ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଶୁବୋଧ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଚିତ୍ତରଞ୍ଜନ ଦାସ, ମାନସ ରଞ୍ଜନ ଦାସ, ବିଶ୍ୱରଞନ ଦାସ, ପ୍ରଭାତ ବେହେରା, ଉମାକାନ୍ତ କର,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ,ରବିନାରାୟଣ ଦାସ, ପ୍ରମୁଖ ଯୋଗ ଦେଇଥିଲେ କହିଲେ ଯେ, ସ୍ୱର୍ଗତ ମହେଶ ଚନ୍ଦ୍ର ଦାସ ଜଣେ ଶିକ୍ଷକ ଥିଲେ ।
ତାଙ୍କର ଫୁଟବଲ ଖେଳପ୍ରତି ଦୁର୍ବଳତା ଥିଲା । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ତିନି ପୁଅ ବାପାଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଏହି ଫୁଟୁ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଛନ୍ତି । ଏହାକୁ ଆଗାମୀ ଦିନରେ ବ୍ଲକ ଏବଂ ଜିଲ୍ଲା ସ୍ତରରେ ଆୟୋଜନ କରାଯିବାର ଲକ୍ଷ ରହିଛି ବୋଲି ପୁଅ ଚତ୍ତ ରଞ୍ଜନ ଦାସ ସୂଚନା ଦେଇଥିଲେ ।

© 2023 Odisha Taza News.