<h4><strong><span style="color: #ff0000;"><em>୩୧ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- </em></span> ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଅନ୍ତର୍ନିବେଶୀ ସାଧନା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବି ଆର୍ ସି ସି ଜ୍ୟୋଛନା ରାଣୀ ସେଠି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ନୂଆଗାଁ ସରପଞ୍ଚ ଅମିତା ପରିଡ଼ା, ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ ଯୋଗଦେଇ ଉଦଘାଟନ କରିଥିଲେ । ତତ୍ ଏଥିରେ ପିଲାମାନଙ୍କ ଶାରୀରିକ ମାନସିକ ବିକାଶ ପାଇଁ ବିଭିନ୍ନ ପ୍ରକାର ସୁବିଧା ରହିଛି । </strong><img class="alignnone wp-image-108844" src="https://odishatazanews.com/wp-content/uploads/2023/05/dashapala-12-300x197.jpg" alt="" width="652" height="428" /><strong>ଯଥା ଅକୁପେସନାଲ , ଫିଜୋଥେରାପୀ, ସାଇକେଲଙ୍ଗି, ଡିଆଁ କୋଦା ଭଳି ବିଭିନ୍ନ ଉପକରଣ ଉପଲବ୍ଧ ରହିଛି । ଗୋଷ୍ଠୀସମ୍ବଳ ଶିକ୍ଷୟତ୍ରୀ ବିସ୍ମିତା ବଡପାଲ , ଇତିଶ୍ରୀ ତ୍ରୀପାଠୀ, ବିଷ୍ଣୁପ୍ରିୟା ଦାସ, ଶ୍ରୀନିବାସ ରଥ, କୈଳାସ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୦ ଜଣ ରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।\</strong></h4> <img class="alignnone wp-image-88018" src="https://odishatazanews.com/wp-content/uploads/2022/10/ODISHA-TAZANEWS-PRESS.pptx1_.pptx5-Copy-1-300x70.jpg" alt="" width="617" height="144" /><img class="alignnone wp-image-88991" src="https://odishatazanews.com/wp-content/uploads/2022/11/ranpur-55-300x111.jpg" alt="" width="589" height="218" />