ଏହି ପୁସ୍ତକ କୁ ଆଜି ଅପରାହ୍ନ ରେ ଜିଲ୍ଲାପାଳ ସମର୍ଥ ବର୍ମା ଉନ୍ମୋଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ,
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା,ଅତିରିକ୍ତ ଏସପି ମିହିର କୁମାର ପଣ୍ଡା, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ପୁସ୍ତକ ରଚୟିତା ପ୍ରଫେସର ଆଚାର୍ଯ୍ୟ ଯୋଗ ଦେଇ ସରକାର ଓ ପୁରୀ ପ୍ରଶାସନ ର ମିଳିତ ସହଯୋଗ ଓ ପ୍ରୟାସ ରେ ହବିଷ୍ୟାଳି ବ୍ରତର ସଫଳ ରୂପାୟନ ଓ ଆୟୋଜନ ତାଙ୍କୁ ଏଭଳି ଅନୁଧ୍ୟାନ ସୂଚକ ରଚନା ପାଇଁ ପ୍ରେରଣା ଦେଇଥିଲା ବୋଲି କହିବା ସହ ପ୍ରଶାସନ ର ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । 

© 2023 Odisha Taza News.