• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଶୀର୍ବାଦର “ଅନୁଭୂତି ଭବନ” – ରଥଯାତ୍ରାର ଦୃଶ୍ୟାୟନ

Proprietor Abhimanyu Maharana by Proprietor Abhimanyu Maharana
June 22, 2023
in ଓଡ଼ିଶା, ଦେଶ, ପୁରୀ, ହୋମ୍
0
ଆଶୀର୍ବାଦର “ଅନୁଭୂତି ଭବନ” – ରଥଯାତ୍ରାର ଦୃଶ୍ୟାୟନ
Share on FacebookShare on TwitterWhatsapp
  • ଆଶୀର୍ବାଦ (Aashirvaad)ର \”\”ଓଡ଼ିଶା ଅନୁଭୂତି ଭବନ\’\’ – ଏକ ସ୍ୱତନ୍ତ୍ର ପ୍ରକାରର ପ୍ରୟାସ ଯାହାକି ଓଡ଼ିଶାର ସମୃଦ୍ଧ ସଂସ୍କୃତିର ପ୍ରଦର୍ଶନ ଓ ମହାନ ରଥଯାତ୍ରାର ମହାର୍ଘ୍ୟ ଅନୁଭୂତିକୁ ବହୁଗୁଣିତ କରିବା ପାଇଁ ଆୟୋଜନ କରାଯାଇଛି

୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-  ITC ଆଶୀର୍ବାଦ (Aashirvssd) ଅଟା, ଭାରତର ୧ ନମ୍ବର ପ୍ୟାକେଜଡ ଅଟା ବ୍ରାଣ୍ଡ । ଏହା ଓଡ଼ିଶାର ବୃହତମ ବାର୍ଷିକ ଉତ୍ସବ ପୁରୀ ରଥଯାତ୍ରା ୨୦୨୩ ପାଳନ ପାଇଁ ପୁରୀରେ ପହଂଚିଛି । ଏହି ବ୍ରାଣ୍ଡ୍ ଭକ୍ତମାନଙ୍କୁ ଏହି ମହାନ୍ ସାଂସ୍କୃତିକ ଉତ୍ସବରେ ଅନନ୍ୟ ଅନୁଭୂତି ପ୍ରଦାନ କରିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିବା ପାଇଁ ପରିଚିତ । ଏ ବର୍ଷ ମଧ୍ୟ ଆଶୀର୍ବାଦ (Aashirvaad) ଅଟା ତରଫରୁ ଉପସ୍ଥାପନ କରାଯାଉଛି ଏକ ସ୍ୱତନ୍ତ୍ର ଏବଂ ଅପ୍ରତୀମ ମନମୁଗ୍ଧକର \”୨୭୦ ଡିଗ୍ରୀ  ଦୃଶ୍ୟାୟନ ଅନୁଭୂତି ଯାହାକି ଭକ୍ତମାନଙ୍କୁ ଓଡ଼ିଶାର ଆକର୍ଷଣୀୟ ଓ ବଳିଷ୍ଠ ସଂସ୍କୃତି ତଥା ରଥଯାତ୍ରାର ମହାନତାର ଝଲକ ଦର୍ଶାଇଥାଏ । ୯ ଦିନର ପୁରୀ ରଥଯାତ୍ରା ଉତ୍ସବ ମାଧ୍ୟମରେ ସାରା ଭାରତରୁ ଭକ୍ତ ମଣ୍ଡଳୀ ପ୍ରଭୁ ଜଗନ୍ନାଥଙ୍କର ଏହି ଘୋଷଯାତ୍ରା ଦେଖିବାକୁ ଏକାଠି ହୋଇଥାନ୍ତି । ସାରା ରାଜ୍ୟ ଉତ୍ସବର ରଙ୍ଗରେ ରଙ୍ଗୀନ ହୋଇଯାଇଥାଏ ଏବଂ ଏହି ଯାତ୍ରା ପାଇଁ ଦୃଢ଼ ଭକ୍ତି ଓ ଉତ୍ସାହର ସହ ପ୍ରସ୍ତୁତିରେ ମଗ୍ନ ହୋଇଯାଇଥାଏ ।

ଆଶୀର୍ବାଦ (Aashirvaad) ଅଟା ବହୁ ବର୍ଷ ହେଲା ଏହି ମହାଯାତ୍ରାର ଏକ ମହତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଏହା ପୁରୀକୁ ଧାଇଁ ଆସୁଥିବା ଅଗଣିତ ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିବା ପାଇଁ ସକ୍ରିୟ ଭାବରେ ସହଯୋଗ କରିଆସୁଛି । ଏ ବର୍ଷ ରଥଯାତ୍ରାର ଉତ୍ସବର ଅନୁଭୂତିକୁ ଆହୁରି ଉନ୍ନତ କରିବା ପାଇଁ ଆଶୀର୍ବାଦ ତିଆରି କରିଛନ୍ତି ଏକ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ମନମୁଗ୍ଧକର ଦୃଶ୍ୟକଳ୍ପ ଅନୁଭୂତି “ଆଶୀର୍ବାଦ ଓଡ଼ିଶା ଅନୁଭୂତି ଭବନରେ”। ଏହି ଅବସରରେ ଏସ୍ ଗଣେଶ କୁମାର, ଏସବିୟୁଚିଫ୍ ଏକଜିକ୍ୟୁଟିଭ୍‌, ଷ୍ଟାପଲ୍‌, , ସ୍ନାକ୍ସ ଏବଂ ମିଲସ୍‌, ଫୁଡସ୍‌ବିଜନେସ୍ ,ITC limited  ପୁରୀ ରଥଯାତ୍ରା ହେଉଛି ଓଡ଼ିଶାର ମହାନ୍ ଧାର୍ମିକ ପରମ୍ପରା । ଦୂରଦୂରାନ୍ତରୁ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶ ହୋଇଥାଏ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଆମ୍ଭେମାନେ ସମସ୍ତ ଯାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବାକୁ ଚାହୁଁ । ଏହି ପ୍ରକାରର ପ୍ରଥମ ୨୭୦ ଡିଗ୍ରୀ ମନମୁଗ୍ଧକର ଦୃଶ୍ୟାୟନ ଅନୁଭୂତି ସହିତ ଆଶୀର୍ବାଦ ଭକ୍ତମାନଙ୍କୁ ଓଡ଼ିଶାର ମହାନ୍ ସଂସ୍କୃତିର ଅବଗାହନ ସହିତ ପ୍ରଶଂସା କରିବ ଏବଂ ସେମାନଙ୍କୁ ଏହି ଉତ୍ସବର ଭାବାବେଗପୂର୍ଣ୍ଣ ମୁହୂର୍ତଗୁଡ଼ିକୁ ସ୍ମରଣୀୟ କରି ରଖିବାରେ ସାହାଯ୍ୟ କରିବ ।

ଅଂଶଗ୍ରହଣକାରୀମାନେ ଏକ ଇଂଟରଆକ୍ଟିଭ୍ ୪ ଷ୍ଟେପ୍ ଆଡଭାଂଟେଜ୍ ଗେମ୍‌ରେ ଭାଗ ନେଇ ଆଶୀର୍ବାଦ ଅନୁଭୂତି ଭବନରେ ସ୍ୱତନ୍ତ୍ର ଅନୁଭୂତି ପାଇପାରିବେ । ଏହି ଗେମ୍ ସମ୍ପୂର୍ଣ୍ଣ ହେବା ପରେ ସେମାନେ ସ୍ୱତନ୍ତ୍ର ଅନୁଭୂତି ପାଇଁ ଯୋଗ୍ୟ ହୋଇଥାନ୍ତି ଯେଉଁଠାରେ ଏକ ଆକର୍ଷଣୀୟ ୨୭୦ ଡିଗ୍ରୀ ଭିଡିଓ ଅପେକ୍ଷା କରିଥାଏ । ଆଡଭାନ୍ସଡ ମଲ୍‌ଟି-ଡିରେକ୍ସନ ଲେଜର୍ ଟେକ୍ନୋଲୋଜି ବ୍ୟବହାର କରି ଭକ୍ତମାନେ ଓଡ଼ିଶାର ବଳିଷ୍ଠ ସଂସ୍କୃତି, ସାମୁଦ୍ରିକ ବେଳାଭୂମି ଓ ପ୍ରାକୃତିକ ଦୃଶ୍ୟର ଆନିମେସନ୍ ଏକ ଭାବାବେଗପୂର୍ଣ୍ଣ ୩ ଡାଇମେନସନାଲ୍ ଉପସ୍ଥାପନ ମାଧ୍ୟମରେ ଦେଖିବାକୁ ପାଇବେ । ଆଶୀର୍ବାଦର ଟେକ୍ନୋଲୋଜି ଓ ଆଧ୍ୟାତ୍ମିକତାର ସମ୍ମେଳନରେ ପ୍ରସ୍ତୁତ ଏହି ଦୃଶ୍ୟାୟନ ରଥଯାତ୍ରାରେ ସାମିଲ୍ ହୋଇଥିବା ଭକ୍ତମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିବା ସହ ଏହି ଅନୁଭୂତିକୁ ସ୍ମରଣୀୟ କରି ରଖିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

September 24, 2026
କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

September 24, 2026
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

September 24, 2026
କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

September 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version