୧୫ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ବହୁ ଚର୍ଚ୍ଚିତ ମହମ୍ମଦ ଫାରୁକ୍ ଶେଖ୍ ହତ୍ୟାକାଣ୍ଡ ଘଟଣା ତଥ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ଡି’ ବ୍ରଦସ୍ ବହୁ ଚର୍ଚ୍ଚିତ ମାଲଗୋଦାମ ର ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ୍ ଶେଖ୍ ଘଟଣା ରେ ଦି ର୍ବଦସ୍ ଙ୍କୁ ଦୋଷ ମୁକ୍ତ କରିଛନ୍ତି କଟକ ଜିଲ୍ଲା ଦୌରାଜଜ କୋର୍ଟ ତଥ୍ୟ ପ୍ରମାଣ ଅଭାବରୁ ସୁଶାନ୍ତ ଶୁଶିଲ୍ ଧଳ ସାମନ୍ତ ଏବଂ ଆରିଫ୍ ଖାନ୍ ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଦୋଷ ମୁକ୍ତ କରିଥିଲେ ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଫୋରାର୍ ଅଛି ଡ଼ି ବ୍ରଦସ୍ ଙ୍କ ର ଏଥିରେ କୌଣସି ହତ୍ୟା ମାମଲାରେ ସମ୍ପର୍କ ନଥିଲା
ପୋଲିସ ଅଜଥାରେ ଏହି ମାମଲାରେ ଛନ୍ଦି ଦେଇଥିଲା ବୋଲି ମାମଲା ପରିଚାଳନା କରୁଥିବା ଆଇନ୍ ଜିବି ପ୍ରତିକ୍ରିୟା ରଖିଛନ୍ତି ମୃତ ଫାରୁକ୍ ଙ୍କ ପରିବାର ଲୋକ କେବେ ହେଲେ ଡି ବ୍ରଦସ୍ ଙ୍କ ନାମ ନେଇ ନାହାନ୍ତି ବୋଲି ଆଇନ୍ ଜିବି କହିଛନ୍ତି ନିଜ ଦୋକାନ ରେ ବସିଥିବା ସମୟରେ ଗତ ଦୁଇ ହଜାର ୧୪ ମସିହା ନଭେମ୍ବର ମାସ ୧୨ ତାରିଖ ରେ ଫାରୁକ୍ ଙ୍କୁ ଗୁଳି କରି ହତ୍ୟା କରିଥିଲେ ଏକାଧିକ ଲୋକ ମାମଲା ର ପରିଚାଳନା କରୁଥିବା ଆଇନ୍ ଜିବି ଙ୍କ ର କିଛି କହିବା କଥା ହେଲା
ଫାରୁକ୍ ର୍ମଡର୍ କେସ୍ ରେ ଫେଜ୍ ବାଇ ଚାରସିଟ୍ କଲେ ପ୍ରଥମ ଫେଜ୍ ରେ ଯେଉଁ ମାନେ ମୁଦାଲାମାନେ ଥିଲେ ସେମାନଙ୍କୁ ନିର୍ଦେଶ ରେ ଖଲାସ୍ କରାଗଲା ଏହାର କାରଣ ଧଳ ସାମନ୍ତ ଦୁଇ ଭାଇଙ୍କୁ ଯୋଡିବା ପାଇଁ ପଛରେ ସେମାନେ କେସ୍ ଟିକୁ ଓପନ୍ ରଖିଥିଲେ ଆଉ କିଛି statement କରି ଏମାନଙ୍କୁ ସେଥିରେ ଯୋଡି ଦେଲେ ଯୋଡ଼ି ଦୋବା ପରେ ଫାରୁକ୍ ଙ୍କ ର ଫାମିଲ୍ ମେମ୍ବର ସ୍ ଗୋଦାମରେ ଯେଉଁ ମାନେ କାମ କରୁଥିଲେ ସେମାନେ କେହି ଏହି ମିଛ କେସ୍ କୁ ସ୍ପଟ୍ କଲେ ନାହିଁ ଏବଂ ଫାରୁକ୍ ଙ୍କ ର ସ୍ତ୍ରୀ ମଧ୍ୟ ଏ ସବୁକୁ ସପଟ୍ କଲେ ନାହିଁ ଏଥିରୁ ପ୍ରମାଣ ନଥିବା କାରଣରୁ ନୋ evidence କେସ୍ ହୋଇଗଲା କୋର୍ଟ ତାଙ୍କୁ ନିର୍ଦେଶ ରେ ଖଲାସ୍ କଲେ














