୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକର ସଦର ମହକୁମା କାଶୀନଗର ଠାରେ ଥିବା କାଶୀନଗର ଥାନାର ଏ.ଏସ.ଆଇ ଡିଜିପି ଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି |
ପ୍ରକାଶ ଥାଉ କି କାଶୀନଗର ଥାନା ରେ କାର୍ଯ୍ୟରତ ଏ ଏସ ଆଇ ବେନୁଗୋପାଳ ରାଜ୍ୟ ପୋଲିସ ନିଁର୍ଧେଶକ ଟ ଶ୍ରୀ ସୁନୀଲ ବଂଶଲ ଙ୍କ ଦ୍ୱାରା ସମ୍ମାନିତ ହୋଇ କୃତଜ୍ଞ୍ୟାତା ପୂରସ୍କାର ପାଇଛନ୍ତି | ଶ୍ରୀ ବେନୁଗୋପାଳ ଙ୍କ କାର୍ଯ୍ୟ ରେ ସନ୍ତୋଷ ପ୍ରକାଶ କରି ଏହି ପୂରସ୍କାର ମିଳିଥିବା ରୂ କାଶୀନଗର ଥାନା ରେ ଆନନ୍ଦ ଖେଳି ଯାଇଛି |














