ଓଡିଶା ତାଜା ନ୍ୟୁଜ୍ (୨୪ ଜୁନ୍ ବୁଧବାର) ଯାଜପୁର :- ଯାଜପୁର ଚଣ୍ଡୀଖୋଲସ୍ଥିତ ତୋଷାଳୀ ହୋଟେଲ ସମ୍ମୁଖରେ ଘଟିଛି ଏକ ବଡ଼ ଅଘଟଣ । ଏଠାରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍ରେ ନିଆଁ ଲାଗି ତାହା ସମ୍ପୂର୍ଣ୍ଣ ଜଳି ଯାଇଛି । ଆଇରନ୍ ବୋଝେଇ ଟ୍ରକ୍ଟି ପାରାଦୀପ ଅଭିମୁଖେ ଯାଉଥିବା ବେଳେ କୌଣସି କାରଣରୁ ଏଥିରେ ନିଆଁ ଲାଗି ଯାଇ ଟ୍ରକ୍ଟି ଜଳିବାକୁ ଲାଗିଲା ।