No Result
View All Result
୯ମେ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର ଆଉ ଏକ ଟ୍ରାଇ ସାଇକେଲ ବଣ୍ଟନ କରିଛନ୍ତି । ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା ଗ୍ରାମ ର ଶରଣ ମହାନ୍ତି ଙ୍କ ପୁତ୍ର ଗୌରଶ୍ୟାମ ମହାନ୍ତି ଙ୍କୁ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର ଏକ ଟ୍ରାଇ ସାଇକେଲ ବଣ୍ଟନ କରିଛନ୍ତି ।
ନୂଆଗାଁ ବ୍ଲକ୍ କୁ ବିକଶିତ ବ୍ଲକ୍ ଭାବେ ଗଢି ତୋଳିବା ପାଇଁ ବିଡ଼ିଓ ପ୍ରଚେଷ୍ଠା ଜାରି ରଖିଛନ୍ତି । ଲୋକମାନଙ୍କ ପ୍ରତି ବିଡ଼ିଓ ଶ୍ରୀ ମିଶ୍ର ଙ୍କ ସାହାଯ୍ୟ,ସହାନୁଭୂତି ପୂର୍ବକ ବ୍ୟବହାର ବ୍ଲକ୍ ର କୋଣ ଅନୁକୋଣରେ ଚର୍ଚ୍ଚା ର ବିଷୟ ପାଲଟିଛି ।

No Result
View All Result