• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୪୨ ମୌଜାରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଜୋର ଧରିଲା ଦାବୀ କ୍ଷେତ୍ର ପରିଦର୍ଶନ କଲେ ଅଗ୍ନିଶମ ଅଧିକାରୀ

Proprietor Abhimanyu Maharana by Proprietor Abhimanyu Maharana
May 24, 2023
in ଓଡ଼ିଶା, କଟକ, ହୋମ୍
0
୪୨ ମୌଜାରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଜୋର ଧରିଲା ଦାବୀ କ୍ଷେତ୍ର ପରିଦର୍ଶନ କଲେ ଅଗ୍ନିଶମ ଅଧିକାରୀ
Share on FacebookShare on TwitterWhatsapp

୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ବୟାଲିଶମୌଜା/କଟକ ଜିଲ୍ଲା :- କଟକ ସଦର ବ୍ଲକ ଅନ୍ତର୍ଗତ ୬ ଗୋଟି ପଞ୍ଚାୟତକୁ ନେଇ ଗଠିତ ୪୨ ମୌଜାରେ କ୍ରମବର୍ଦ୍ଧିସୁ ଜନସଂଖ୍ୟା ୮୫ ହଜାରରୁ ଉର୍ଦ୍ଧ୍ଵରେ ପହଞ୍ଚିଲାଣି । ବହୁଳ ଜନସଂଖ୍ୟା ପାଇଁ ଏହି ଅଞ୍ଚଳରେ ପ୍ରାୟ ଅଧିକାଂଶ ସମୟରେ ରାସ୍ତା ଦୁର୍ଘଟଣା, ଝଡତୋଫାନ ଜନିତ ଗଛ ଭାଙ୍ଗିପଡ଼ିବା, ଚାରିପଟରେ ନଦୀ ଥିବାରୁ ଜଳରେ ମନୁଷ୍ୟ ଓ ଜୀବଜନ୍ତୁ ବୁଡିଯିବା ଜନିତ ବିପଦ ସହିତ ଅନେକ ଚାଷ, ଘର, ଅନୁଷ୍ଠାନ ଓ କାର୍ଯ୍ୟାଳୟ ପ୍ରଭୃତିରେ ନିଆଁ ଲାଗିଯିବା ଏବଂ ଘଡଘଡି ପଡ଼ି ପ୍ରାୟ ପ୍ରତିବର୍ଷ ଘରପୋଡି ପରି ବିପଦ ସୃଷ୍ଟି ହୋଇ ବହୁମାତ୍ରାରେ ଧନଜୀବନ ହାନି ହେଉଛି ।

ଯାହାଦ୍ବାରା ଏହି ଅଞ୍ଚଳରେ ଅଗ୍ନି ନିରାପତ୍ତା ପାଇଁ ଦମକଳ କେନ୍ଦ୍ର ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି । ୪୨ ମୌଜାକୁ ବର୍ତ୍ତମାନ ସହଯୋଗ ଯୋଗାଉଥିବା ଦମକଳ କେନ୍ଦ୍ରର ଦୂରତା ୨୫ କିମିରୁ ଅଧିକ ଅଟେ । ଏଥିପାଇଁ ୪୨ ମୌଜାରେ କୌଣସି ଦୁର୍ଘଟଣା ଘଟିଲେ ଅଥବା ଅଗ୍ନିଶମ ବିଭାଗର ଆବଶ୍ୟକତା ପଡ଼ିଲେ ବିଶେଷ ଭାବରେ ଦୂରତା ଓ ରାସ୍ତାଜାମ୍ ସମସ୍ୟା ଯୋଗୁଁ ଧନ ଜନ ସମ୍ପତ୍ତି ହାନିରୁ ରକ୍ଷା ହୋଇପାରୁନାହିଁ । ଯାହାକି ଦୁର୍ଘଟଣା ସ୍ଥଳରେ ପହଁଞ୍ଚିବାକୁ ପ୍ରାୟତଃ ଏକ ଘଣ୍ଟା ଲାଗିଯାଉଛି । ଦିନକୁ ଦିନ ଏହି ସମସ୍ୟା ଗୁରୁତର ରୂପ ଧାରଣ କରିଚାଲିଛି । ଅଞ୍ଚଳରେ ଅନେକ ସମୟରେ ଅଗ୍ନି ଦ୍ଵାରା ଦୁର୍ଘଟଣା ଘଟି ବହୁ ପରିମାଣରେ ଧନଜୀବନ ହାନି ଘଟୁଥିବା ବୁଦ୍ଧିଜିବୀ ମହଲରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି । ଏଥିପାଇଁ ୪୨ ମୌଜାବାସୀ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ସହଯୋଗରେ ଏବଂ କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ, ୫ ଟି ସଚିବ, ତଥା ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଗ୍ନିଶମ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ପୂର୍ବକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ବାରମ୍ବାର ଦାବିପତ୍ର ଦେବାପରେ ମଙ୍ଗଳବାର ଅପରାହ୍ନରେ କଟକ ଉପ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ଓ ଚାଉଳିଆଗଞ୍ଜ କେନ୍ଦ୍ରୀୟ ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ବିକାଶ ଚନ୍ଦ୍ର ସାହୁ ବେଣ୍ଟକାର ଥାନା ଓ ମେଡ଼ିକାଲ ପାର୍ଶ୍ଵସ୍ଥ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହି ୪୨ ମୌଜାର ୬ ଗୋଟି ପଞ୍ଚାୟତର ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ କଟକ ସଦର ବିଧାୟକଙ୍କ ପ୍ରତିନିଧି ବିଭୂତି ଭୂଷଣ ପରିଡ଼ା ,କଟକ ସଦର ବ୍ଲକ କଂଗ୍ରେସ ସଭାପତି ରାମ ଚନ୍ଦ୍ର ଗୋଛାୟତ, ସୁସ୍ଥ ସମାଜ ମିଶନ ସଭାପତି ବସନ୍ତ କୁମାର ପଣ୍ଡା, ବେଣ୍ଟକାର ଗ୍ରା. ପ. ସରପଞ୍ଚ ଶିବଶଙ୍କର ମଲ୍ଲିକ, ଝାରକଟା ସରପଞ୍ଚ ଶିଶିର କୁମାର ରାଉତ, ଦଧିବାମନପୁର ସରପଞ୍ଚ ପ୍ରତିନିଧି ପଦ୍ମନାଭ ଗୋଛାୟତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୀରବର ଲେଙ୍କା, ବ୍ରହ୍ମପୁର ସରପଞ୍ଚ ରବି ନାରାୟଣ ପ୍ରଧାନ, କଳପଡ଼ା ସରପଞ୍ଚ ସବିତା ମାଝୀଙ୍କ ପ୍ରତିନିଧି, କୂଳ ସରଞ୍ଚୁଆ ସରପଞ୍ଚ ବନମାଳୀ ବିହାରୀ, ୪୨ ମୌଜା ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣାଙ୍କ ନିର୍ଦ୍ଦେଶରେ ଏସ.ଆଇ. ସୁନିଲ ଦଳାଇ, ପି. ବିଶ୍ଵାଳ, ୪୨ ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ଓ ସଂପାଦକ ପ୍ରସନ୍ନ ବେହେରା, ବିକାଶ ପରିଷଦ ସମ୍ପାଦକ ସନ୍ତୋଷ କୁମାର ପତି, ଉପଦେଷ୍ଟା ସ୍ଵାଧୀନ ଶେଖର ଷଡ଼ଙ୍ଗୀ, ବରିଷ୍ଠ ମୂରବୀ ବିଦ୍ୟାଧର ପାତ୍ର, ମିହିର ରଞ୍ଜନ ପତି, ଅଜୟ ଦଳାଇ, ଅଶୋକ ମହାନ୍ତି, ବେଣ୍ଟକାର ଗ୍ରାମ ସଭାପତି ଅମର ଦାସ,

ସୁଧୀର ଶତପଥୀ, ପ୍ରଦ୍ୟୁମ୍ନ ମହାନ୍ତି, କପିଳେନ୍ଦ୍ର ଜେନା, ବାଉରୀବନ୍ଧୁ ସ୍ୱାଇଁ, ଋଷି କାଣ୍ଡି, ଅଜୟ ମଲ୍ଲିକ, ସୁରେଶ ବେଉରା, ପ୍ରଭାତ ଖଟୁଆ, ଭଗବତୀ ପତି, ଦିଲ୍ଲୀପ ପାଣିଗ୍ରାହୀ, ସାମ୍ବାଦିକ ଅନିଲ ଦାସ, ଦିପ୍ତିରଞ୍ଜନ ଶତପଥୀ, ଚନ୍ଦ୍ରଶେଖର ପତି, ଅଶୋକ ପତି, ରାଧାକାନ୍ତ ଦାସ, ସୁକାନ୍ତ ବେଉରା, ଚନ୍ଦନ ମହାନ୍ତି ଓ ଅନ୍ୟ ବହୁ ବରିଷ୍ଠ ବ୍ୟକ୍ତି, ମୂରବୀ, ବୁଦ୍ଧିଜିବୀ, ସାମାଜିକ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ମତାମତ ଓ ପ୍ରସ୍ତାବମାନ ଦେଇଥିଲେ ଏବଂ ତୁରନ୍ତ ୪୨ ମୌଜାରେ ଅଗ୍ନି ନିରାପତ୍ତା ଯୋଗୁ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଦୃଢ଼ ଦାବୀ ଉପସ୍ଥାପନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version