• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶା ମିଲେଟ ମିଶନ ରୋଷେଇ ପ୍ରତିଯୋଗିତା ଜରିଆରେ ମିଲେଟର ଗ୍ରହଣୀୟତା ବୃଦ୍ଧି ଓ ଗୃହିଣୀଙ୍କୁ ଉତ୍ସାହିତ କରୁଛି

Proprietor Abhimanyu Maharana by Proprietor Abhimanyu Maharana
May 22, 2023
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଓଡିଶା ମିଲେଟ ମିଶନ ରୋଷେଇ ପ୍ରତିଯୋଗିତା ଜରିଆରେ ମିଲେଟର ଗ୍ରହଣୀୟତା ବୃଦ୍ଧି ଓ ଗୃହିଣୀଙ୍କୁ ଉତ୍ସାହିତ କରୁଛି
Share on FacebookShare on TwitterWhatsapp

୨୨ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ମିଲେଟ ଫୁଡ ଫେଷ୍ଟିଭାଲ ଭୁବନେଶ୍ୱରର ପ୍ରସିଦ୍ଧ ରେଷ୍ଟୁରାଂଟ ମାଇକେଲ୍ସ କିଚେନ ସହଯୋଗରେ ମଇ ୨୦ ତାରିଖରେ ଶେଷ ହୋଇଛି । ରାଜଧାନୀର ବହୁ ନାଗରିକ ଏହା ପରିଦର୍ଶନ କରିବା ସହିତ ସେଫ୍ ମାଇକେଲ ଓ ତାଙ୍କ ଟିମ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସ୍ଥାନୀୟ ଓ ଆନ୍ତର୍ଜାତିକ ଖାଦ୍ୟର ନିଆରା ଅନୁଭବ ନେଇଥିଲେ । ଏହି ଫେଷ୍ଟିଭାଲରେ ରୋଷେଇ ପ୍ରତିଯୋଗିତା ମଇ ୧୮ରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଂଶଗ୍ରହଣକାରୀ ନିଜର ରନ୍ଧନ ଦକ୍ଷତା ପ୍ରଦର୍ଶନ କରିଥିଲେ ।

ମିଲେଟ ଫୁଡ ଫେଷ୍ଟିଭାଲର ଏକ ସବ ଇଭେଂଟ ଭାବରେ ମିଲେଟ ଫୁଡ ରୋଷେଇ ପ୍ରତିଯୋଗିତା ମଇ ୧୮ରେ ଅନୁଷ୍ଠିତ ହୋଇଥିଲା । ଏହା ମୁଖ୍ୟତଃ ପ୍ରତିଭାସମ୍ପନ୍ନ ଓ ସୃଜନଶୀଳ ଗୃହିଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଆୟୋଜିତ ହୋଇଥିଲା । ମିଲେଟର ସ୍ୱାସ୍ଥ୍ୟ ଉପକାରିତା ଓ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ମାଇକେଲ କିଚେନ ଦ୍ୱାରା ଆୟୋଜିତ ଏବଂ ମିଲ୍କ ମନ୍ତ୍ରା ଦ୍ୱାରା ପ୍ରାୟୋଜିତ ହୋଇଥିଲା ।

୨୫ ଜଣ ଅଂଶଗ୍ରହଣକାରୀଙ୍କୁ ମିଲେଟକୁ ମୁଖ୍ୟ ଉପାଦାନ ଭାବରେ ବ୍ୟବହାର କରି ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା । ବିଚାରକ ଭାବରେ ଶ୍ରୀ ମାଇକେଲ, ଓଡିଶା ମିଲେଟ ମିଶନ ତରଫରୁ ଶ୍ରୀ ରତିକାନ୍ତ ଏବଂ ସୁଶ୍ରୀ ନିହାରିକ ଦାଶ ଷଡଙ୍ଗୀ, ନ୍ୟୁଟ୍ରିନିଷ୍ଟ ଦାୟିତ୍ୱ ନିର୍ବାହ କରିଥିଲେ । ବିଭିନ୍ନ ପ୍ରକାର ଡିସେସ ଯଥା ଭେଜ ଓ ଚିକେନ ରାଗି ମୋମୋ, ଗୁପଚୁପ, କୋଦ ଚିକେନ ବିରିୟାନି ଭଳି ଅନେକ ବ୍ୟଞ୍ଜନ ବିଚାରକ ମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯାଇଥିଲା । ଏଗୁଡିକରେ ପୁଷ୍ଟିକର ଶକ୍ତିର ଉପସ୍ଥିତି, ସ୍ୱାଦଏବଂ ଉପସ୍ଥାପନା ଅତି ଉଚ୍ଚକୋଟିର ଓ ମନମୁଗ୍ଧକର ଥିଲା ।ଫୁଡ ଫେଷ୍ଟିଭାଲର ଅନ୍ତିମ ଦିନରେ ଏହାର ବିଜେତା ଘୋଷଣା ହୋଇଥିଲା । “ମିକ୍ସ ମିଲେଟ ଥଣ୍ଡାଇ” ପ୍ରସ୍ତୁତ କରିଥିବା ସୁଶ୍ରୀ ଧରିତ୍ରୀ ସାହୁଙ୍କୁ ବିଜୟିନୀ ଘୋଷିତ କରାଯାଇଥିଲା । ବିଜୟିନୀଙ୍କୁ ପୁରଷ୍କାର ସ୍ୱରୂପ ମାଇକେଲ୍ସ କିଚେନରେ ଏକ ମାସ ପାଇଁ ବୃତ୍ତିଗତ ତାଲିମ ପ୍ରଦାମ ଏବଂ ଓଡିଶା ମିଲେଟ ମିଶନ ଓ ମିଲ୍କ ମନ୍ତ୍ରା ତରଫରୁ ଗିଫ୍ଟ ହେମ୍ପର ପ୍ରଦାନ କରାଯାଇଥିଲା । କୃଷି ବିଭାଗ ଯୁଗ୍ମ ନିଦ୍ଦେଶକ ଶୈଲେନ୍ଦ୍ର କୁମାର ମହାନ୍ତି ଓ ସେଫ୍ ମାଇକେଲ ପୁରଷ୍କାର ପ୍ରଦାନ କରିବା ସହ ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ ବଂଟନ କରିଥିଲା । ଡାଏଟିସିଆନ ବିଜୟିନୀ ଧରତ୍ରି ସାହୁ ନିଜ ପ୍ରତିକ୍ରିୟାରେ ଖ୍ୟାତିସମ୍ପନ୍ନ ବିଚାରକମାନଙ୍କ ସମ୍ମୁଖରେ ରୋଷେଇ କରି ବିଜୟୀ ହେବା ବହୁତ ଆନନ୍ଦଦାୟକ ।

ଜଣେ ଡାଏଟିସିଆନ ଭାବରେ ସରକାର ମିଲେଟକୁ ସୃଜନଶୀଳତା ଓ ପ୍ରତିଯୋଗିତାମୂଳକ ଉପାୟରେ ପ୍ରୋତ୍ସାହିତ କରିବା ପାଇଁ ନେଇଥିବା ପଦକ୍ଷେପକୁ ଦେଖି ମୁଁ ଅତ୍ୟନ୍ତ ଉତ୍ସାହିତ । ସେଫ୍ ମାଇକେଲଙ୍କ ଠାରୁ ୩୦ ଦିନିଆ ପ୍ରଶିକ୍ଷଣକୁ ଅପେକ୍ଷା କରିଛି । ରାଜ୍ୟ ସରକାର ଓଡିଶା ମିଲେଟ ମିଶନକୁ ସଦାସର୍ବଦା ଶାସନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିବେଚନା କରୁଥିବାବେଳେ ମିଲେଟ ଫୁଡ ଫେଷ୍ଟିଭାଲ ଭଳି କାର୍ଯ୍ୟକ୍ରମ କରି ଜନସାଧାରଣଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବୃଦ୍ଧି ପାଇଁ ଅନୁକରଣୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଂଶଗ୍ରହଣକାରୀମାନଙ୍କ ଉଦ୍ଦେଶ୍ୟରେ ଶୈଳେନ୍ଦ୍ର ମହାନ୍ତି ନିଜ ବକ୍ତବ୍ୟରେ ସେଫ୍ ମାଇକେଲ ଓ ତାଙ୍କ ଟିମ ତଥା ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାନ୍ତି ।

ସରକାର ଓ ସ୍ଥାନୀୟ ସେଲିବ୍ରିଟି ମାନଙ୍କର ମିଳିତ ସହଯୋଗରେ ଏଭଳି ଉଦ୍ୟମ ମିଲେଟକୁ ଖାଦ୍ୟ ଭାବରେ ଗ୍ରହଣ କରିବାର ପଥ ଉନ୍ମୁକ୍ତ କରିବ ବୋଲି କହିଛନ୍ତି । ଏହି ପ୍ରତିଯୋଗିତା ପ୍ରମାଣ କରିଥିଲା ଯେ ରାଜ୍ୟର ଗୃହିଣୀମାନଙ୍କ ମଧ୍ୟରେ ମିଲେଟର ଚମତ୍କାରିତା ସେମାନଙ୍କ ପରିବାର ପାଇଁ ଏକ ଉତ୍ତମ ପୁଷ୍ଟିକର ଖାଦ୍ୟ ଭାବରେ ପ୍ରଥମ ପସନ୍ଦ ପାଲଟିବ । ଅଧିକନ୍ତୁ ରାଜ୍ୟରେ ମିଲେଟର ଗ୍ରହଣୀୟତା ବୃଦ୍ଧି କରିବାପାଇଁ ଏହିଭଳି କାର୍ଯ୍ୟକ୍ରମ ଏବଂ ବ୍ୟକ୍ତି ବିଶେଷ ମାନଙ୍କର ସହଯୋଗ ଜାରି ରଖିବାପାଇଁ ଓଡିଶା ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।
 
Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

June 30, 2026
ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

June 30, 2026
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

June 30, 2026
ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version