ମନୋନୀତ ହୋଇଥିବା ନୂତନ କର୍ମକର୍ତ୍ତା ମାନେ ହେଲେ ସଭାପତି-ଈଶ୍ଵର ଚଦ୍ର ବିଷୋୟୀ ,ଉପ ସଭାପତି-ସୁବୋଧ ଚଦ୍ର ଲିମ୍ମା , ସମ୍ପାଦକ -ଉତ୍ତମ ପାଣି, ସହ ସମ୍ପାଦକ -ଉପ୍ରିୟମ ନାୟକ, କୋଷାଧ୍ୟକ୍ଷ -ବିମଳ କୁମାର ଦଳାଇ, ଉପଦେଷ୍ଟା -ଲଳିତ ମୋହନ ଦଣ୍ଡ ସେନା,ଓ କମିଟି ସଦସ୍ୟ/ସମୀକ୍ଷକ -ସୁରେଶ ଚଦ୍ର ନାଗ,ନିରୋଜ କୁମାର ଷଡ଼ଙ୍ଗୀ ଙ୍କୁ ମନୋନୀତ ହୋଇଥିବା ଜଣାପଡିଛି ବୈଠକ ରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଉଦ୍ୟାନ, ପଶୁ ସମ୍ପଦ, ରାସ୍ତା ଘାଟ ଓ ପାନୀୟ ଜଳ ବଳି ଅନେକ ସମସ୍ୟା ବୈଠକ ରେ ଆଲୋଚନା କରାଯାଇଥିଲ

© 2023 Odisha Taza News.