• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ବିଶ୍ୱ ଋତୁସ୍ରାବ ସପ୍ତାହ ଅବସରରେ ୨୩୦୦ରୁ ଅଧିକ ଗ୍ରାମୀଣ ମହିଳାଙ୍କ ମଧ୍ୟରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

Proprietor Abhimanyu Maharana by Proprietor Abhimanyu Maharana
May 31, 2023
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
World Menstrual Hygiene Week: Vedanta Aluminium raises menstrual hygiene awareness among 2300+rural women

Aluminium-Landscape mailers - 1

Share on FacebookShare on TwitterWhatsapp

ମାସିକ ଋତୁସ୍ରାବ ସ୍ୱଚ୍ଛତା ସପ୍ତାହ ପାଳନ କରି କମ୍ପାନୀ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି .

୩୧ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ୨୩୦୦ ରୁ ଅଧିକ ମହିଳାଙ୍କ ନିକଟରେ ପହଂଚି ଓଡ଼ିଶା ଏବଂ ଛତିଶଗଡରେ ଚାଲିଥିବା ଋତୁସ୍ରାବ ସ୍ୱଚ୍ଛତା ସପ୍ତାହର ଏକ ଅଂଶ ଭାବରେ ମହିଳାଙ୍କ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିଛି । ଚଳିତ ବର୍ଷର ମିଳିତ ଜାତିସଂଘର ଥିମ୍ ସହିତ “୨୦୩୦ ସୁଦ୍ଧା ଋତୁସ୍ରାବକୁ ଜୀବନର ଏକ ସାଧାରଣ ସତ୍ୟ” କରିବା ସହ କମ୍ପାନୀ ଗ୍ରାମୀଣ ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏକ ସାନିଟାରୀ ନାପକିନ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଛି । ଏହାର ପ୍ଲାଂଟ ପରିସରରେ ମେସିନ୍ ବିତରଣ, ଏବଂ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା ଉପରେ ଅନେକ ସଚେତନତା ଅଧିବେଶନ ଆୟୋଜନ କରାଯାଇଛି । ବେଦାନ୍ତ ଆଲୁମିନିୟମ୍‌ର ପଦକ୍ଷେପ ଗ୍ରାମୀଣ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଏହାର କାର୍ଯ୍ୟକଳାପକୁ ସୁଦୃଢ କରିବା ପାଇଁ ଦୀର୍ଘ ଦିନର ପ୍ରତିବଦ୍ଧତାର ଅବ୍ୟାହତ ରହିଛି । କମ୍ପାନୀ ମଧ୍ୟ ସ୍ଥାନୀୟ ଉତ୍ପାଦନ ତଥା ସମ୍ପ୍ରଦାୟର ମହିଳା-ନେତୃତ୍ୱାଧୀନ ମାଇକ୍ରୋ ସେଂଟରରୁ ସୁଲଭ ତଥା ଇକୋ-ଫ୍ରେଣ୍ଡଲି ନାରୀ ସ୍ୱଚ୍ଛତା ଉତ୍ପାଦ ଯୋଗାଣ ମାଧ୍ୟମରେ ପରିବର୍ତନଶୀଳ ସାମାଜିକ-ଅର୍ଥନୈତିକ ପ୍ରଭାବକୁ ବୃଦ୍ଧି କରୁଛି ।

ଏହି ଅବସରରେ ଶ୍ରୀ ରାହୁଲ ଶର୍ମା, ସିଇଓ, ବେଦାନ୍ତ ଲିମିଟେଡ୍ – ଆଲୁମିନିୟମ୍ ବ୍ୟବସାୟ କହିଛନ୍ତି ଯେ, ଌକ୍ତଙ୍କକ୍ଟଗ୍ଧ;ବେଦାନ୍ତ ଆଲୁମିନିୟମ୍ ରେ ଆମେ ସ୍ଥାନୀୟ ସମ୍ପ୍ରଦାୟ ତଥା ଆମର କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ଆମର ସର୍ବୋଚ୍ଚ ପ୍ରାଥମିକତା ଭାବରେ ବିବେଚନା କରୁ । ଆମ ସମ୍ପ୍ରଦାୟର ମହିଳାମାନଙ୍କର କଲ୍ୟାଣ ବୃଦ୍ଧି ଉପରେ, ତଥା ଗ୍ରାମାଂଚଳର ପିଲାମାନଙ୍କର ପ୍ରାଥମିକ ଯତ୍ନକାରୀ ଭାବରେ ସମଗ୍ର ସମ୍ପ୍ରଦାୟର ସାମଗ୍ରିକତାକୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ମଜବୁତ କରିବା, ସଚେତନତା ସୃଷ୍ଟି କରିବା, ଚ୍ୟାଲେଞ୍ଜକୁ ସାମନା କରିବା, ଆବଶ୍ୟକୀୟ ଉତ୍ସ ଯୋଗାଇବା ତଥା ଗ୍ରାମାଂଚଳର ସାମାଜିକ-ଅର୍ଥନୈତିକ ପରିବର୍ତନକୁ ସକ୍ଷମ କରିବା ସହିତ ମହିଳାମାନଙ୍କୁ ସୁରକ୍ଷିତ କରିବାରେ ସାହାଯ୍ୟ କରିବା ପାଇଁ ଆମେ ପ୍ରତିବଦ୍ଧ ଅଟୁ । ବିଶ୍ୱର ବୃହତମ ଏକକ-ଆଲୁମିନିୟମ୍ ପ୍ଲାଂଟ ମଧ୍ୟରୁ ବେଦାନ୍ତ ଝାରସୁଗୁଡା ଠାରେ ଥିବା ଟାଉନସିପ୍ ରେ କମ୍ପାନୀ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଉପରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ।

କମ୍ପାନୀ ‘ସୌକ୍ଷମ୍‌’ ପଦକ୍ଷେପ ଆରମ୍ଭ କରିବା ପାଇଁ ଭୁବନେଶ୍ୱରର କାଲିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି (କିଟ୍‌) ସହିତ ସହଯୋଗ ଘୋଷଣା କରିଛି । ଏହି ସହଯୋଗ ଏକ ଅତ୍ୟାଧୁନିକ ବାୟୋଡିଗ୍ରେଡେବଲ୍ ସାନିଟାରୀ ନାପକିନ୍ ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା କରିବ, ଜୀବିକା ସୁଯୋଗକୁ ବଂଚାଇବା ଏବଂ ସ୍ଥାନୀୟ ବାଳିକା ଏବଂ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା ଅଭ୍ୟାସ ଏବଂ ଉତ୍ପାଦକୁ ପ୍ରୋତ୍ସାହିତ କରିବ । ବେଦାନ୍ତ ଆଲୁମିନିୟମର ଉତ୍ସାହୀ ସ୍ୱେଚ୍ଛାସେବୀମାନେ ଏକ ‘ନୌକ୍କଡ୍ ନାଟକ୍‌’ର ମାସିକ ସ୍ୱଚ୍ଛତା ବିଷୟରେ ସଚେତନତା ସୃଷ୍ଟି କରିଥିଲେ ଏବଂ ଭୁଲ ଧାରଣାକୁ ଦୂର କରିଥିଲେ । ସ୍ତ୍ରୀ ରୋଗ ବିଶେଷଜ୍ଞମାନେ ମାସିକ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା ପ୍ରୋଟୋକଲ ଉପରେ ସୂଚନା ବାଂଟିଥିଲେ ଏବଂ ସ୍ଥାନୀୟ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କରାଯାଇଥିଲା । କର୍ମଚାରୀ ସ୍ୱେଚ୍ଛାସେବୀମାନେ କପଡା ଉପରେ ସାନିଟାରୀ ନାପକିନ୍‌ର ସୁବିଧା ଉପରେ ଗୁରୁତ୍ୱ ଦେଇ ସମ୍ପ୍ରଦାୟ ସହିତ ଅର୍ଥପୂର୍ଣ୍ଣ ଆଲୋଚନାକୁ ସହଜ କରିଥିଲେ ।

ବାଲକୋ, ଛତିଶଗଡର କୋରବା ଠାରେ ଥିବା ଭାରତର ବିଶ୍ୱସ୍ତରିୟ ଆଲୁମିନିୟମ୍ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମ୍‌ର ଏକ ସହାୟକ କମ୍ପାନୀ ଏହି ଅବସରରେ କାରଖାନାର ମହିଳା ୱାଶରୁମ୍ ୩୦ ରୁ ଅଧିକ ସାନିଟାରୀ ନାପକିନ୍‌ ଡିସପେନ୍ସିଂ ମେସିନ୍ ଲଗାଯାଇଛି । ମାସିକ ୠତୁସ୍ରାବରେ ଥିବା ଭୁଲ ଧାରଣାକୁ ପରିବର୍ତନ କରିବା ପାଇଁ ଏହି ଅଭିଯାନରେ, କମ୍ପାନୀ “ନିରାପଦ ସ୍ଥାନ ଅଭିଯାନ”ପରିଚାଳନା କରିଥିଲା ଯାହାକି ଋତୁସ୍ରାବ ସ୍ୱାସ୍ଥ୍ୟ ଉପରେ ଡାକ୍ତରଖାନା / କ୍ଲିନିକ୍ ଏବଂ ସ୍ଥାନୀୟ ଦୋକାନୀମାନଙ୍କୁ ସମ୍ବେଦନଶୀଳ କରି ଶପଥ ଗ୍ରହଣ ଏବଂ ପ୍ରତିଶ୍ରୁତି ପତ୍ର ମାଧ୍ୟମରେ ଏକ ସହାୟକ ପରିବେଶ ସୃଷ୍ଟି କରାଯଥିଲା । ଶାଶୁ ବହୁ-ମା ଝିଅ ସମ୍ମିଳନି ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ବିଷୟରେ ଶିକ୍ଷା ଦେବା ପାଇଁ ପିରିୟଡ୍ ଲୁଡୋ ଭଳି ମଜାଳିଆ କାର୍ଯ୍ୟକଳାପ ଆରମ୍ଭ କରଯାଇଥିଲା ।”ମାସିକ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା ରାଲି ଏବଂ ୱାଲ୍‌ ପେଂଟିଙ୍ଗ”ପରି କାର୍ଯ୍ୟକଳାପ ସ୍ପିରିଟେଡ୍ ରାଲି ଏବଂ ରଙ୍ଗୀନ ମୂର୍ତି ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି ।”ରତ୍ରି ଚୌପଲ୍‌- ଚଲୋ ଗାଓନ୍ କି ଅର”ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ନେଇ “ସାରିକା – ଡୋଣ୍ଡ୍ରୋ କି ନେୟି କିରଣ”ଭଳି ଟପିକାଲ୍ ଚଳଚ୍ଚିତ୍ରର ସ୍କ୍ରିନିଂ ସହିତ ଏଂଟରଟେନମେଂଟ ସନ୍ଧ୍ୟାର ଆୟୋଜନ କରାଯାଇଥିଲା ।

ଏହା ସହିତ, ବିଶେଷଜ୍ଞମାନଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧିତ କଥାବାର୍ତା ଋତୁସ୍ରାବ ଏବଂ ମାନସିକ ସୁସ୍ଥତା, ସୃଜନଶୀଳ କାର୍ଯ୍ୟକଳାପ ଦ୍ୱାରା ସଂପନ୍ନ ହୋଇଥିଲା । ଓଡିଶାର କାଲାହାଣ୍ଡି ଜିଲ୍ଲା ଲାଞିଗଡରେ ଥିବା ବେଦାନ୍ତ ଆଲୁମିନିୟମ୍ ର ବିଶ୍ୱ ସ୍ତରୀୟ ଆଲୁମିନା ରିଫାଇନାରୀ କିଶୋର ବାଳିକାମାନଙ୍କ ପାଇଁ ଋତୁସ୍ରାବ ସ୍ୱାସ୍ଥ୍ୟ ଶିକ୍ଷା ଉପରେ ଧ୍ୟାନ ଦେଇ ‘ପେହଲି ଉଡାନ୍‌’ ନାମକ ଏକ ୠତୁସ୍ରାବ ସ୍ୱଚ୍ଛତା ଉପରେ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ‘ପ୍ୟାଡ୍ ୱମେନ୍ ଅଫ୍ ଓଡିଶା’ ଭାବରେ ଜଣାଶୁଣା ଶ୍ରୀମତୀ ପାୟଲ ପଟେଲ କରିଥିଲା । ଉଲ୍ଲେଖଯୋଗ୍ୟ, ସେ ମହିଳା ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରିବା, ବାୟୋଡିଗ୍ରେଡେବଲ୍ ଉତ୍ପାଦ ବ୍ୟବହାର କରି ସାନିଟାରୀ ପ୍ୟାଡ୍‌ ଉତ୍ପାଦନ ୟୁନିଟ୍ ସ୍ଥାପନ ଏବଂ ଗ୍ରାମାଂଚଳର ମହିଳାମାନଙ୍କ ପାଇଁ ପୁନଃ ବ୍ୟବହାର ଯୋଗ୍ୟ ନାପକିନ୍ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି । ଏହି ପଦକ୍ଷେପ ସମ୍ପ୍ରଦାୟର ମହିଳା ଋତୁସ୍ରାବ ସ୍ୱାସ୍ଥ୍ୟକୁ ସମ୍ବେଦନଶୀଳ କରିବା ସହିତ ସେମାନଙ୍କୁ ସୁଲଭ ଦ୍ରବ୍ୟର ସୁବିଧା ଯୋଗାଇବ, ସ୍ୱଚ୍ଛତା ଋତୁସ୍ରାବ ଅଭ୍ୟାସ ନିଶ୍ଚିତ କରିବ ।

ଏହି କାର୍ଯ୍ୟକ୍ରମ ପୁନଃ ବ୍ୟବହାର ଯୋଗ୍ୟ ସାନିଟାରୀ ନାପକିନ୍ ତିଆରି ଉପରେ ତାଲିମ ଅଧିବେଶନ ପ୍ରଦାନ କରିବ, ସେଲ୍ଫ୍ ହେଲ୍ପ ଗ୍ରୁପ୍ (ଏସଏଚଜି) ମାଧ୍ୟମରେ ସ୍ଥାନୀୟ ମହିଳାଙ୍କୁ ଅଭିବୃଦ୍ଧି ଏବଂ ସୁଯୋଗ ପ୍ରଦାନ କରିବ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version