• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଛେଳିଗଡ ବିସ୍ଥାପିତ ମାନଙ୍କ ଦାବୀ ପୂରଣ ନ ହେଲେ ନବୀନ ନିବାସ ସମ୍ମୁଖରେ ଆନ୍ଦୋଳନ ହେବ

Proprietor Abhimanyu Maharana by Proprietor Abhimanyu Maharana
June 15, 2023
in ଓଡ଼ିଶା, ଗଜପତି, ମହାନଗର, ହୋମ୍
0
ଛେଳିଗଡ ବିସ୍ଥାପିତ ମାନଙ୍କ ଦାବୀ ପୂରଣ ନ ହେଲେ ନବୀନ ନିବାସ ସମ୍ମୁଖରେ ଆନ୍ଦୋଳନ ହେବ
Share on FacebookShare on TwitterWhatsapp

୧୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-  ଗଜପତି ଜିଲ୍ଲାର ଛେଲିଗଡ଼ ବିସ୍ଥାପିତ ମାନଙ୍କ ଦାବିକୁ ସରକାର ତୁରନ୍ତ ପୂରଣ ନ କଲେ ଆଂଶିକ ଏବଂ ସମ୍ପୂର୍ଣ ଛେଳିଗଡ ବୁଡି ଅଞ୍ଚଳ ସଂଗ୍ରାମ ସମିତି ତରଫରୁ ନବୀନ ନିବାସ ସମ୍ମୁଖରେ ଆନ୍ଦୋଳନ କରାଯାଇ ନବୀନ ନିବାସକୁ ଘେରାଉ କରାଯିବ ବୋଲି ସୂଚନା ମିଳିଛି. ଏହି ସମିତି ଦ୍ୱାରା ଏକ ବିଶାଳ ବିକ୍ଷୋଭ ଏବଂ ପ୍ରତିବାଦ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସାମନାରେ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛିlଏଥିରେ ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ବିସ୍ଥାପିତ ମାନଙ୍କ ହକ ବିଷୟରେ ବିସ୍ତୃତ ଭାବରେ ଉଦବୋଧନ ଦେଇ ଥିବା ବେଳେ ଯଥା କ୍ରମେ ସଭାପତି ଓ ସମ୍ପାଦକ ଚୈତନ୍ୟ ସାହୁ, ଈଶ୍ୱର ରଇତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ସେମାନେ ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ଦେଇ ଏକ ମାସ ଭିତରେ ଯଦି ଦାବୀ ପୂରଣ ନହେବ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ଘେରାଉ କରିବା ପାଇଁ ଘୋଷଣା କରିଥିଲେ l

କେନ୍ଦ୍ର ସରକାରଙ୍କ ଏଆଇବିପି ଯୋଜନାରେ ରାଜ୍ୟର ଜଳ ସମ୍ପଦ ବିଭାଗର ଇନ୍ଦ୍ରାବତୀ, ଲୋଏର ଇନ୍ଦ୍ରାବତୀ, ଓ ଛେଳିଗଡ ସହ ୩୩ ଟି ପ୍ରକଳ୍ପ ନିମନ୍ତେ ୩୫୩୭ କୋଟି ଟଙ୍କା ମଂଜୁର କରିଥିଲେ l ସେଥି ମଧ୍ୟରୁ କେବଳ ୯ଟି ପ୍ରକଳ୍ପ ସରିଥିବା ବେଳେ ୨୪ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି l ଏଥିରେ ଛେଳିଗଡ଼ ପ୍ରକଳ୍ପ ମଧ୍ୟ ଅଛି l ଛେଳିଗଡ ଜଳ ପ୍ରକଳ୍ପ ଛେଳିଗଡ଼ ଗ୍ରାମ ଗଜପତି ଜିଲ୍ଲାରେ ଅଛି l ବର୍ତ୍ତମାନ ଉକ୍ତ ପ୍ରକଳ୍ପର ବ୍ୟୟ ବରାଦ ୯୩୬.୬୩ କୋଟି ରଖାଯାଇଛି ((୨୦୨୨) l ଏହାର ସମ୍ପୂର୍ଣ୍ଣ ଲମ୍ବା ୨୭୬ ମିଟର ସହ ପ୍ରସ୍ଥ ୧୦୨ ମିଟର ଅଛି l ଟର୍ନେଲର ୧୨୮୦ ମିଟର ଲମ୍ବା ଏବଂ ଓସାର ୩ ମିଟର ଅଟେ l ପ୍ରକଳ୍ପର କାମ ଶେଷ ହେଲେ ୫୨୦୧ ha ପାଣି ସଞ୍ଚିତ ହେବl ୬୨୬୦ha ରୁ ଗଞ୍ଜାମ କୁ ୫୭୬୦ha ଏବଂଗଜପତି ଜିଲ୍ଲା କୁ ୫୦୦ha ଚାଷ ଜମିକୁ ପାଣି ମିଳିବ l

ଏହା ସହିତ ୧.୦୦ କ୍ୟୁଲେକ୍ସ ପିଇବା ପାଣି ବ୍ରହ୍ମପୁର ସହରକୁ ମିଳିପାରିବ l 36ମେଗା ୱାଟର ବିଦ୍ୟୁତ 3ଟି ମିନି hydel schmes ରେ ସିୟାଲଟି, କାନକଟା ଏବଂ ଦେକିଲି ଗଜପତି ଜିଲ୍ଲାରୁ ପ୍ରଡକ୍ସନ ହେବ l ଏଥିରେ ସମ୍ପୂର୍ଣ୍ଣ ଡେମ, reserver, ଏବଂ ଟର୍ନେଲ ପାଇଁ 329.782 ha ହେlଇଛି ଏବଂ ଏହା ପାଖା ପାଖି 89.22% ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା ଋଷୁକୂଲ୍ୟା, ବଂଶଧାରା, ନାଗlବଳି ର କହିଛନ୍ତି l ଏହି ପ୍ରକଳ୍ପ 18/11/2005 ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ମାର୍ଚ୍ଚ 2010 ସୁଦ୍ଧା ସମାପ୍ତ ହେବ ବୋଲି ସରକାର ଘୋଷଣା କରିଥିଲେ କିନ୍ତୁ ଦୁଃଖର କଥା ଏହା ଆଜି ପର୍ଯ୍ୟନ୍ତ ଶେଷ ହୋଇ ନାହିଁ l ଏହା 2025 ସୁଦ୍ଧା ଶେଷ ହେବ ବୋଲି 5ଟି ସଚିବ ଏକ ସପ୍ତାହ ପୂର୍ବରୁ ଘୋଷଣା କରିଛନ୍ତି l କିନ୍ତୁ ଏହା ପ୍ରକୃତରେ କେବେ ଶେଷ ହେବ କେହି ବି କହି ପାରୁନାହାନ୍ତି l କାରଣ ସରକାରଙ୍କର ଆନ୍ତରିକତା ନାହିଁ l କେବଳ ମୁଖ୍ୟମନ୍ତ୍ରୀ ହିଁ ଏହି ଜଳ ସମ୍ପଦ ଭିଭାଗର ମନ୍ତ୍ରୀ ହିସାବରେ 23ବର୍ଷ ଶାସନରୁ 17ବର୍ଷ 5ମାସ ରହିଲେ l

ଏଥିରେ ବ୍ୟlପକ ଅନିୟମ ହୋଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି l ସେହି ରିପୋର୍ଟ କୁ ନେଇ ଶ୍ରୀକାନ୍ତ ପାଢ଼ୀ ଉଚ୍ଚ ନ୍ୟାୟାଳୟରେ 2011ରେ ଦ୍ୱାରସ୍ତ ହୋଇଥିଲେ କିନ୍ତୁ ମାନ୍ୟବର କୋର୍ଟଙ୍କ ଶୁଣାଣି କରି FIR ଦେବାକୁ କହିଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଙ୍କ ଘରୋଇ ବିଭାଗ ଅଭିଯୋଗ ଗ୍ରହଣ କରୁନାହିଁ,ମାର୍ଚ୍ଚ 2021 ରେ ଆସିଲା ଏବଂ ଏଥିରେ କୋର୍ଟ କହିଲେ ଯେ ସରକାରଙ୍କ 5ଟି ସଚିବ ଗଞ୍ଜାମ ଗଜପତି ଜିଲ୍ଲାର ଜନତାଙ୍କୁ ଧୂଆଁବାଣ ମାରି ଭୂଆଁ ବୁଲାଉଛନ୍ତି l ଆସନ୍ତା କlଲି 2008ମସିହାରୁ ଛେଲିଗଡ ପ୍ରକଳ୍ପ ଚଞ୍ଚଳ ହେଉ ବୋଲି ଆନ୍ଦୋଳନ କରୁଥିବା ବିଜେପିର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଛେଳିଗଡ ପ୍ରକଳ୍ପର ବୁଡି ଅଞ୍ଚଳ ଯାଇ ବିଶାଳ ଆନ୍ଦୋଳନ ପାଇଁ ସଜବାଜ ହେବା ପାଇଁ ବୁଡି ଏବଂ ଆଂଶିକ ବୁଡି ଅଞ୍ଚଳର ବିସ୍ଥାପିତ ମାନଙ୍କ ସହିତ ବୈଠକ ରେ ଯୋଗଦେଇ ଆସିଛନ୍ତି l

ବିସ୍ଥାପିତ ମାନଙ୍କର ଦୁଃଖ ସରକାର ଶୁଣୁନାହାନ୍ତି ଏବଂ 2013 ର ଯେଉଁ ଯୋଜନା ଅଛି ସେହି ନିୟମରେ ବା ବର୍ତ୍ତମାନ ନୁଆଁ ନିୟମ ଅନୁଯାୟୀ ବିସ୍ଥାପିତଙ୍କୁ ପ୍ରାପ୍ୟ ଦିଆଯାଉ ଏବଂ 16 ଟି ଦାବୀର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି l ସରକାର ତରଫରୁ 350 ପରିବାର ବୁଡି ଅଞ୍ଚଳର ବୋଲି କହୁ ଥିବା ବେଳେ ବିସ୍ଥାପିତ ମାନେ 1000 ରୁ ଅଧିକ ପରିବାର ଅଛନ୍ତି ବୋଲି ଦାବୀ କରୁଛନ୍ତି l ସମସ୍ତଙ୍କୁ ଆଜି ପର୍ଯ୍ୟନ୍ତ ଜଙ୍ଗଲ ଜମି ପଟ୍ଟା, ଆର୍ଥିକ ସହାୟତା , ପରିବାରର ଜଣକୁ ସରକାରୀ ଚାକିରୀ ଏହିପରି ବିଭିନ୍ନ ଦାବୀ ସରକାର ଶୁଣୁ ନାହାନ୍ତି ଏବଂ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ସଚିବ ଏମିତି 5ଟି ସଚିବ ଆସି ବୁଲି ଗଲେଣି କିନ୍ତୁ ଆମ ସହିତ ଚର୍ଚ୍ଚା କରୁନାହାନ୍ତି l

ତେଣୁ ଆଗାମୀ ଦିନରେ ବ୍ରହ୍ମପୁରରେ ଏକ ବିରାଟ ଆନ୍ଦୋଳନ କରି ଆରଡିସି ଅଫିସ ଘେରାଉ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି l ଉକ୍ତ ସଭା ରେ ଶ୍ରୀକାନ୍ତ ପାଢ଼ୀ ଙ୍କ ସହିତ ,ଚୈତନ୍ୟ ସାହୁ,ଦିବାକର, ଈଶ୍ୱର ରଇତ, ମାହାଙ୍କଲ ପାଇକ, କୁରେଶୁ ରଇତ, ଆଦିକାନ୍ଦ କାର୍ଜି, ସଦାନନ୍ଦ ଦଳାଇ, ଗୁଞ୍ଜୁ ମଣ୍ଡଳ, ଶ୍ରୀକାନ୍ତ ଦଳାଇ, ସୁବାସ ମହlଙ୍କୁଡ଼, କୃଷ୍ଣ ଦଳାଇ, କମଳା ନାୟକ, କିଶୋରୀ ମଣ୍ଡଳ, ଖିରୋଦ ନାୟକ, ନୀଳକଣ୍ଠ ଦଣ୍ଡ ସେନା,କଳ୍ପନା ବିଷୋୟୀ ସହିତ ବହୁ ବିସ୍ଥାପିତ ଉପସ୍ଥିତ ରହି ସହଯୋଗ କରିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

June 29, 2026
ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

June 29, 2026
ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

June 29, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

June 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

June 29, 2026
ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

June 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version