ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଚଳିତବର୍ଷ ସ୍ନାନ ଯାତ୍ରାରେ ସ୍ନାନ ବେଦୀ ଉପରେ କେତେକ ମନ୍ତ୍ରୀ ଓ ବିଧାୟକ ଶ୍ରୀବିଗ୍ରହଙ୍କୁ ପଛକରି ଶ୍ରଦ୍ଧାଳୁ ମାନଙ୍କ ପାଇଁ ହାତ ହଲାଇ ସମ୍ବୋଧିତ କରିଥିବା ଦେଖିବାକୁ ମିଳିଥିଲା ।

ଏହି ଘଟଣାକୁ ନେଇ ଭକ୍ତ ସାଧାରଣ ଜନତା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ତଳେ ଥାଇ ଭକ୍ତ କହୁଥିଲେ ଆମ୍ଭେ ମାନେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଛୁ । ନେତା ଓ ମନ୍ତ୍ରୀଙ୍କୁ ନୁହେଁ ବୋଲି କୁହାକୁହି ହେଉଥିଲେ ।














