କାମକରି ଦେହ ଅସୁସ୍ଥ ହୋଇ ପଡିବାରୁ ସେ ୧୯/୦୪/୨୦୨୩ ରିଖ ଦିନ ଟ୍ରେନ୍ ଯୋଗେ ନିଜ ଘରକୁ ଫେରୁଥିଲେ ହେଲେ ସେ ପ୍ରଥମେ ବିଶାଖପାଟଣାରେ ପହଂଚି ଥିଲେ । ସେହି ସମୟରେ ତାଙ୍କ ଘରକୁ ଫୋନ୍ ମାଧ୍ୟମରେ ମୁଁ ବିଶାଖାପାଟଣାରେ ଅଛି ବୋଲି ଜଣାଇଥିଲେ । ପୁଣି ବିଶାଖାପାଟଣା ହାଟିଆ ଟ୍ରେନ୍ ରେ ଆସିବା କଥା କିନ୍ତୁ କୌଣସି କାରଣରୁ ସେ ଘରକୁ ଫେରିଲେ ନାହିଁ ଓ ଯୁବକ ଜଣଙ୍କ ଫୋନ ସହ ଯୋଗାଯୋଗ କଲେ ଏହା ସମ୍ଭବ ହେଉ ନ ଥିବା ଯୋଗୁଁ ପରିବାର ପ୍ରତି ଚିନ୍ତାର ବିଷୟ ହୋଇଛି ।
ଯାହାକି ଘର ଲୋକେ ପୁଅ ନ ଆସିବାରୁ ସ୍ଥାନୀୟ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ଫଳରେ ଯୁବକ ଜଣକ ନିଖୋଜ ହୋଇଯାଇଥିବା ଜଣା ପଡିଛି । କୌଣସି ସହୃଦୟ ବ୍ୟକ୍ତି ଏହି ଯୁବକ ଜଣକଙ୍କୁ ଦେଖନ୍ତି ତେବେ ଦୟାକରି ଏହି ମୋବାଇଲ୍ ନଂ୯୩୩୭୫୦୦୮୨୦, ୮୨୬୦୨୫୩୪୫୯ ରେ ଯୋଗାଯୋଗ କରି ଗରିବ ପରିବାର ପ୍ରତି ସହଯୋଗ କରିବା ପାଇ ପରିବାର ଲୋକେ ନିବେଦନ କରିଛନ୍ତି । ଏନେଇ ଗତ ୨୪ ତାରିଖ ଦିନ ନର୍ଲା ଥାନାରେ ଏକ ଏତଲା ଦିଆଯାଇଥିବା ମଧ୍ୟ ପରିବାର ଲୋକେ ଜଣାଇଛନ୍ତି ।

© 2023 Odisha Taza News.