ଓଡିଶା ତାଜା ନ୍ୟୁଜ୍ (୨୦ ଜୁନ୍ ଶୁକ୍ରବାର) ଭୁବନେଶ୍ୱର :- ଡ୍ରଗ୍ ଫର୍ମ ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକ୍ଳସ୍ ଏକ ଫେବିଫ୍ଲୁ ଭଳି ଆଣ୍ଟିଭାଇରଲ ଡ୍ରଗ୍ ଫେବିପିବିର୍ ଲଞ୍ଚ କରିଛି । ଯେଉଁଥିରେ ଅଳ୍ପ ମାତ୍ରା ରେ କୋଭିଡି -୧୯ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ । ପ୍ରତି ବଟିକା ର ମୂଲ୍ୟ ୧୦୩ ଟଙ୍କା ଲେଖାଁଏ ହୋଇଥିବା ବେଳେ ୨୦୦ ଟି ବଟିକା , ୩୪ ଟି ପେଟି କୁ ଖୁଚୁରା ମୂଲ୍ୟ ୩,୫୦୦ ଟଙ୍କା ରେ ଉପଲବ୍ଧ ହେବ ।
ଫେବିଫ୍ଲୁ କୋଭିଡି-୧୯ ର ଉପଚାର ପାଈଁ ଭାରତ ର ପ୍ରଥମ ଫେବିପିରବିର୍ ଅନୁମୋଦିତ ବଟୀକା ଅଟେ ଅର୍ଥାତ୍ ଔଷଧ ନିର୍ଦ୍ଧରଣ ବ୍ୟବସ୍ଥା ଉପରେ ଆଧାରିତ୍ । ଦିନକୁ ଦୁଇ ଥର ପ୍ରତ୍ୟକ ଦିନ ୧,୮୦୦ ମିଲିଗ୍ରାମ ଓ ଏହା ପରେ ୧୪ ଦିନ ପର୍ଯ୍ୟନ୍ତ ଦୁଇ ଥର କୁ ୮୦୦ ମିଲିଗ୍ରାମ ନିର୍ଣ୍ଣୟ କରାଯାଇଛି । ଏହା ଦ୍ବାରା ସୂଚିତ କରାଯାଇଛି , ଯେ ଡାକ୍ତର ଙ୍କ ବିନା କୌଣସି ରୋଗୀ କିଛି ଭିଟାମିନ ଔଷଧ ବ୍ୟବହାର କରିବା ଉଚିତ ନୁହେଁ ।