୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ମୋହନା ଠାରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର କୁ କିଛି ଗଣମାଧ୍ୟମ ମାନେ ଖବର ପଚାର ଓ ପ୍ରସାର କରୁଛନ୍ତି ଯାହାକି ସଂପୂର୍ଣ୍ଣ ମିଥ୍ୟା ଅଟେ । ମିଥ୍ୟା ଖବର ବାରମ୍ବାର ପ୍ରଚାର କରୁଥିବାରୁ ଅନୁଷ୍ଠାନ ଓ ଭିନ୍ନ କ୍ଷମ ଛାତ୍ରଛାତ୍ରୀ ର ଭବିଷ୍ୟତ ଅନ୍ଧକାର ମୟହେବାକୁ ଯାଉଛି । ହାଇକୋର୍ଟ ଙ୍କ ଅର୍ଡର ଅନୁଷ୍ଠାନରେ କର୍ମଚାରୀ ହିସାବରେ ରହିଥିଲେ ସୁନୀଲ କୁମାର ସ୍ଵାଇଁ (ବ୍ରେଲଲି ଶିକ୍ଷକ)। ସେ ପୂର୍ବରୁ ବହିସ୍କାର ହୋଇଥିବା କିଛି କର୍ମଚାରୀ ଙ୍କ କଥା ସୂନୀ ଅନୁଷ୍ଠାନ କୁ ନ।ହିଁ । ଅନୁଷ୍ଠାନ ତରଫରୁ ତାଙ୍କୁ 3 ଥର କାରଣ ଦର୍ଶାଅ ନୋଟିସ ପଠାଇଥିଲେ ମଧ୍ୟ ସେ ତାହାର କୌଣସି ଉତ୍ତର ଦେଲେ ନ।ହିଁ କିମ୍ବା କାର୍ଯ୍ୟରେ ଆସି ଯୋଗ ଦେଲେ ନ।ହିଁ ।
ଏଣୁ ବାଧ୍ୟ ହୋଇ ପରିଚାଳନା କମିଟି ତାଙ୍କୁ ବହିସ୍କାର କରିଥିଲେ । ଏହା କୁ ନେଇ ଶ୍ରୀ ସ୍ଵାଇଁ ହାଇକୋର୍ଟ ରେ ଅନୁଷ୍ଠାନ ବିରୁଦ୍ଧରେ ମକଦମା ରୁଜୁ କରିଥିଲେ । ମକଦମା ଚାଲିଥିବା ସମୟ ରେ ଆମ ଓକିଲ ନିଜର ପକ୍ଷ ନ ରଖି ପଡ଼ିଥିବାରୁ ମାନ୍ୟବର ହାଇକୋର୍ଟ ଜିଲ୍ଲାପାଳ ଙ୍କୁ ଏହାର ସମାଧାନ 3 ମାସ ମଧ୍ୟରେ ସମାଧାନ କରିବା ନିମନ୍ତେ ନିର୍ଦେଶ ଦେଇଛନ୍ତି ।ଏହାକୁ ନେଇ କିଛି ଗଣମାଧ୍ୟମ ମିଥ୍ୟା ଖବର ପ୍ରଚାର ଓ ପ୍ରସାର କରୁଛନ୍ତି ଯଦି ଏହାର କୌଣସି ସତ୍ୟତା ଯଦି ପ୍ରମାଣିତ ନ କରିପାରନ୍ତି ତାହାଲେ ପରିଚାଳନା କମିଟି ଉକ୍ତ ଗଣମାଧ୍ୟମ ବିରୁଦ୍ଧରେ ମାନହାନି ମକଦମା କରିବା ପାଇଁ ବାଧ୍ୟ ହେବେ ।
ସୂଚନା ଥାଉ କି ପୂର୍ବରୁ ଜିଲ୍ଲା ପ୍ରଶାସନ ଅନୁଷ୍ଠାନ କୁ 4 ରୁ ଅଧିକ ଥର ଯାଞ୍ଚ ନିମନ୍ତେ ଆସି ସନ୍ତୋଷ ଜନକ ଉତ୍ତର ପାଇ ଅନୁସଥଙ୍କୁ କ୍ଲିନ ଚିଟ ଦେଇଛନ୍ତି । ହେବା ସତେ ଏହି ବିଦ୍ୟାଳୟରୁ ବହିକୃତ କିଛି ଶିକ୍ଷକ ଓ କଡିନେଟର ମିଶି ବିଦ୍ୟାଳୟକୁ ବିରୋଧରେ କିଛି ଗଣମାଧମରେ ମିଥ୍ୟା ଖବର ଗୁଡିକୁ ବାରମ୍ବାର ବାରମ୍ବାର ପ୍ରକାଶ କରୁଥିବାରୁ ବିଦ୍ୟାଳୟରେ ପାଠପଢୁ ଦିବ୍ୟାଙ୍ଗ ଛାତ୍ରାଛାତ୍ରୀ ବିଦ୍ୟାଳୟ ନିୟୁତି ଶିକ୍ଷକ କର୍ମଚାରୀମାନ ଭବିସତ ଅନ୍ଧକାରମୟ ହେବା ଯାଉଛି ।
ଏହି ବିଦ୍ୟାଳୟ ଦୀଘ୍ର ୩୧ ବର୍ଷ ବହୁବାଧାବିଭନ ସହି ଗଜପତିର ଏକ ମାତ୍ର ଶିକ୍ଷା ଅନୁଷ୍ଠାନ ରହିଛି । ଏହି ଶିକ୍ଷା ଅନୁଷ୍ଠାନରେ ୩ଟି ଜିଲ୍ଲାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ହଷ୍ଟେଲ ପାଠପଢୀ ଆସୁଛନ୍ତି । ବାରମ୍ବାର ବାରମ୍ବାର ବିଦ୍ୟାଳୟ ନାମରେ ମିଥା ଖବର ଗୁଡିକୁ କିଛି ଖବର କାଗଜ ଏବଂ ଓ୍ବପ ଚେନେଲରେ ପ୍ରକାଶ କରି ପିଲାଙ୍କ ଭବିସତ ନେଇ ଖେଳ ଖେଳୁଛନ୍ତି ଏହାକୁ ନେଇ ମୋହନାର ସାଧାରଣରେ ବୃଦ୍ଧିଯିବି ଓ ଅଞ୍ଚଳବାସୀ ନୀନ୍ଦା କରୁଛନ୍ତି ।

© 2023 Odisha Taza News.