କାର୍ଯ୍ୟ କରି ନିଜ ପରିବାର ବର୍ଗଙ୍କୁ ପେଟ ମେଣ୍ଟଉଥିଲେ । ଏମ୍,ଜି,ଏନ୍,ଆର୍,ଇ,ଜି,ଏ, ର କାମ ଯାଇକି ପେଟ ମେଣ୍ଟଉଥିବାବେଳେ ,ଆଜି ଲୋକମାନଙ୍କ ଭୋକିଲା ଦେଖା ଦେଉଛି । ପ୍ରଶାସନ ଏହାର ତଭ୍ବବଧାନ ଅଣଦେଖା ହୋଇଥିବା ବେଳେ ବ୍ଲକ୍ ର ଜେଇ ବିଲ୍ ପତ୍ର ବିଳମ୍ବ କରୁଛନ୍ତି । ଏମ୍,ଜି,ଏନ୍,ଆର୍,ଇ,ଜି,ଏ, କାମର ପଇସା ପତ୍ର ବା ବିଲ୍ ପତ୍ର ବିଳମ୍ବ କରୁଥିବା ଯୋଗୁଁ ଶ୍ରମିକ ମାନେ ଆଜିର ଗ୍ରାମ ସଭା ବୈଠକରେ ଲୋକେ ଅଭିଯୋଗ କରିଥିଲେ ।
ଲୁହାଗର ଗ୍ରାମର ସରପଞ୍ଚ ଶୁଭାସେନି ମଣ୍ଡଳ ଗ୍ରାମ ରୋଜଗାର ସେବକ ତିରୁପତି ରାଓ ନାଏବ ସରପଞ୍ଚ ରାଜେଶ ରଇତ ସମିତି ସଭ୍ୟ ଯୋଗାଣ ସହାୟକ ଏବଂ ଜିଏସ୍ ପିଏଜି ସିଏଚ୍ ଏବଂ ନୂଆଗଡ଼ ବ୍କକ୍ ର ଭି,ଆର,ପି,ରଶ୍ମିତା ସିଂ,କେଲନି ଗମାଙ୍ଗ,ଆଶ୍ବାସିନି କର ଏବଂ ଗ୍ରାମ ପଞ୍ଚାୟତ ପ୍ରତ୍ଯେକ ଓ୍ବାର୍ଡ ଏବଂ ଗ୍ରାମ ପଞ୍ଚାୟତ ର ପ୍ରତ୍ଯେକ ବୁଦ୍ଧିଜୀବି ମାନେ ସାମାଜିକ ସମିକ୍ଷାର ଗ୍ରାମ ସଭାରେ ଉପସ୍ଥିତ ଥିଲେ ।


© 2023 Odisha Taza News.