ଯଦି ଜିଲ୍ଲାପ୍ରଶାସନ ଗଣମାଧମ ମାନଙ୍କ ପାଇଁ ବେବସ୍ଥା ନିଦେଶ ଥାଆନ୍ତା ତାହା ଆପଣଙ୍କୁ ନେବା ପାଇଁ ବେବସ୍ଥା କରିନେଇଥାନ୍ତୁ ବୋଲି କହିଥିଲେ ।ଗଣମାଧ୍ୟଙ୍କୁ ଅବହେଲା
୧୦ ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ ଆଜି ଦ୍ୱିତୀୟ ଦିନରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପଣ୍ଡିଆନ ସକାଳେ ଜିରାଙ୍ଗ ସ୍ଥିତ ଏସିଆର ଦ୍ୱିତୀୟ ବୃହତମ ବୁଦ୍ଧ ମନ୍ଦିର ବୁଲି ଦେଖିବା ସହ ବୁଦ୍ଧ ଧର୍ମାଲମ୍ବୀ ଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସ୍ଥାନୀୟ ମନ୍ଦିର ପରିସର ମଧ୍ୟରେ ଜଳଖିଆ ଖାଇସାରିବା ପରେ ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ପଂଚାୟତରେ ହେଉଥିବା ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର ଭିତ୍ତିଭୂମି ସହ ଟନେଲ କାର୍ଯ୍ୟ ପରିଦର୍ଶନ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।
ଆଲୋଚନା ସମୟରେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଅଶ୍ୱିନ କୁମାର ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା, ନିର୍ବାହୀ ଯନ୍ତ୍ରୀ ବିରେନ୍ଦ୍ର କୁମାର ଜଗତ ଙ୍କ ସମେତ ବିଭାଗର ଯନ୍ତ୍ରୀ, କର୍ମଚାରୀ, ଠିକା ସଂସ୍ଥାର ଅଧିକାରୀ, ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନେ ଉପସ୍ଥିତ ରେ ସ୍ତାନୀୟ ଜନସାଧାରଣ ଙ୍କ ସହ ପ୍ରକଳ୍ପ ଏବଂ ନିଜ ନିଜର ସୁବିଧା ଅସୁବିଧା ସମାର୍କରେ ଆଲୋଚନା କରି ଗଜପତି ଜିଲାର ଗୁମ୍ମା ବ୍ଲକ ଅବିମୁଖେ ଯାତ୍ରା କରିଥିଲେ ।
ପାଣ୍ଡିଆନଙ୍କ ଦୁଇ ଦିନଆ ଗ୍ରସ୍ତ କରିଥିଲେ । ତାଙ୍କ ଗ୍ରସ୍ତ ପାଇଁ ଜିଲ୍ଲାର କଲେଜ ଛାତ୍ରଛାତ୍ରୀ,ଏସଓଜି ମହିଳା ମଣ୍ଡଳ , ଅଙ୍ଗନବାଡି କର୍ମୀ, ଆଶା କର୍ମୀ, କାର୍ଯ୍ୟକ୍ରମକୁ ନେବାପାଇଁ ବ୍ଳକ ପ୍ରଶାସନ ତରଫରୁ ସମସ୍ତ ବେବସ୍ଥା କରିଯାଇ ତାଙ୍କ ଗସ୍ତ ସ୍ଥାନକୁ ନୀଆଯାଥିବା ବେବସ୍ଥା କରିଯାଥିଲା । ମାତ୍ର ଏଥିରେ ଏହି ଅଞ୍ଚଳର ଗଣମାଧମମାନଙ୍କ ପାଇଁ ଯିବାକୁ କୌଣସି ବେବସ୍ଥା କରାଯାଇଥିଲା ।
ଏହି ବିଷୟ ନେଇ ଆମପ୍ରତିନି ଆର,ଉଦୟଗିରି ବିଡିଓ ଲରିମନ ଖର୍ସେଲ ଙ୍କୁ ଏହି ପଚାରିଥିବାରୁ ସେ କହିଥିଲେ ଏହି ଅଞ୍ଚଳର ଗଣମାଧମମାନଙ୍କୁ ନେବାକୁ କୌଣସି ବେବସ୍ଥା କରିବା ଜିଲ୍ଲା ପ୍ରଶାସନ ତରଫରୁ ଆମକୁ କୌଣସି ନିଦେଶ ଆସିନାହିଁ ବୋଲି କହିଲେ । ସେ ଆଉରି କହିଥିଲେ ସଚିିବଙ୍କ ଗ୍ରସ୍ତ ପୂର୍ବରୁ ମୋହନା ମନ୍ତ୍ରୀ ବୈଠକ କୌଣସି ଗଣମାଧମକୁ ଯିବାମନାକୁ ମନାକରିଥିଲେ । ଦେଇନଥିଲେ ବୋଲି ବିଡିଓ କହିଥିଲେ ।
ସେ ଆହୁରି କହିଥିଲେ ବିଜେଡି ନେତା ଏବଂ କର୍ମୀ କହିଥିଲେ ତୁମେ ଯିବାକୁ ବେବସ୍ଥା କରିଦେବେ । ସଚିବ ଶ୍ରୀ ପାଣ୍ଡିଆନଙ୍କ ଦୁତିୟ ଦିନ ଗ୍ରସ୍ତରେ ଛେଳାଗଡ ଜଳପ୍ରଳ୍କପ ଦେଖିବା ସହ ସମିକ୍ଷା କରିବେ ଏଥିପାଇଁ ଟେଣ୍ଟ ବେବସ୍ଥା କରିଯାଇ ସେଥିପାଇଁ ୬ ଲକ୍ଷ ଦେବକୁ ସେହି କେଉଁଠାରୁ ଆଣି ପଇଠ କରିବୁ ବୋଲି ଚିନ୍ତା କରୁଛୁ । ଯଦି ଜିଲ୍ଲାପ୍ରଶାସନ ଗଣମାଧମ ମାନଙ୍କ ପାଇଁ ବେବସ୍ଥା ନିଦେଶ ଥାଆନ୍ତା ତାହା ଆପଣଙ୍କୁ ନେବା ପାଇଁ ବେବସ୍ଥା କରିନେଇଥାନ୍ତୁ ବୋଲି କହିଥିଲେ ।















