତ ହୋଇ ହୋଣ୍ଡା ଅନେକ ନୂଆ ରୂପ ଧାରଣ କରିଛି । ଗ୍ରାହକଙ୍କ ଉଦୀୟମାନ ଚାହିଦା ପୂରଣ କରିବା ଲାଗି ଆମେ ଉଦ୍ୟମ କରୁଥିବା ବେଳେ ଆମେ ମାନଦଣ୍ଡ ବଢ଼ାଇବା ଜାରି ରଖିବୁ ଏବଂ ଉଲ୍ଲେଖନୀୟ ପ୍ରଯୁକ୍ତି ଉପସ୍ଥାପନ କରିବା ଏବଂ ଅତୁଳନୀୟ ମାଲିକାନା ଅନୁଭୂତି ପ୍ରଦାନ କରିବୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

June 15, 2026
ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version