No Result
View All Result
୨୦ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରୀଗୁଡା ଗ୍ରାମର ପ୍ରସାଦ ଉଠାନସିଂ(୩୦)ବର୍ଷ ୨୭.୮.୨୧ ତାରିଖ ଦିନ ଓଡ଼ି-୦୭ଆର.୨୭୮୬ନିଜ ବୋଲେରୋ ପିକ-ଅପ ଗାଡ଼ିରେ ୬୧୫କେଜି ୩୫୦ଗ୍ରାମ ଗଞ୍ଜେଇ ଚୋରା ଚାଲାଣ କରିବା ସମୟରେ ମୋହନା ପୋଲିସ ହାବୁଡ଼ରେ ପଡ଼ିଥିଲେ ।
ମୋହନା ପୋଲିସ ଥାନା କେସ ନମ୍ବର ୧୬୩/୨୧ରେ ଏକ କେସ ରୁଜୁ କରିଥିଲେ।ଆସାମୀ ଘଟଣା ସ୍ଥଳରୁ ଫେରାର ଥିଲେ । ଆଜି ମୋହନା ପୋଲିସ ଆସାମୀ କୁ ଗିରଫ କରିବାରେ ସଫଳ ହୋଇଛି । ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଅସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

No Result
View All Result