୧୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ବାବା ଉମା ମହେଶ୍ୱର ଦେବ ଙ୍କ ପୀଠରେ ପଣା ସଙ୍କରାତିରେ ଅଷ୍ଟ ଶମ୍ଭୁ ମେଳଣ ଅନୁଷ୍ଠିତ ହୋଇଯାଇଛି ,ଷୋହଳ ଟି ଗ୍ରାମ ର ଦେବା ଦେବୀ ବାଣ , ଘଣ୍ଟ, ମହୁରୀ , ପଟୁଆର ଆସି ରାତ୍ର ସମୟରେ ପଡିଆ ମଧ୍ୟରେ ପ୍ରବେଶ କରନ୍ତି, ଠାକୁର ଙ୍କ ନିତି ନିୟମ ଅନୁସାରେ ପୁଜା ପାଠ କରାଯାଏ,ଏବଂ ପୂର୍ବାହ୍ନ ରେ ସମସ୍ତ ଦେବା ଦେବୀ ଙ୍କ ମେଲଣ ହୁଏ,ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବାଲୁଗାଁ ଶ୍ରୀ ଶ୍ରୀ ଶ୍ରୀ ବାବା ଉମାମହେଶ୍ଵରଃ ଦେବ ପୀଠ ଠାରେ ହେଉଥିବା ଐତିହାସିକ ଅଷ୍ଟ ଶମ୍ଭୁ ମେଳଣ ଯାତ୍ରା ରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ମହିଳା ସୁ ସଂଘଟିକା,ସମାଜସେବୀ ଶ୍ରୀମତୀ ସ୍ଵାଗତିକା ଜଗଦ୍ଦେବ, ବାଲୁଗାଁ ଏନଏସି ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ,ଖୋର୍ଦ୍ଧା ଜିଲ୍ଲା ଵିଜୁ ଜନତା ଦଳର ସଧାରଣ ସମ୍ପାଦକ୍ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ଚିଲିକା ତହସିଲଦାର ଶ୍ରୀଯୁକ୍ତ ଦିଲ୍ଲୀପ ଷଡ଼ଙ୍ଗୀ ବିଭିନ୍ନ ଗ୍ରାମ ରୁ ଆସିଥିବା ପଟୁଆର, ଠାକୁର ଙ୍କ ବିମାନ ସଜସଜା, ସ୍ୱଚ୍ଛସେବୀ ମାନଙ୍କୁ ପୁରସ୍କାର ଦେବ ସହ ମେଳଣ ସମୟରେ ସମସ୍ତ ଦେବଦେବୀ ଙ୍କୁ ଦର୍ଶନ କରିଥିଲେ…ବାଲୁଗାଁ ଓ ବାଣପୁର ଗ୍ରସ୍ତ ରେ ଥିବା ଓଡିଶା ଜାଗା ମିଶନ ପରାମର୍ଶ ଦାତା ଶ୍ରୀମତୀ ସ୍ଵାସତି ମିଶ୍ର, ଯୁବନେତା, ଯୁବ ସଙ୍ଘଟକ, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସନ୍ତୋଷ ପାଇକରାୟ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କୁମାର ଜଗତ ବଲ୍ହଵ ମହାରଥା,ବାଣପୁର ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ରାକେଶ ସେଣ, ବାଲୁଗାଁ ଏ ନେ ସି ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ପ୍ରକାଶ ପ୍ରଧାନ, ଏମପି ପ୍ରତିନିଧି ଶ୍ରୀ ଅକ୍ଷୟ ରଣସିଂହ,ବିଜେଡି ସଭାପତି ଶ୍ରୀ ଜୟନ୍ତ ସ୍ୱାଇଁ, ଉପ ନଗରପାଳ ଶ୍ରୀ ଭଗବାନ ପ୍ରଧାନ, ଉପ ସଭାପତି ଶ୍ରୀ ଗଣେଶ ପ୍ରଧାନ, କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଶ୍ରୀମତୀ ସୁଜାତା ପଣ୍ଡା, ଅନିତା ସ୍ୱାଇଁ, ଲଷ୍ମୀଧର ସେଠି, ମମତା ପଣ୍ଡା, ଡିଜିଟାଲ ସେକ୍ରେଟାରୀ ଶ୍ରୀ ବଟକୃଷ୍ଣ ପ୍ରଧାନ,ଖୋର୍ଦ୍ଧା ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀ ରଂଜିତ ନାୟକ, ଉମା ମହେଶ୍ୱର ମେଳଣ ଯାତ୍ରା କମିଟି ମେମ୍ବର ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା, ତ୍ରିନାଥ ସାହୁ, ବିଜୟ ନାୟକ, ଶିବ ପଣ୍ଡା ଏବଂ ବାଲୁଗାଁ ଅଂଚଳ ର ନାରୀନେତ୍ରି ଓ ସମସ୍ତ ଜନସାଧାରଣ ମାନେ ଉପସ୍ଥିତ ରହି ଠାକୁର ଏହି ମେଳଣ ଯାତ୍ରା କୁ ସଫଳ କରିଥିଲେ… ସ୍ୱେଚ୍ଛାସେବୀ, ପୋଲିସ ବିଭଗ, ଇଲେକ୍ଟ୍ରି ବିଭାଗ, ଟ୍ରଷ୍ଟି ମେମ୍ବର, ସାମ୍ବାଦିକ ଭାଇ ମାନେ,କମିଟି ମେମ୍ବର, ପୂଜକ, ମାଳି, ସମସ୍ତ ଗ୍ରାମ ର ମେମ୍ବର ମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି ଯାହା ଦ୍ୱାରା ଆଜି ବାବା ଉମା ମହେଶ୍ୱର ଙ୍କ ପଣା ଯାତ୍ରା ତଥା ଅଷ୍ଟ ଶମ୍ଭୁ ମେଳଣ ଯାତ୍ରା ସଫଳ ହେଇପାରିଛି…