ଗୋଷାଣି ବ୍ଳକ ର ବରିଷ୍ଠ ସାମ୍ବାଦିକ ଆପନ୍ନା ସାମଲଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ ଏକ ସ୍ମାରକପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁଙ୍କୁ ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଗୋଷାଣି ବ୍ଳକ ସାମ୍ବାଦିକ ଭଗବାନ ପ୍ରସାଦ ନାୟକ, ସରୋଜ କୁମାର ପାତ୍ର, ଚିନୁରାଜ ପାତ୍ର, ନରସିଂହ ପ୍ରସାଦ ପଟ୍ଟନାୟକ, ମନିଷା କୁମାରୀ ସାମଲ, ଉମାଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

© 2023 Odisha Taza News.